ପୁଣି ଭ୍ରୁଣହତ୍ୟା ବେଳର ଫୋଟୋ ଭାଇରାଲ କଲେ ତପସ୍ୱିନୀ ; ପାଖରେ ସାଲାଇନ ଧରି ବସିଛନ୍ତି ସୁମିତ…ମୋ ସ୍ବାମୀ ଡାକ୍ତର ବୋଲି ମୋର …….ଛିଃ ଛିଃ

ତେବେ ସୁମିତ ଓ ତପସ୍ୱିନୀ ଙ୍କ ଖବର କାହାକୁ ମଧ୍ୟ ଅଛପା ନାହିଁ କାରଣ ଏହି ଖବର ଏବେ ସାରା ସହର ରେ ଚର୍ଚ୍ଚିତ ହେବାରେ ଲାଗିଛି | ଦିନ ପରେ ଦିନ ଗଡି ମାସ ବିତି ସାରିଲାଣି କିନ୍ତୁ ଏବେ ପର୍ଯ୍ୟନ୍ତ ଏହି କେସ ର କୌଣସି ସମାଧାନ ହୋଇ ପାରି ନାହିଁ ବରଂ ନୂଆ ଏକ ଘଟଣା ପରେ ନୂଆ ଘଟଣା ସାମ୍ନା କୁ ଆସି ଚାଲିଛି | ତେବେ ଆପଣ ମାନେ ତ ଜାଣନ୍ତି ଯେ ସୁମିତ ଆଉ ଅଡିଓ କରି ସୋସିଆଲ ମିଡ଼ିଆ ରେ ଛାଡି ଥିଲେ ଯେଉଁଥିରେ କି ସେ କହି ଥିଲେ ଯେ ତପସ୍ୱିନୀ ମତେ ବର୍ବାଦ କରିବାକୁ ଚାହୁଁଛନ୍ତି ଆଉ ମିଛ ପରେ ମିଛ ସେ କହି ଚାଲିଛନ୍ତି |

ତେବେ ଏହାକୁ ନେଇ ବର୍ତ୍ତମାନ ତପସ୍ୱିନୀ ପୁଣି ଏକ ନୂଆ ପ୍ରମାଣ ଆଖି ସାମ୍ନା କୁ ଆଣିଛନ୍ତି ଯାହାକୁ ଦେଖିଲେ ଆପଣଙ୍କ ହୋସ ମଧ୍ୟ ଉଡି ଯିବ | ତେବେ ତପସ୍ୱିନୀ ଏକ ମୋବାଇଲ ଦେଖାଇ କହିଛନ୍ତି ଯେ ସୁମିତ ଯାହା ବି ସବୁ କାରନାମା କରିଛନ୍ତି ସବୁ ଭିଡ଼ିଓ ଓ ଅଡିଓ ଏହି ଫୋନ ରେ ଅଛି | ସେ କଣ କହୁଛନ୍ତି ଯେ ମୁଁ ଅନ୍ୟ କାହା ସହ ସମ୍ପର୍କ ରଖି କଥା ହୁଏ ବରଂ ସେ ଅନେକ ଝିଅ ମାନଙ୍କ ସହ ସମ୍ପର୍କ ରଖିଛନ୍ତି ଯାହାକି ଏହି ମୋବାଇଲ ରେ ସମସ୍ତ ପ୍ରମାଣ ରହିଛି |

ତେବେ ଏଭଳି କହି ତପସ୍ୱିନୀ ତାଙ୍କ ଭୃଣ ହତ୍ୟା ସମୟ ର କିଛି ଫୋଟ ମଧ୍ୟ ମିଡ଼ିଆ ସାମ୍ନା କୁ ଆଣିଛନ୍ତି ଯେଉଁଥିରେ ସ୍ପଷ୍ଟ ଜଣା ପଡିଛି ଯେ ସୁମିତ ଓ ତାଙ୍କ ପରିବାର ଲୋକ ମିଶି ତପସ୍ୱିନୀ ଙ୍କର ଆବର୍ସନ କରିଛନ୍ତି | ସୁମିତ ଏହା ମଧ୍ୟ କହି ଥିଲେ ଯେ ତପସ୍ୱିନୀ ଯାହା କହୁଛନ୍ତି ମିଛ କହୁଛନ୍ତି ଯଦିଓ ଏସବୁ ମିଛ ତେବେ ଏହି ଅବ୍ରସନ ର ଫୋଟ କଣ ମିଛ କି ତାହାକୁ ନେଇ ଏବେ ତପସ୍ୱିନୀ ବଡ଼ ପ୍ରଶ୍ନ ଉଠାଇଛନ୍ତି |

 ତପସ୍ୱିନୀ ସୁମିତ ଙ୍କ ଅଡିଓ ର ଉତ୍ତର ଦେବାକୁ ଯାଇ କହିଛନ୍ତି ଯେ ଯଦି ମୁଁ ମୂର୍ଖ କିଛି ପାଠ ପଢି ନାହିଁ ତେବେ ମତେ କାହିଁକି ବାହା ହେଉ ଥିଲେ ଏବଂ ମୋ ସହ କଣ ପାଇଁ ଆସି ଶୋଉ ଥିଲେ |

ତେବେ ଏହା ମଧ୍ୟ ଜଣା ପଡିଛି ଯେ ତପସ୍ୱିନୀ ଯେଉଁ ଫୋନ ପ୍ରମାଣ ହିସାବ ରେ ଦେଖାଉଛନ୍ତି ତାହା ସୁମିତ ଙ୍କର ପୁରୁଣା ଫୋନ ଥିଲା ଯାହାକି ସେ ତପସ୍ୱିନୀ ଙ୍କୁ ଦେଇ ଥିଲେ ଆଉ ଏହି କଥା ତପସ୍ୱିନୀ ମଧ୍ୟ କହିଛନ୍ତି | ତେବେ ବଡ଼ ପ୍ରଶ୍ନ ଏହା ଯେ ଏତେ ସବୁ ହେଲା ପରେ ମଧ୍ୟ ସୁମିତ ଘରେ ଲୁଚୁଛନ୍ତି କାହିଁକି ଯାହାକି ତପସ୍ୱିନୀ ବାରମ୍ବାର ପ୍ରଶ୍ନ କରି ଚାଲିଛ

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।