ମାଳିକା ଦେଲା ଓପନ ଚ୍ୟାଲେଞ୍ଜ. ! ଏଥର କରୋନା ଖେଳ ଖତମ , ରାସ୍ତା ଦେଖାଇଲେ ବାବା ! ଜାଣନ୍ତୁ ଏହାର ସତ୍ୟତା ଏବଂ ଅଧିକ ମାତ୍ରାରେ ,ସେୟାର କରି ଜଣାଇ ଦିଅନ୍ତୁ…

ପ୍ରତ୍ୟେକ ଥର ପରି ଆଜି ଆମେ ମହାପୁରୁଷଙ୍କ ମାଳ ମାଳ ହୋଇ ରଚିତ ହୋଇଥିବା ମାଳିକା ଶାସ୍ତ୍ରକୁ ଆପଣଙ୍କ ସମ୍ମୁଖରେ ଉପସ୍ଥାପନ କରିଥାଉ । ପ୍ରତ୍ୟେକ ଥର ପରି ଛଅଶହ ବର୍ଷ ତଳେ ଲେଖା ହୋଇଥିବା ଆମ ପାଇଁ ଆମ ଭବିଷ୍ୟତ ପାଇଁ ଆଗକୁ ଘଟିବାକୁ ଯାଉଥିବା ନାନାଧିପ୍ରକାର ଘଟଣାକୁ ସବିଶେଷ ତଥ୍ୟ ପ୍ରଦାନ କରିଛନ୍ତି ମହାପୁରୁଷ ଆଉ ଆପଣ ମାନେ ଏହାକୁ ପଢି ସତର୍କ ହୋଇଚନ୍ତି । ମହାପୁରୁଷ ଛଅଶହ ବର୍ଷ ତଳେ ଯାହା ଲେଖି ଯାଇଥିଲେ ତାହା ଗୋଟିଏ ପରେ ଗୋଟିଏ ସତ୍ୟ ହୋଇଛି ।

କରୋନା ମହାମାରୀକୁ ନେଇ ଆଜି ସାରା ବିଶ୍ବରେ ଚାଲିଛି ତାଣ୍ଡବ , ଆଉ ମହାପୁରୁଷ କେବଳ ଭୟଭୀତ କରିବା ଭଳି ସବୁ କିଛି ଲେଖିନାହାଁନ୍ତି ବରଂ ବହୁ ଆଶ୍ବସନାର କଥା ମଧ୍ୟ କଲମ କରିଛନ୍ତି ।

ଲୋକଙ୍କ ମନରେ ବର୍ତ୍ତମାନ ଗୋଟିଏ ଚିନ୍ତନ ଆସିଛି ଯେ ମହାମାରୀ କରୋନା ଆସିଲା ପରେ ଏହି ଦେଶରେ ଗୋଟିଏ ଚେତନା ସୃଷ୍ଟି ହୋଇଛି ଏବଂ ସମସ୍ତେ ଭାବୁଛନ୍ତି ଯେ ଆଗକୁ ଆଉ କଣ କଣ ସବୁ ହେବ । ତେବେ କେବଳ କରୋନା ନୁହଁ ବରଂ ଆଗକୁ ବ୍ୟାପିବ ଆହୁରି ଅନେକ କିଛି ।

ତେବେ କିଏ କହୁଛି ଲୋକେ ଅତ୍ୟଧିକ ଅନ୍ୟାୟ ଅତ୍ୟାଚାର କରିବାରୁ ଏହି ରୋଗ ବ୍ୟାପିଗଲା ତ ପୁଣି କିଏ କହୁଛି ଏହା ଚୀନରୁ ଆସିଛି ପୁଣି କିଏ କହୁଛି ଯେ ଲୋକମାନେ ଅଖାଦ୍ୟ ଭୋଜନ କରିବା ଦ୍ବାରା ଏହା ସୃଷ୍ଟି ହୋଇଛି । ତେବେ ଭିନ୍ନ ଭିନ୍ନ ଲୋକଙ୍କ ଭିନ୍ନ ଭିନ୍ନ ମତ ରହିଛି କରୋନାକୁ ନେଇ । ଯେଉଁ ଲୋକମାନ କାମ,କ୍ରୋଧ,ମୋହ,ମଦ ଏବଂ ଲୋଭରେ ବୁଡି ରହିଥିବେ ଭଗବାନ ତାଙ୍କୁ ଆଗ ସଂହାର କରିବେ।

ତେବେ ମାଳିକାରେ କରୋନା ମହାମାରୀ ସମ୍ପର୍କରେ ବହୁ ପୁରାତନ କାଳରୁ ଅଚ୍ୟୁତ ମାଳିକାରେ ଲେଖିଦେଇଛନ୍ତି କିପରି ଭୁ-ତାଣୁ ଦ୍ୱାରା ସମସ୍ତେ ଭୟଭିତ ହୋଇ ଘରେ ଘରେ ଲୁଚିବେ ମୁଖେ ତୁଣ୍ଡି ବାନ୍ଧିବେ l ବନ୍ଧୁଗଣ ମୁଖେ ତୁଣ୍ଡି ବିନ୍ଧି ଅର୍ଥାତ ଆମେ ପିନ୍ଧୁଥିବା ମାସ୍କ ଅଟେ ଏବଂ ଗୃହେ ବନ୍ଦୀ ହୋଇଥିବା ଅର୍ଥ ତାଲାବନ୍ଦ ଅଟେ l

ତେବେ ଏହି ବିଷୟରେ ମାଳିକା ବହୁ ପୂର୍ବରୁ ସୂଚନା ଦେଇସାରିଛି ତେଣୁକରି ମାଳିକା କଥା ଆଜି ପର୍ଯ୍ୟନ୍ତ ମିଛ ବୋଲି ପ୍ରମାଣିତ ହୋଇନି l ମାଳିକାରେ ମହାମାରୀ ସଂମ୍ପର୍କ ରେ ଲେଖାଯାଇଛି ଏହା ଏକ ବର୍ଷ 10 ମାସ ରହି ଟାର କାୟା ମେଲାଇ ଶାନ୍ତ ହୋଇଯିବ ଅର୍ଥାତ କ୍ଷୀଣ ହୋଇଯିବ l

ତେବେ ଆପଣମାନେ ଏହି ମହମାରୀରୁ ବଞ୍ଚିବା ପାଇଂ ସରକାରଙ୍କର ସମସ୍ତ ନୀତିନିୟମ ପାଳନ କରିବା ସହିତ ନହାପୁରୁଷ ଅଚ୍ୟୁତାନନ୍ଦ କହିଥିବା ଉପାୟ ମଧ୍ୟ କରନ୍ତୁ । ସେହି ଚମତ୍କାରୀ ଉପାୟଟି ହେଉଛି -ଲିଙ୍ଗମୁଦ୍ରା ।ଲିଙ୍ଗମୁଦ୍ରା ଆପଣ କେମିତି କରିବେ ନାଁ ଦୁଇ ହାତକୁ ଯୋଡିଦେବେ ଏବଂ ଡାହାଣ ହାତର ବୃଦ୍ଧା ଆଙ୍ଗୁଳିକୁ ଉପରକୁ ଟେକି ଧରି ବସିବେ ଏବଂ ଏହି ମନ୍ତ୍ରଟି ଉଚ୍ଚାରଣ କରିବେ ।

ଓଁ ଯମ ଯମ ଘଣ୍ଟାଭ୍ୟମ, ଓଁ ଯମ ଯମ ଘଣ୍ଟାଭ୍ୟମ, ଓଁ ଯମ ଯମ ଘଣ୍ଟାଭ୍ୟମ୍ ।

 

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।