ଦେଖନ୍ତୁ ଭିଡ଼ିଓ – ବୋଲ୍ଡ ଅନ୍ଦାଜ ରେ ନଜର ଆସିଲେ ଟପ୍ ମଡେଲ Actress ୟୁକ୍ତି ଏହି ଭିଡ଼ିଓ ଛାଡିବା ମାତ୍ରେ ସୋସିଆଲ ମିଡିଆରେ ନିଆଁ ପରି ଭାଇରାଲ ହେଉଛି..ଦେଖିଲେ ଆପଣ ବି……

ବଲିଉଡ୍ ଇଣ୍ଡଷ୍ଟ୍ରି ର କଳାକାର ମାନଙ୍କର କଥା ସବୁବେଳେ ଟିକେ ଭିନ୍ନ ଏବଂ ନିଆରା ହୋଇଥାଏ। ଯେଉଁ କାରଣରୁ ଅଭିନୟ ଜଗତର କଳାକାର ମାନେ ଅନେକ ସମୟରେ ଅଭିନୟ ପାଇଁ ହେଉ କି ସେମାନଙ୍କ ବୋଲ୍ଡ ଅନ୍ଦାଜ ପାଇଁ ହେଉ ଚର୍ଚ୍ଚାରେ ରହିଥାନ୍ତି। ଏମିତି ରେ ଆପଣ ତ ଜାଣିଛନ୍ତି ସେଲେବ୍ରେଟି ମାନଙ୍କର ଜୀବନ ଶୈଳୀ ସାଧାରଣ ଲୋକ ଙ୍କ ଠାରୁ ଟିକେ ଭିନ୍ନ। ସେହିଭଳି ଭାବରେ କିଛି ଏମିତି କଳାକାର ଅଛନ୍ତି ସେମାନଙ୍କ ଅଭିନୟ ପାଇଁ ଆପଣ ତାଙ୍କୁ ଭଲ ଭାବରେ ଜାଣିଥିବେ। ସେମାନେ ତାଙ୍କର ଅଭିନୟ ସାଙ୍ଗକୁ ତାଙ୍କର ଗେଟ୍ ଅପ ଏବଂ ଲୁକ୍ସ୍ ପାଇଁ ବେଶି ଲୋକପ୍ରିୟ ଅଟନ୍ତି।

ଅନେକ ସମୟରେ ସେମାନଙ୍କ ଲାଇଫ ଷ୍ଟାଇଲ କୁ ନେଇ ମଧ୍ୟ ସେମାନେ ଚର୍ଚ୍ଚାରେ ରହିଥାନ୍ତି।ବଲିଉଡ୍ ଇଣ୍ଡଷ୍ଟ୍ରି ରେ ସବୁବେଳେ ଯେଉଁ ଭିନ୍ନ ଅନ୍ଦାଜ ଦେଖିବାକୁ ମିଳିଥାଏ ତାହା ଫ୍ୟାନ ମାନଙ୍କୁ ସେମାନଙ୍କ ସହ କୌଣସି କଥାକୁ ନେଇ ଜଡ଼ିତ ରହିବାକୁ ଏକ ସ୍ଵତନ୍ତ୍ର ମାହଲ୍ ସୃଷ୍ଟି କରିଥାଏ।

ତେବେ ସେହିପରି ଭାବରେ ସୋସିଆଲ ମିଡିଆରେ ଏମିତି କିଛି ଅଭିନେତ୍ରୀ ଅଛନ୍ତି ଯେଉଁମାନେ ସେମାନଙ୍କ ବୋଲ୍ଡ ଅନ୍ଦାଜ ପାଇଁ ବେଶ ଚର୍ଚ୍ଚିତ ହୋଇଥାନ୍ତି। ସେମାନଙ୍କ ବିଷୟରେ ଜାଣିବା ପାଇଁ ସେମାନଙ୍କ ପ୍ରଶଂସକ ମାନେ ବେଶ୍ ଆଗ୍ରହ ପ୍ରକାଶ କରିଥାନ୍ତି।ସେମାନଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଆପଣଙ୍କୁ ବହୁତ୍ କିଛି କମ୍ ଜଣା ଅଛି।

ସେମାନେ ଅନେକ ସମୟରେ ଚର୍ଚ୍ଚାର ପରିସରକୁ ଆସିଥାନ୍ତି ଏବଂ କ୍ୟାମେରା ସମ୍ମୁଖକୁ ଆସିଥାନ୍ତି ତାଙ୍କର କିଛି ଖାସ୍ କଥାକୁ ନେଇ। ତେବେ ଆପଣ ମାନେ ତ ନିଶ୍ଚିତ ଭାବରେ ବଲିଉଡର ଲୋକପ୍ରିୟ ତଥା ସୁପରଷ୍ଟାର ଇମରାନ ହାସମୀଙ୍କୁ ବହୁତ ଭଲ ଭାବରେ ଜାଣିଥିବେ ।

ନିକଟରେ ସେ ତାଙ୍କର ଏକ ମ୍ୟୁଜିକ୍ ଭିଡିଓ ପାଇଁ ବେଶ୍ ଚର୍ଚ୍ଚାରେ ଅଛନ୍ତି । ଏହାପୂର୍ବରୁ ହୋଇଥିବା ସମସ୍ତ ମ୍ୟୁଜିକ୍ ଭିଡିଓର ରେକର୍ଡ ଭାଙ୍ଗିଛି ଏହି ଗୀତ ଲୁଟ ଗୟେ । ଏହି ମ୍ୟୁଜିକ ଭି୍ଡିଓରେ ଇମରାନଙ୍କ ସହିତ ଟପ୍ ମଡେଲ ଯୁକ୍ତ ଥରେଜା ମଧ୍ୟ ନଜର ଆସିଛନ୍ତି । ତାଙ୍କୁ ଏହି ଗୀତରେ ମ୍ୟୁଜିକ ଭିଡିଓରେ ବ୍ରାଇଡଲ ଗେଟଅପରେ ବା ବଧୂବେଶରେ ଦେଖିବାକୁ ମିଳୁଛି । ଏହାଜଣେ ପୋଲିସ ଅଧିକାରୀଙ୍କ ସତ ପ୍ରେମକାହାଣୀ ଉପରେ ଆଧାରିତ ।

ତେବେ ଏହି ଗୀତ ଏବେ ଟପ୍ ଟ୍ରେଣ୍ଡରେ ଅଛି ସୋସିଆଲ ମିଡିଆରେ । ଟି-ସିରିଜର ବ୍ୟାନର ତଳେ ରିଲିଜ୍ ହୋଇଥିବା ଏହି ଗୀତକୁ ଏବେ ସୁଦ୍ଧା 1 କୋଟି 50ଲକ୍ଷରୁ ଅଧିକ ଭିୟୁ ମିଳି ସାରିଛି ।

ବର୍ତ୍ତମାନ ଏକ ଭିଡିଓ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି ଯେଉଁଥିରେ ଏହି ଗୀତର ସଂମ୍ପୂର୍ଣ୍ଣ ଟିମ୍ ଉପସ୍ଥିତ ଅଛନ୍ତି ଏବଂ ଇମରାନ ହାସମୀଙ୍କ ଜନ୍ମଦୀପ ପାଳନ କରୁଛନ୍ତି । ଇମରାନ୍ ଏବଂ ଯୁକ୍ତିଙ୍କ ଯୋଡିଙ୍କୁ ପ୍ରଶଂସକମାନେ ବହୁତ ପସନ୍ଦ କରୁଛନ୍ତି । ଏହାଛଡା ଫ୍ୟାନ୍ସଙ୍କୁ ଇମରାନ ହାସୀମଙ୍କର ଏହି ଗୀତ ମଧ୍ୟ ବହୁତ ପସନ୍ଦ ଆସୁଛି । ଏଥିରେ ତାଙ୍କର ଆକ୍ଟିଙ୍ଗ୍ ବହୁତ ପ୍ରଶଂସନୀୟ ରହିଛି । ଉଭୟ ଇମରାନ ଏବଂ ଯୁକ୍ତିଙ୍କ କେମେଷ୍ଟ୍ରିକୁ ଲୋକେ ବହୁତ ପସନ୍ଦ କରୁଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।