breaking news- ଲକଡାଉନ୍ ପାଇଁ -ସୁନା ମୂଲ୍ୟରେ ବଡ଼ ପରିବର୍ତ୍ତନ, ଜାଣି ନିଅନ୍ତୁ କ’ଣ ରହିଛି ରେଟ୍.. ..୬ବର୍ଷ ଭିତରେ ସବୁଠୁ ଶସ୍ତା ହେଲା ସୁନା

ତେବେ ପ୍ରାୟ ଲୋକ ସୁନା କିଣିବାକୁ ଭଲ ପାଇ ଥାଆନ୍ତି କାରଣ ସୁନା ପିନ୍ଧିଲେ ତାହା ଶରୀର କୁ ଆହୁରି ସୁନ୍ଦର କରି ଥାଏ | ଏହି ସମୟରେ ସୁନା କିଣି ଥିଲେ ଏହି ସୁନା କୁ କାହାକୁ ଗିଫ୍ଟ ଭାବରେ ଦେଇ ତାଙ୍କୁ ଖୁସି ମଧ୍ୟ କରି ପାରିବା | ତେବେ ନୂଆବର୍ଷ ରେ ଲୋକ ମାନଙ୍କ ପାଇଁ ଏକ ବଡ଼ ଉପହାର ଆସିଛି ଯାହା ଶୁଣିଲେ ପ୍ରାୟ ଲୋକ ଖୁସି ଅନୁଭବ କରିବେ | ତେବେ ସୁନା ର ଦର ପ୍ରାୟ ଗତ 6 ବର୍ଷର ନିମ୍ନ ସ୍ତର ରେ ପହଞ୍ଚି ଯାଇଛି ଏବଂ ପୁଣି ଥରେ ସୁନା ର ଦର ଶସ୍ତା ହୋଇଛି |

ତେବେ ଏହି ସମୟରେ ଯଦି ଆପଣ ସୁନା କିଣୁଛନ୍ତି ତେବେ ଏହା ଆପଣଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ, ଏହି ସମୟରେ ସୁନା ର ଦର ହ୍ରାସ ପାଇଛି ଏଣୁ କିଣିଲେ ଆପଣ ହିଁ ଲାଭ ପାଇବେ | କାରଣ ପୁଣି ଆଗାମୀ ଦିନ ରେ ଏହି ସୁନା ର ଦର ବୃଦ୍ଧି ହୋଇ ପାରେ | ତେବେ ଆସନ୍ତୁ ଜାଣିବା ଏହି ସୁନା ର ଦର କେତେ କେଉଁ ପରିଣାମ ରେ କମିଛି |

ତେବେ ସୂଚନା ଅନୁଯାଇ ଶୁକ୍ରବାର ଦିନ ମଲଟି କୋମଡିଟି ଏକ୍ସଚେଞ୍ଜ (ଏମସିଏକ୍ସ) 198 ଟଙ୍କାର ବୃଦ୍ଧି ଆସିଛି ଏବଂ ଏହାର ଦାମ 48,083 ପ୍ରତି 10 ଗ୍ରାମ ରେ ବନ୍ଦ ହୋଇଛି | ସୁନା ର ଦର 2021 ମସିହା ରେ 4 ପ୍ରତିଶତ ରୁ ଅଧିକ ତଳକୁ ଖସି ଯାଇଛି |

୪୮୦୦୦ ଟଙ୍କା ରେ ପହଞ୍ଚି ଥିବା ସୁନା ଦର ୨୦୧୨ ମସିହାରେ ସୁନାର ଦାମ୍‌ ୪ ପ୍ରତିଶତରୁ ଅଧିକ ଖସିଥିବା ଯାହା ସୂଚନା ମିଳି ଥିଲା | ସୁନାର ଦାମ୍‌ ଶୁକ୍ରବାର ଦିନ ସପ୍ତାହର ବ୍ୟବସାୟ ଶେଷ ଦିନ ୪୮୦୦୦ ଟଙ୍କା ପ୍ରତି ୧୦ ଗ୍ରାମରେ ପହଞ୍ଚିଛି |

ଯଦି ସୁନାର ମୂଲ୍ୟର ତୁଳନା ତାର ଅଲ୍‌ ଟାଇମ୍‌ ହାଇ ରେଟ୍‌ ସହ କରିବା ତ ସୁନା ଏବେସୁଦ୍ଧା  ଏଥିରେ ୮୦୦୦ ଟଙ୍କା  ଶସ୍ତା ହୋଇଛି | ତେବେ ବର୍ତ୍ତମାନ ନୂଆବର୍ଷ ପ୍ରାୟ ସମସ୍ତେ ଏହି ନୂଆ ବର୍ଷ ରେ କିଛି ନୂଆ ସୁନା କିଣିବାକୁ ନିହାତି ଭାବରେ ଚାହୁଁ ଥିବେ ତେଣୁ ଗ୍ରାହକ ଙ୍କ ପାଇଁ ଏହା ଏକ ଭଲ ସୁଯୋଗ ଯାହାର ଫାଇଦା ସେମାନେ ଉଠାଇ ପାରିବେ | ଏଣୁ ଏହୁ ସୁଯୋଗ ହାତ ଛଡା ନ କରି ତୁରନ୍ତ ଯାଇ ସୁନା କିଣି ନିଅନ୍ତୁ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।