ବଡ ଦିନ ଭେଟି ଦେଲେ ମୋଦୀ ସରକାର ! ଆଜି 21 କୋଟି ଏକାଉଣ୍ଟ କୁ ସରକାର ପଠେଇଲେ ଟଙ୍କା । ଜାଣି ରଖନ୍ତୁ ଆପଣଙ୍କ ଆକାଉଣ୍ଟକୁ ଆସିଛି ନା ନାହିଁ । …ଆସିନଥିଲେ ତୁରନ୍ତ କରନ୍ତୁ ଏହି କାମ

ଲୋକମାନଙ୍କ ର ଆବଶ୍ୟକତା କୁ ଦୃଷ୍ଟି ରେ ରଖି ସରକାର ବିଭିନ୍ନ ପ୍ରକାରର ଯୋଜନା କାର୍ଯ୍ୟକାରୀ କରିଥାନ୍ତି। ଯଦି ଭାରତ ସରକାରଙ୍କ ତୁଳନା ଅନ୍ୟ ଦେଶ ସହିତ କରିବା ତେବେ ଆପଣ ମାନେ ନିଶ୍ଚିତ ଭାବରେ ଜାଣି ପାରିବେ ଯେ, ଆମ ସରକାର ଲୋକଙ୍କ ପାଇଁ ସବୁବେଳେ ନୂଆ ନୂଆ ଯୋଜନା ପ୍ରଣୟନ କରିଥାନ୍ତି। ଏହା ଦ୍ଵାରା ଦେଶର ଲକ୍ଷ ଲକ୍ଷ ଅଭାବୀ ଏବଂ ଗରୀବ ସୀମା ତଳେ ରହିଥିବା ଲୋକମାନେ ଉପକୃତ ହେଉଛନ୍ତି।

ତେବେ ଭାରତ ସରକାର ଆପଣଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ଆଣିଛି, ଯାହାକୁ ଆପଣ କେବେବି ହାତ ଛଡ଼ା କରନ୍ତୁ ନାହିଁ। ତାହା ହେଉଛି, ଭାରତ ସରକାର ଆର୍ଥିକ ବର୍ଷ ୨୦୨୦-୨୧ ପାଇଁ ପିଏଫ୍ ର ସୁଧ ଆକାଉଣ୍ଟ ଧାରୀଙ୍କ ଆକାଉଣ୍ଟ ରେ ଟ୍ରାନ୍ସଫର କରି ସାରିଛନ୍ତି।

କର୍ମଚାରୀ ଭବିଷ୍ୟ ନିଧି ସଙ୍ଗଠନ କହିଛନ୍ତି କି, ମୋଟ ୨୧.୩୮ କୋଟି ଆକାଉଣ୍ଟ ରେ ସୁଧର ଟଙ୍କା ଟ୍ରାନ୍ସଫର ହୋଇସାରିଛି।ଏହାକୁ ନେଇ ସୋମବାର ଦିନ ଇପିଏଫ୍ଓ ନିଜର ଏକ ଟୁଇଟ୍ ଜରିଆରେ କହିଛି କି ଆର୍ଥିକ ବର୍ଷ ୨୦୨୦-୨୧ ପାଇଁ ୨୧.୩୮ କୋଟି ଟଙ୍କା ଖାତାରେ ବାର୍ଷିକ ୮.୫୦ ପ୍ରତିଶତ ହିସାବରେ ବର୍ତ୍ତମାନ ପର୍ଯ୍ୟନ୍ତ ର ସୁଧ ଟ୍ରାନ୍ସଫର ହୋଇ ସାରିଛି।

ଆପଣ ମାନଙ୍କର ପିଏ ଖାତା ମଧ୍ୟ ଆସି ସାରିଛି ।ଯଦି ଏବେ ପର୍ଯ୍ୟନ୍ତ ଆପଣଙ୍କ ପାଖକୁ SMS ଆସି ନାହିଁ ତେବେ ଆପଣ ମାନେ ସହଜରେ ଘରେ ବସି ଚେକ୍ କରି ପାରିବେ। ମେସେଜ୍ ମାଧ୍ୟମରେ ବି ଆପଣ ମାନେ ଚେକ୍ କରି ପାରିବେ। ଏଥି ଆପଣଙ୍କ ମାନଙ୍କ ଇପିଏଫ୍ଓ ନମ୍ବର ଜାରି କରାଯାଇଛି। ଏଥିପାଇଁ ରେଜିଷ୍ଟର ମୋବାଇଲ ନମ୍ବର ରୁ 7738299899 ରେ SMS ପଠାଇ ପାରିବେ।
ଯେତେବେଳେ ଆପଣ ମାନେ ଏହି ନମ୍ବର ରେ SMS କରିବେ ତେବେ ସେହି ସମୟରେ ଇପିଏଫ୍ଓ ନମ୍ବର ଆପଣ ମାନଙ୍କୁ ନିଜର ପିଏଫ୍ ଆକାଉଣ୍ଟ ସମ୍ପୂର୍ଣ୍ଣ ତଥ୍ୟ ଏବଂ ବାଲାନ୍ସ ବିଷୟରେ ସୂଚନା ଦେବ। ଏହା ବ୍ୟତୀତ SMS ପଠେଇବାର ମାଧ୍ୟମ ମଧ୍ୟ ବହୁତ ସହର ଅଟେ। ଏଥିପାଇଁ ଆପଣ ମାନଙ୍କୁ EPFOHO UAN ଲେଖି 7738299899 ନମ୍ବର ରେ ପଠେଇ ଦେବାକୁ ପଡ଼ିବ ।

ଏହା ପରେ ସମ୍ପୂର୍ଣ୍ଣ ସୂଚନା ମିଳିବ। ଏହି ତଥ୍ଯ ୧୦ ଟି ଭାଷା ରେ ଉପଲବ୍ଧ। ଯଥା, ହିନ୍ଦୀ, ମରାଠୀ, ଗୁଜୁରାଟୀ, ପଞ୍ଜାବୀ, କନ୍ନଡ଼, ମାଲୟାଲମ ,ବାଂଲା, ତେଲୁଗୁ ଓ ତାମିଲ ରେ ରହିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।