ଦେଖନ୍ତୁ video- ପୁରା ଓଡିଆ ପରମ୍ପରା ଅନୁସାରେ ଗାଁ ରେ ଅଭିନେତ୍ରୀ ଗୁନଗୁନ୍ ଙ୍କୁ ଗୃହପ୍ରବେଶ କରାଇଲେ ଶାଶୂ…

ଫିଲ୍ମ ଆଦି ସିରିଏଲ ରେ ଅନେକ କଳାକାର ମାନେ ଅଭିନୟ କରି ଥାଆନ୍ତି ଏବଂ ତାଙ୍କ ଅଭିନୟ ଓ ନାଚ ଗୀତ ରେ ସେମାନେ ଲୋକ ମାନଙ୍କ ର ଭଲ ପାଇବାକୁ ମଧ୍ୟ ହାସଲ କରି ପାରନ୍ତି | ତେବେ ସମସ୍ତ ଲୋକ ଙ୍କର କେହି ନା କେହି ପ୍ରିୟ ର କଳାକାର ନିଶ୍ଚିତ ଭାବରେ ଥାଆନ୍ତି ଏବଂ ତାଙ୍କର ଜୀବନ ଶୈଳୀ ବିଷୟ ରେ ଜାଣିବା ପାଇଁ ତାଙ୍କର ଫ୍ୟାନ ଚାହିଁ ବସି ଥାଆନ୍ତି, କାରଣ ସେଲିବ୍ରେଟି ମାନେ ତାଙ୍କର ଛୋଟ ଛୋଟ ଖୁସି କୁ ସୋସିଆଲ ମିଡ଼ିଆ ରେ ଉପଲୋଡ କରି ଥାଆନ୍ତି |

ତେବେ ବର୍ତ୍ତମାନ ଏବେ ଗୁନଗୁନ ଙ୍କର ବିବାହ କାର୍ଯ୍ୟ ସମ୍ପୂର୍ଣ ହୋଇଛି ଏବଂ ଏକ ନୂଆ ଏକ ଜୀବନ ଗଢିବା ପାଇଁ ସେ ତାଙ୍କ ଶାଶୁ ଘର କୁ ଚାଲି ଯାଇଛନ୍ତି | ତେବେ ଚୁଲବୁଲି ନାୟିକା ଗୁନଗୁନ ଙ୍କୁ ତ ଆପଣ ବେସ ଭଲ ଭାବରେ ଜାଣି ଥିବେ ଯିଏ କି ସମସ୍ତ ଙ୍କ ହୃଦୟ ରେ ରାଜ କରନ୍ତି |

ତେବେ ଅଭିନେତ୍ରୀ ଗୁନଗୁନ ବହୁତ ପୁରୁଣା ଫିଲ୍ମ ରେ ସୁପରଷ୍ଟାର ଅଭିନେତା ସିଦ୍ଧାର୍ଥ ମହାପାତ୍ର ଙ୍କ ସହ ମଧ୍ୟ କାମ କରିଛନ୍ତି | ଏହା ପରେ ପରେ ଅନେକ ସୋ ରେ ମଧ୍ୟ ସେ ଆଙ୍କରୀଙ୍କ କାମ କରି ଲୋକ ମାନଙ୍କର ଭଲ ପାଇବାକୁ ହାସଲ କରି ପାରିଛନ୍ତି |

ଗୁନଗୁନ ଙ୍କର ଆଙ୍କରିକ କରିବାର କହିବା ଶୈଳୀ ଏକ ଭିନ୍ନ ପ୍ରକାର ର ଯାହା ବହୁତ ନିଆଁରା ଲାଗି ଥାଏ | ଗୁନଗୁନ ଓ ଅସ୍ମିତ ଙ୍କ ବିବାହ ପରେ ତାଙ୍କ ସାଂସାରିକ ଜୀବନ କୁ ନେଇ ଦୁହେଁ ଅନେକ ଭିଡ଼ିଓ ମଧ୍ୟ ସୋସିଆଲ ମିଡ଼ିଆ ରେ ଉପଲୋଡ କରି ସାରିଲେଣି | ତେବେ ଏକ ଭିଡ଼ିଓ ରେ ଦେଖିବା ପାଇଁ ମିଳିଛି କି ଗୁନଗୁନ ବର୍ତ୍ତମାନ ତାଙ୍କ ଗାଁ ଶାଶୂଘର କୁ ଯାଇଛନ୍ତି |

 ସେଠାରେ ତାଙ୍କୁ ପ୍ରଥମେ ବନ୍ଦାପନା କରି ଗୃହ ଭିତରକୁ ପ୍ରବେଶ କରାଯାଇଛି | ଏହା ପରେ ସେ ତାଙ୍କ ଶାଶୁ ଘରେ ପ୍ରବେଶ କରି ଠାକୁର ଘରକୁ ଯାଇ ପ୍ରଣାମ କରି ପ୍ରଥମ ଥର ପାଇଁ ରୋଷେଇ ମଧ୍ୟ କରିଛନ୍ତି |

ଠିକ ଏକ ଓଡ଼ିଆ ଗୃହିଣୀ ପରି ସେ ତାଙ୍କର ସବୁ କାର୍ଯ୍ୟ କୁ ସମ୍ପୂର୍ଣ୍ଣ କରିଛନ୍ତି | ଏହା ସହିତ ନିଜ ଶାଶୁ ଘର ଗାଁ ବୁଲି ବୁଲି କେଉଁଠି କୁଟା ରେ ପୋଜ ଦେଇ ଫୋଟ ଉଠାଇଛନ୍ତି ତ ଆଉ କେଉଁଠି ଗାଁ ର ଛୋଟ ଛୋଟ ପିଲା ମାନଙ୍କ ସହ ବିଭିନ୍ନ ଢଙ୍ଗୀ ରେ ଫୋଟ ଉଠାଇ ସୋସିଆଲ ମିଡ଼ିଆ ରେ ଉପଲୋଡ କରିଛନ୍ତି |

ଯାହାକୁ ଦେଖି ଦର୍ଶକ ମାନେ ପସନ୍ଦ କରିବା ସହ ଅନେକ ସୁନ୍ଦର ପ୍ରତିକ୍ରିୟା ମଧ୍ୟ ରଖିଛନ୍ତି | ତେବେ ଆମେ ଏହା କାମନା କରିବା ଯେ ଗୁନଗୁନ ଓ ଅସ୍ମିତ ଙ୍କ ସାଂସାରିକ ଜୀବନ ବେସ ହସ ଖୁସି ରେ ଭରି ଯାଉ | ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।