ଓଃ କି ଡ୍ୟାନ୍ସ ! ବଲିଉଡ ଗୀତରେ ଧମାକାଦାର ଡ୍ୟାନ୍ସ କରି ଭାଇରଲ ହଉଛନ୍ତି ତାଞ୍ଜାନିଆର କ୍ୱିଲ୍ଲୀ ପଲ…..6 ଲକ୍ଷ ରୁ ଅଧିକ ଲୋକ ଦେଖିସାରିଲେଣି…

ବର୍ତ୍ତମାନ ସମୟରେ ସ୍ମାର୍ଟ ଫୋନ ର ବ୍ୟବହାର ଏତେ ମାତ୍ରାରେ ବଢ଼ିବାରେ ଲାଗିଛି ଯେ କୌଣସି କାମ କରିବା ପାଇଁ ହେଲେ ପ୍ରଥମେ ସ୍ମାର୍ଟ ଫୋନ କୁ ବ୍ୟବହାର କରୁଛନ୍ତି। ସେମାନେ ସମସ୍ତେ ସ୍ମାର୍ଟ ଫୋନରେ ଏତେ ମାତ୍ରାରେ ବ୍ୟସ୍ତ ରହୁଛନ୍ତି ଯେ, ସେମାନେ ସବୁକିଛି କିଛି ସମୟ ପାଇଁ ଭୁଲି ଯାଉଛନ୍ତି। ସୋସିଆଲ ମିଡ଼ିଆରେ ଅତିବାହିତ କରିବା ପାଇଁ ସେମାନଙ୍କ ପାଖରେ ଅନେକ ମାଧ୍ୟମ ରହିଛି। ପ୍ରତ୍ୟେକ ମୁହୂର୍ତ୍ତ ରେ କିଛି ନା କିଛି ଭିଡିଓ ଭାଇରାଲ ହେଉଛି ଏବଂ ସେହି ଭିଡିଓ କୁ ଦେଖିବା ପାଇଁ ସମସ୍ତେ ପସନ୍ଦ କରୁଛନ୍ତି।

ଆପଣ ମାନେ ସମସ୍ତେ ସୋସିଆଲ ମିଡ଼ିଆରେ ଭିଡିଓ ଭାଇରାଲ ହେବାର ଦେଖୁଥିବେ। ଲୋକମାନେ ମଧ୍ୟ ସୋସିଆଲ ମିଡ଼ିଆରେ ସେୟାର କରିଥାନ୍ତି। ଯାହାକୁ ଲୋକେ ଦେଖି ବହୁତ ଖୁସି ହୁଅନ୍ତି ଏବଂ ପ୍ରତିକ୍ରିୟା ମଧ୍ୟ ଦେଇଥାନ୍ତି।

ତେବେ ଆଜି ଏକ ଭିଡିଓ ବିଷୟରେ ଜଣାଇବୁ ଯାହା ଆପଣଙ୍କୁ ବହୁତ ଆକର୍ଷିତ କରିବ। ଆଜିର ଏହି ଡିଜିଟାଲ ଦୁନିଆରେ ଅଧିକାଂଶ ସମୟରେ କିଛି ନା କିଛି ଏମିତି ଘଟଣା ସାମ୍ନାକୁ ଆସୁଛି। ବର୍ତ୍ତମାନ ଏକ ଘଟଣା ର ଭିଡିଓ ବିଷୟରେ କହିବୁ, ଯାହା ବେଶ୍ ଚର୍ଚ୍ଚା ହେବାରେ ଲାଗିଛି ଏବଂ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେଉଛି।

ସେହି ଭିଡିଓ କୁ ଯିଏ ବି ଦେଖୁଛି ସିଏ ଖୁସି ହୋଇ ଯାଉଛି ଏବଂ ପ୍ରଶଂସା ମଧ୍ୟ କରୁଛନ୍ତି। ସମସ୍ତେ ଜାଣିଥିବେ ନୃତ୍ୟ ଏବଂ ସଙ୍ଗୀତ ଆମ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ଅଟେ। ନୃତ୍ୟ ଏବଂ ସଙ୍ଗୀତ ମନକୁ ଉଲ୍ଲାସ ରଖିବା ସହିତ ମଧ ଭିତରେ ଏକ ଉନ୍ମାଦନା ସୃଷ୍ଟି କରିଥାଏ।


ତେଣୁ ସୋସିଆଲ ମିଡ଼ିଆରେ ରାତା ରାତି ଷ୍ଟାର ହେବା ଏବେ ଆଉ କିଛି ବଡ଼ କଥା ନୁହେଁ। କାରଣ ସମସ୍ତେ ପ୍ରାୟତଃ ସଙ୍ଗୀତ କିମ୍ବା ନାଚ ମାଧ୍ୟମରେ ସୋସିଆଲ ମିଡ଼ିଆରେ ଚର୍ଚ୍ଚା ହେବାରେ ଲାଗିଛି। ତେବେ ଆଫ୍ରିକା ତାଞ୍ଜାନିଆ ର ଏଭଳି ଜଣେ ପ୍ରତିଭା ହେଉଛନ୍ତି କ୍ୱିଲ୍ଲୀ ପୋଲ। ତାଞ୍ଜାନିଆ ର କ୍ୱିଲ୍ଲୀ ପଲ କିଛି ଦିନ ହେବ ସୋସିଆଲ ମିଡ଼ିଆରେ ଚର୍ଚ୍ଚା ରେ ରହିଛନ୍ତି। କେତେବେଳେ ନିଜ ଭଉଣୀଙ୍କ ସହିତ ତ କେତେବେଳେ ନିଜେ ରିଲସ୍ ବନାଇ ଇନଷ୍ଟାଗ୍ରାମ୍ ରେ ଫେମସ୍ ହୋଇ ଯାଇଛନ୍ତି।

କ୍ୱିଲ୍ଲୀ ପୋଲ ଙ୍କ ଖାସ୍ କଥା ହେଉଛି, ସେ ବଲିଉଡ୍ ର ହିନ୍ଦୀ ସଙ୍ଗ୍ ରେ ଅତି ସୁନ୍ଦର ଭାବରେ ଲିପସିଙ୍ଗ କରିଥାନ୍ତି। ସେ ତାଙ୍କର ସବୁ ଭିଡିଓ କୁ ଇନଷ୍ଟାଗ୍ରାମ୍ ରେ ସେୟାର କରିଥାନ୍ତି।ତାଙ୍କ ଭିଡିଓ କୁ ଲୋକମାନେ ବହୁତ ପବନ କରିବା ସହିତ ରାତା ରାତି ତାଙ୍କୁ ଷ୍ଟାର କରି ଦେଇଛନ୍ତି।

କ୍ୱିଲ୍ଲୀ ପୋଲ ଓ ତାଙ୍କ ଭଉଣୀ କୁ ଦେଖିଲେ ଆପଣଙ୍କୁ ଲାଗିବ ଯେମିତି ସେମାନେ ହିନ୍ଦୀ ଗୀତକୁ ବୁଝିବା ସହିତ ଗୀତର ତାଳେ ତାଳେ ହଜି ଯାଉଛନ୍ତି। ବର୍ତ୍ତମାନ କ୍ୱିଲ୍ଲୀ ପୋଲଙ୍କ ଆଉ ଏକ ଭିଡିଓ ସାମ୍ନାକୁ ଆସିଛି। ଯେଉଁ ଭିଡିଓ ରେ ସେ ବିଜଲୀ ଗୀତରେ ବହୁତ ସୁନ୍ଦର ଡ୍ୟାନ୍ସ କରିଛନ୍ତି। ଯାହା ୟୁଜର୍ସ ମାନଙ୍କୁ ବହୁତ ପସନ୍ଦ ଆସିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।