ଦେଖନ୍ତୁ Shocking ଭିଡ଼ିଓ College ଭିତରେ ଶିକ୍ଷୟତ୍ରୀ ଙ୍କର ରସିକିଆ ଗୀତରେ ଜବରଦସ୍ତ hot ଡ୍ୟାନ୍ସ ଭାଇରାଲ…ସୋସିଆଲ ମିଡ଼ିଆରେ ନିଆଁ ଭଳି viral ହେଉଛି.

ବର୍ତ୍ତମାନ ସମୟରେ ସ୍ମାର୍ଟ ଫୋନ ର ବ୍ୟବହାର ଏତେ ମାତ୍ରାରେ ବଢ଼ିବାରେ ଲାଗିଛି ଯେ କୌଣସି କାମ କରିବା ପାଇଁ ହେଲେ ପ୍ରଥମେ ସ୍ମାର୍ଟ ଫୋନ କୁ ବ୍ୟବହାର କରୁଛନ୍ତି। ସେମାନେ ସମସ୍ତେ ସ୍ମାର୍ଟ ଫୋନରେ ଏତେ ମାତ୍ରାରେ ବ୍ୟସ୍ତ ରହୁଛନ୍ତି ଯେ, ସେମାନେ ସବୁକିଛି କିଛି ସମୟ ପାଇଁ ଭୁଲି ଯାଉଛନ୍ତି। ସୋସିଆଲ ମିଡ଼ିଆରେ ଅତିବାହିତ କରିବା ପାଇଁ ସେମାନଙ୍କ ପାଖରେ ଅନେକ ମାଧ୍ୟମ ରହିଛି। ପ୍ରତ୍ୟେକ ମୁହୂର୍ତ୍ତ ରେ କିଛି ନା କିଛି ଭିଡିଓ ଭାଇରାଲ ହେଉଛି ଏବଂ ସେହି ଭିଡିଓ କୁ ଦେଖିବା ପାଇଁ ସମସ୍ତେ ପସନ୍ଦ କରୁଛନ୍ତି।

ଆପଣ ମାନେ ସମସ୍ତେ ସୋସିଆଲ ମିଡ଼ିଆରେ ଭିଡିଓ ଭାଇରାଲ ହେବାର ଦେଖୁଥିବେ। ଲୋକମାନେ ମଧ୍ୟ ସୋସିଆଲ ମିଡ଼ିଆରେ ସେୟାର କରିଥାନ୍ତି। ଯାହାକୁ ଲୋକେ ଦେଖି ବହୁତ ଖୁସି ହୁଅନ୍ତି ଏବଂ ପ୍ରତିକ୍ରିୟା ମଧ୍ୟ ଦେଇଥାନ୍ତି।
ତେବେ ଆଜି ଏକ ଭିଡିଓ ବିଷୟରେ ଜଣାଇବୁ ଯାହା ଆପଣଙ୍କୁ ବହୁତ ଆକର୍ଷିତ କରିବ। ଆଜିର ଏହି ଡିଜିଟାଲ ଦୁନିଆରେ ଅଧିକାଂଶ ସମୟରେ କିଛି ନା କିଛି ଏମିତି ଘଟଣା ସାମ୍ନାକୁ ଆସୁଛି। ବର୍ତ୍ତମାନ ଏକ ଘଟଣା ର ଭିଡିଓ ବିଷୟରେ କହିବୁ, ଯାହା ବେଶ୍ ଚର୍ଚ୍ଚା ହେବାରେ ଲାଗିଛି ଏବଂ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେଉଛି।

ସେହି ଭିଡିଓ କୁ ଯିଏ ବି ଦେଖୁଛି ସିଏ ଖୁସି ହୋଇ ଯାଉଛି ଏବଂ ପ୍ରଶଂସା ମଧ୍ୟ କରୁଛନ୍ତି। ସମସ୍ତେ ଜାଣିଥିବେ ନୃତ୍ୟ ଏବଂ ସଙ୍ଗୀତ ଆମ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ଅଟେ। ନୃତ୍ୟ ଏବଂ ସଙ୍ଗୀତ ମନକୁ ଉଲ୍ଲାସ ରଖିବା ସହିତ ମଧ ଭିତରେ ଏକ ଉନ୍ମାଦନା ସୃଷ୍ଟି କରିଥାଏ।

ପ୍ରାୟତଃ ସମସ୍ତଙ୍କ ମଧ୍ୟରେ ଡ୍ୟାନ୍ସ କରିବାକୁ ଏବଂ ଦେଖିବାକୁ ସଉକ ରଖିଥାନ୍ତି। ଯେତେବେଳେ ଆମେ କେହି ନାଚିବାର ଦେଖିବାକୁ ପାଉ ସେତେବେଳେ ଆମକୁ ଟିକିଏ ହେଲେ ମଧ୍ୟ ଦେଖିବା ପାଇଁ ଇଛା ହୁଏ। ଏହା ଆମକୁ ଏକ ଭିନ୍ନ ପ୍ରକାରର ଖୁସି ଦେଇଥାଏ। ହୁଏତ ଅନେକ ଲୋକଙ୍କୁ ନୃତ୍ୟ ପସନ୍ଦ ନଥିବ କିନ୍ତୁ ଅଧିକାଂଶ ଲୋକ ପସନ୍ଦ କରିଥାନ୍ତି। ସେହିପରି ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଜଣେ ଶିକ୍ଷୟିତ୍ରୀ ଙ୍କ ଡ୍ୟାନ୍ସ ଦେଖିବା ପାଇଁ ମିଳିଛି।

ତେବେ ଶିକ୍ଷୟିତ୍ରୀ ଜଣକ ଏପରି ଡ୍ୟାନ୍ସ କଲେଜ ରେ କରିଥିଲେ। କଲେଜ ରେ ଏକ ଭୋଜି ର ଆୟୋଜିତ ହୋଇଥିଲା। ସେହି ଆୟୋଜିତ ଭୋଜି ରେ ଶିକ୍ଷୟିତ୍ରୀ ଙ୍କୁ ସମସ୍ତେ ଅନୁରୋଧ କରିବା ପରେ ସେ ଏହି ଡ୍ୟାନ୍ସ କରିଛନ୍ତି। ତେବେ ଏହି ସୁନ୍ଦରୀ ମ୍ୟାଡାମ୍ ଜଣକ ନୀଳ ରଙ୍ଗର ଶାଢ଼ି ପିନ୍ଧି ଯେଉଁଭଳି ଭାବରେ ଟିପି ଟିପି ବର୍ଷା ପାନି ଗୀତ ରେ ଡ୍ୟାନ୍ସ କରିଛନ୍ତି।

ସେଥିରେ ସେ ବହୁତ ସୁନ୍ଦର ଲାଗୁଥିଲେ। ଏହାକୁ ଦେଖି ସେଠାରେ ଉପସ୍ଥିତ ସମସ୍ତ ଛାତ୍ରଛାତ୍ରୀ ଶିକ୍ଷୟିତ୍ରୀ ଙ୍କ ଏହି ଡ୍ୟାନ୍ସ ଭିଡିଓ କରିବା ସହିତ ପାଟି କରି ଖୁସିରେ ତାଳି ମାରିବାର ଦେଖିବା ପାଇଁ ମିଳିଛି। ଶିକ୍ଷୟତ୍ରୀ ଙ୍କ ଏପରି ଡ୍ୟାନ୍ସ କୁ ସମସ୍ତେ ପସନ୍ଦ କରିଛନ୍ତି।