ରାନୁ ମଣ୍ଡଳ ସାନ ଭଉଣୀ ସହିତ କାକା ଗାଇଲେ ଗୀତ “Babu I love you” ସୋସିଆଲ ମିଡିଆରେ ନିଆଁ ଭଳି ହେଉଛି ଭାଇରାଲ…ଦେଖନ୍ତୁ ଭିଡ଼ିଓ

ନିଶ୍ଚିତ ଭାବରେ ଆପଣ ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ଭାଇରାଲ ଭିଡିଓ ଦେଖୁଥିବେ। ଖୁସି, ମଜା, ଦୁଃଖ ବେଦନା ଏବଂ ଭୟଭୀତ କଲାଭଳି ଖବର ମଧ୍ୟ ଆପଣ ଏଠାରେ ନିୟମିତ ଭାବରେ ଦେଖିବାକୁ ପାଉଥିବେ। ତେବେ ସେଥିମଧ୍ୟରୁ କିଛି ଭିଡିଓ ଏମିତି ଅଛି ଯାହା ଅନ୍ୟ ଭିଡିଓ ଠାରୁ ଟିକେ ଅଲଗା କାରଣ ଏହା ବହୁତ ମଜାଳିଆ ବା କୌତୁକିଆ ହୋଇଥାଏ। ଆଉ କିଛି ଭିଡିଓ ଥାଏ ଯାହା ଭାରି ଅଜବ ପ୍ରକାରର ହୋଇଥାଏ। ତେବେ କହିବାକୁ ଗଲେ ସ୍ୱାଭାବିକ ଭାବରେ ଆମେ ଅନେକ ପ୍ରକାରର ଘଟଣା କୁ ନିଜେ ଦେଖିଥାଉ ଏବଂ ତାହା ସାଧାରଣ ହୋଇ ଥିବାରୁ ଆମେ ତାକୁ ବିଶ୍ୱାସ ମଧ୍ୟ କରିଥାଉ।

କିନ୍ତୁ ଆଜି ଆମେ ଜାଣିବା ଏକ ଏମିତି ଭାଇରାଲ ଭିଡିଓ ବିଷୟରେ, ଏମିତି ଏକ ଅଜବ ଘଟଣା ଯାହା ଆପଣଙ୍କୁ ଚକିତ କରିବ ନିଶ୍ଚିତ। ତେବେ ଆପଣ ମାନେ ଜାଣିଥିବେ କିଛି ଦିନ ତଳେ ସୋସିଆଲ ମିଡିଆରେ ଜଣେ ମହିଳା ଙ୍କ ର ଭିଡିଓ ବେଶି ଭାଇରାଲ୍ ହେବାରେ ଲାଗିଥିଲା । ଭିଡିଓରେ ମହିଳା ଜଣଙ୍କ ଯେଉଁଭଳି ଭାବରେ ଗୀତ ଗାଉଥିଲେ ତାକୁ ଦେଖିଲେ ଆପଣ ବି ହସି ହସି ଗଡ଼ିଯିବେ।

କାରଣ ସେ ଏକ ମଜାଦାର ଢଙ୍ଗରେ ଗୀତ ଗାଉଥିଲେ । ବାବୁ ଆଇ ଲଭ ୟୁ ଫିଲ୍ମ୍ ର ମୁଖ୍ୟ ଟ୍ରାକ ଗୀତକୁ ଏକ ଗାଆଁ ର ମହିଳା ଜଣଙ୍କ ଗାଉଥିଲେ । ବହୁତ୍ ସୁନ୍ଦର୍ ଭାବରେ ସେ ତାଙ୍କର ନିଆରା ଢ଼ଙ୍ଗରେ ଏହି ଗୀତକୁ ଗାଉଥିଲେ । ତେବେ ସେହି ମହିଳା ଜଣଙ୍କୁ କୁହା ଯାଉଥିଲା ଯେ ସେ ହେଉଛନ୍ତି ରାନୁ ମଣ୍ଡଳ ଙ୍କ ସାନ ଭଉଣୀ।


ତେବେ ସୋସିଆଲ ମିଡିଆରେ ତାଙ୍କୁ ଏମିତି କହି ବେଶ୍ ଭାଇରାଲ କରାଯାଇଥିଲା । ସେହି ଗୀତର ସ୍ବର ବହୁତ୍ ସୁନ୍ଦର ହୋଇଥିଲା । ଯଦିଓ ଠିକ୍ ତାଳରେ ସେ ଏହି ଗୀତକୁ ଗାଇ ପାରି ନାହାଁନ୍ତି, କିନ୍ତୁ ଯେଉଁଭଳି ଭାବରେ ସେ ଏହାକୁ ଗାଇଛନ୍ତି ତାହା ଶୁଣିବାକୁ ଭଲ ଲାଗୁଥିଲା ଏବଂ ମନୋରଂଜନ ପୂର୍ଣ୍ଣ ହୋଇଥିଲା ସେଥିପାଇଁ ଏହାକୁ ଶୁଣି ସମସ୍ତେ ଆନନ୍ଦ ଉଠାଇଥିଲେ ।

ମହିଳା ଜଣଙ୍କ ଏପରି ଏକ ଗୀତ ଗାଇ ତାଙ୍କର ପ୍ରତିଭା ଏଵଂ ସ୍ୱରକୁ ସମସ୍ତଂକ ପାଖରେ ପହଞ୍ଚାଇଥିଲେ । ଅନେକ ଏହି ଗୀତକୁ ଶୁଣି ଖୁସି ହେଉଥିବା ବେଳେ ମହିଳାଂକ ଏପରି ଗୀତକୁ ଶୁଣି ପ୍ରତିକ୍ରିୟା ମଧ୍ୟ ଦେଇଥିଲେ ।

ତେବେ ରାନୁ ମଣ୍ଡଳଙ୍କ ସାନ ଭଉଣୀ କହି ତାଙ୍କର ଏହି ଗତକୁ ସୋସିଆଲ ମିଡିଆରେ ବହୁତ ସେୟାର ହେବାରେ ଲାଗିଥିଲା । ବର୍ତ୍ତମାନ ତାଙ୍କର ସେହି ଗୀତକୁ ନେଇ ଜଣେ ସଂଙ୍ଗୀତଜ୍ଞ ଏହାକୁ ଗୀତରେ ସଜାଇ ସୁନ୍ଦର ଭାବରେ ଷ୍ଟୁଡିଓରେ ରେକର୍ଡ କରିଛନ୍ତି । ଏହି ଗୀତକୁ ଗାଇଛନ୍ତି ଗିରିଜା ପଣ୍ଡା । ଆପଣମାନେ ମଧ୍ୟ ଏହି ଗୀତକୁ ନିଶ୍ଚିତ ଭାବରେ ଥରେ ଶୁଣନ୍ତୁ ଏବଂ ଏହା୍କୁ ବର୍ତ୍ତମାନ ସୁଦ୍ଧା 50 ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।