ଶଇତାନ ସ୍ୱାମୀ କରିଛି ଏମିତି ବର୍ବର କାଣ୍ଡ ଯେ ଭାଷାରେ କହି ହେବ ନାହିଁ…ଦେଖନ୍ତୁ Viral ଭିଡ଼ିଓ |

ତେବେ ଆମର ଏହି ସମାଜ କେତେ ଆଗକୁ ଗଲାଣି କିନ୍ତୁ ଏପର୍ଯ୍ୟନ୍ତ ଏକ ନାରୀ ଏହି ସମାଜ ରେ ସୁରକ୍ଷିତ ହୋଇ ପାରିଲା ନାହିଁ | ଦୁନିଆଁ ରେ ଅନେକ କୁକାର୍ଯ୍ୟ ଦେଖିବାକୁ ମିଳି ଥାଏ କିନ୍ତୁ ସବୁ କ୍ଷେତ୍ରରେ ଏକ ନାରୀ କୁ ହିଁ ନିର୍ଯ୍ୟାତିତ ହେବାକୁ ପଡି ଥାଏ | ଯେତେ ବେଳେ ଏକ ଯୁବତୀ ବିବାହ କରି ତା ସ୍ୱାମୀ ସହ ଶାଶୁ ଘରକୁ ଆସି ଥାଏ ସେତେ ବେଳେ ସେ ଅନେକ ସ୍ୱପ୍ନ ନେଇ ସେହି ଘରକୁ ଆସି ଥାଏ |

ବିବାହ ମଧ୍ୟ ଏକ ପବିତ୍ର ବନ୍ଧନ ହୋଇ ଥାଏ ଏବଂ ଏହା ସାତ ଜନ୍ମ ପର୍ଯ୍ୟନ୍ତ ଅତୁଟ ହୋଇ ରହି ଥାଏ | ତେବେ ଏକ ସ୍ତ୍ରୀ ତା ସ୍ୱାମୀ କୁ ହିଁ ସବୁକିଛି ଭାବି ଦେଇ ଥାଏ ଏବଂ ସ୍ୱାମୀ ସ୍ତ୍ରୀ ର ସୁଖ ଦୁଃଖ ର ସାଥି ହୋଇ ଥାଏ |

କିନ୍ତୁ ଆଜି କାଲି ର କିଛି ସ୍ୱାମୀ ଅଛନ୍ତି ଯେଉଁ ମାନେ ନିଜ ସ୍ତ୍ରୀକୁ ସୁରକ୍ଷା ଦେବା ବଦଳ ରେ ଓଲଟା ସେମାନଙ୍କ ପାଇଁ ରାକ୍ଷସ ସାଜି ପଡ଼ୁଛନ୍ତି | ତେବେ ସେଭଳି ଏକ ଘଟଣା ଆଖି ସାମ୍ନା କୁ ଆସିଛି ଯାହାକୁ ଶୁଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯିବେ, ତେବେ ଆସନ୍ତୁ ଘଟଣା ଟି ଉପରେ ନଜର ପକାଇବା |

ତେବେ ଏଭଳି ଏକ ଘଟଣା ରାଜସ୍ଥାନ ର ଧଉଲପୁର ଜିଲ୍ଲା ରେ ଦେଖିବା ପାଇଁ ମିଳିଛି | ସୂଚନା ଅନୁଯାଇ ଜଣେ ଯୁବତୀ ଆଉ ଜଣେ ଯୁବକ ଙ୍କୁ 2021 ମସିହା ଜାନୁୟାରୀ 14 ତାରିଖ ରେ ବୈଦିକ ରୀତିନୀତି ଅନୁସାରେ ବିବାହ କରି ଥିଲେ | ତେବେ ବିବାହ ର କିଛି ମାସ ପରେ ସ୍ୱାମୀ ଓ ତାଙ୍କ ଶାଶୁ ଘର ଲୋକ ମିଶି ମହିଳା ଙ୍କୁ ବହୁତ କଷ୍ଟ ଦେବା ସହିତ ଅତ୍ୟାଚାର କରୁ ଥିଲେ | ତେବେ ଏତେ ଦୁଃଖ କଷ୍ଟ ପାଇ ମଧ୍ୟ ମହିଳା ଜଣଙ୍କ କିଛି ନ କହି ସବୁ ସହି ଯାଉ ଥିଲେ |

କିନ୍ତୁ ଏକ ଦିନେ ତାଙ୍କ ସ୍ୱାମୀ ରାକ୍ଷସ ପାଲଟି ଯାଇ ଥିଲେ ଆଉ ଏକ ସାଙ୍ଗ କୁ ଧରି ସେଦିନ ତାଙ୍କ ଘରକୁ ଆସି ଥିଲେ ଏମିତି କି ନିଜ ସ୍ତ୍ରୀ ର ରୁମ କୁ ମଧ୍ୟ ନେଇ ଆସି ଥିଲେ | ସ୍ୱାମୀ ଓ ତାଙ୍କ ସାଙ୍ଗ ଦୁହେଁ ମିଶି ମହିଳା ଜଣଙ୍କର ପାଟି ଓ ଗୋଡ଼ ହାତ ସବୁ ବାନ୍ଧି ପକାଇ ଦେଇ ଥିଲେ | ଆଉ ଏହାପରେ ଜଣଙ୍କ ପରେ ଜଣେ ମହିଳା ଜଣଙ୍କୁ ଦୁଷ୍କର୍ମ କରି ସେଠାରୁ ଚାଲି ଯାଇ ଥିଲେ | ଏମିତି କି ପୁଣି ତାପରଦିନ ଦିନ ମଧ୍ୟ ତାଙ୍କ ସାଙ୍ଗ କୁ ଆଣି ସେଭଳି କାର୍ଯ୍ୟ କରି ଥିଲେ |

ଏହି ରାକ୍ଷସ ସ୍ୱାମୀ ସ୍ତ୍ରୀ କୁ ଏତେ ସବୁ କଷ୍ଟ ଦେଲା ପରେ ବି ତା ମନ ଶାନ୍ତ ହୋଇ ନଥିଲା | ପୁଣି ଦିନେ ସେ ସ୍ୱାମୀ ମହିଳା ଙ୍କ ଗୁପ୍ତାଙ୍ଗ ରେ ମୁଣ୍ଡବିନ୍ଧା ଜଣ୍ଡୁ ବାମ ଭର୍ତ୍ତି କରିବା ସହିତ ଲଙ୍କା ଗୁଣ୍ଡ ମଧ୍ୟ ଭର୍ତ୍ତି କରି ଦେଇ ଥିଲା, ଯାହା ଫଳରେ ମହିଳା ଜଣଙ୍କ ବହୁତ କଷ୍ଟ ପାଇଁ ଅଚେତ ହୋଇ ପଡି ଥିଲେ | ଆଉ ଯେତେବେଳେ ହୋସ ଆସି ଥିଲା ସେ କାହାକୁ କିଛି ନ କହି ଲୁଚି ତାଙ୍କ ବାପ ଘରକୁ ପଳାଇ ଥିଲେ ଆଉ ସେଠାରେ ସମସ୍ତ ଘଟଣା ବିଷୟ ରେ କହି ଥିଲେ |

ଯାହାକୁ ଶୁଣି ବାପ ଘର ଲୋକ ସ୍ୱାମୀଙ୍କ ନାଁ ରେ ଥାନା ରେ ଅଭିଯୋଗ କରିଛନ୍ତି ଏବଂ ପୋଲିସ ମଧ୍ୟ ଖୁବ ଶୀଘ୍ର ଦୋଷୀ ଙ୍କ ପ୍ରତି ଦୃଢ଼ କାର୍ଯ୍ୟନୁଷ୍ଠାନ ନେବ ବୋଲି ପ୍ରତିଶୃତି ଦେଇଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।