ଋତୁସ୍ରାବ ସମୟରେ ସହବାସ କେତେ ଲାଭ ଦାୟକ ଜାଣନ୍ତୁ – Gupta Samsya

ସମାଜରେ ପ୍ରତ୍ୟେକ ମହିଳା ମାନଙ୍କର ମାସିକ ଋତୁସ୍ରାବ ହୋଇ ଥାଏ , ଏହି ସମୟଟି ସେମାନଙ୍କ ପାଇଁ ବହୁତ କଷ୍ଟ ଦାୟକ ପ୍ରତୀତ ହୋଇଥାଏ । ଏହା ଆପଣଙ୍କର ଗର୍ଭ ଧାରଣର ସମସ୍ତ ସମସ୍ୟା କୁ ଦୂର କରିବାରେ ସାହାଯ୍ୟ କରିଥାଏ । ମାସିକ ଧର୍ମ ସମୟରେ ବର୍ଜ୍ୟବସ୍ତୁ ଗୁଡିକ ନିଷ୍କାସିତ ହୋଇଥାଏ , ଶରୀରକୁ ସୁସ୍ଥ ମଧ୍ୟ ରଖିଥାଏ । ତେବେ କୁହାଯାଏ ଋତୁସ୍ରାବ ସମୟରେ ମହିଳା ମାନଙ୍କ ଠାରେ ଅନେକେ ପ୍ରକାର ସମସ୍ୟା ମାନ ଦେଖା ଦେଇଥାଏ । ଯେପରି କି ପେଟ ଯନ୍ତ୍ରଣା ହେବା , ଅଣ୍ଟା ବିନ୍ଧିବା, ହାତ ଗୋଡ ପୀଡା ହେବା , ମୁଣ୍ଡ ବିନ୍ଧିବା ଭଳି ଅନେକ ସମସ୍ୟା ଦେଖାଯାଏ ।

କିନ୍ତୁ ଏହି ସମୟରେ ମହିଳା ମାନଙ୍କୁ ଜଣା ନ ଥାଏ ଯେ, ସେମାନେ ଏ ସମୟରେ ଶାରୀରିକ ସମ୍ପର୍କ ରଖିବେ କି ନାହିଁ । ଏ ସମ୍ପର୍କ ରେ ମଧ୍ୟ ଅନ୍ୟ ମାନଙ୍କୁ କହିବାରେ ଲଜ୍ଜିତ ଅନୁଭବ କରିଥାଆନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ ଏ ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ଜଣେଇବୁ , ଯେ ମହିଳାଙ୍କର ଋତୁସ୍ରାବ ସମୟରେ ଶାରୀରିକ ସମ୍ପର୍କ ରଖିବା ଉଚିତ୍ କି ଉଚିତ୍ ନୁହେଁ ।

ତେବେ ଜାଣି ରଖନ୍ତୁ ଯେ, ସ୍ତ୍ରୀ ଙ୍କ ଅସୁସ୍ଥତା ବା ଋତୁସ୍ରାବ ସମୟରେ ସମ୍ଭୋଗ ପ୍ରତି ଇଚ୍ଛା ଥିଲେ ମଧ୍ୟ ଏ ସମୟରେ ଭୁଲ୍ ରେ ବି ଶାରୀରିକ ସମ୍ପର୍କ ରଖନ୍ତୁ ନାହିଁ ।ଏହି ସମୟରେ ଶାରୀରିକ ସମ୍ପର୍କ ରଖିଲେ ମହିଳାମାନଙ୍କ ଉପରେ କ୍ଷତିକାରକ ପ୍ରଭାବ ପଡିଥାଏ ।ତେଣୁ ଋତୁସ୍ରାବ ସମୟରେ ଶାରୀରିକ ସମ୍ପର୍କ ରଖିବା ଆଦୌ ଉଚିତ୍ ନୁହେଁ । ଏହି ସମୟରେ ମହିଳା ମାନଙ୍କୁ ନିଜର ଅଧିକ ଯତ୍ନ ନେବା ଆବଶ୍ୟକ ଏବଂ ବିଶ୍ରାମ ମଧ୍ୟ ନେବା ଆବଶ୍ୟକ । ଏଥିପାଇଁ ଆପଣମାନେ ପୂର୍ବରୁ ସମ୍ବନ୍ଧ ରଖିବାର ତାରିଖ ଧାର୍ଯ୍ୟ କରନ୍ତୁ , କିନ୍ତୁ ଋତୁସ୍ରାବ ସମୟରେ ଇଚ୍ଛା ଥିଲେ ମଧ୍ୟ ସହବାସ କରନ୍ତୁ ନାହିଁ ।

ଏହି ସମୟରେ ଉଭୟ ପୁରୁଷ ଓ ମହିଳା ନିଜ ପରିବାର ବିଷୟରେ ଚିନ୍ତା କରିବା ଉଚିତ୍ । ମହିଳା ମାନେ ଏଥିପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ ଏବଂ ପୁରୁଷ ମାନଙ୍କୁ ଏ ସମ୍ପର୍କ ରେ ବୁଝେଇବା ଦରକାର ।


ଏହାକୁ ଅବମାନନା କରି ଯେଉଁ ପୁୁରୁଷ କିମ୍ବା ମହିଳା ମାନେ ସହବାସ କରିଥାନ୍ତି , ସେମାନଙ୍କୁ ବହୁତ କଷ୍ଟ ଓ ଯନ୍ତ୍ରଣାରେ ସାମ୍ନା କରିବାକୁ ପଡିଥାଏ । ସେତେବେଳେ ଏବାକୁ ସୁଧାରିବା ବହୁତ କଷ୍ଟ ହୋଇଥାଏ , ତେଣୁ ଆପଣମାନେ ପରସ୍ପର ଭିତରେ କଥାବାର୍ତ୍ତା କରି ଏକ ତାରିଖ ବାଛନ୍ତୁ । କିନ୍ତୁ ସହବାସ ସମୟରେ ଶାରୀରିକ ସମ୍ପର୍କ ଆଦୌ ରଖନ୍ତୁ ନାହିଁ । ଏହା ମାନିବା ଦ୍ୱାରା ଆପଣଙ୍କ ବୈବାହିକ ଜୀବନ ସୁଖମୟ ହେବା ସୟ ଏହି ଅସୁବିଧା ରୁ ମୁକ୍ତି ପାଇ ପାରିବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।