ବିବାହରେ ଷ୍ଟାର ମାନଙ୍କ ତରଫରୁ Katrina ଓ Vicky ଙ୍କୁ ମିଳିଲା ଏହି ସବୁ ଦାମୀ ଗିଫ୍ଟ, ସବୁଠୁ ମହଙ୍ଗା ଗିଫ୍ଟ, ଯାହାର ଦାମ ଶୁଣିଲେ ଆପଣଙ୍କ ହୋସ ଉଡିଯିବ

ସାଧାରଣତଃ ସେଲିବ୍ରେଟି ଙ୍କ ଜୀବନ ଟିକେଟ ଭିନ୍ନ ଧରଣ ର ହୋଇ ଥାଏ, ସେମାନେ ସବୁବେଳେ ଷ୍ଟାଇଲିସ ଜୀବନ ଯାପନ କରି ଥାଆନ୍ତି | ତେବେ ଆପଣ ତ ଜାଣନ୍ତି ବର୍ତ୍ତମାନ କଟ୍ରିନା କେଫ ଓ ଭିକି କୌଶଳା ଙ୍କର ବିବାହ ହୋଇଛି ଯାହାକି ସୋସିଆଲ ମିଡ଼ିଆ ରେ ଖୁବ ଚର୍ଚ୍ଚା ର ବିଷୟ ପାଲଟିଛି | ଏହି ଦୁଇ ଜଣ ଷ୍ଟାର କିଛି ଦିନ ତଳେ ପରିବାର ର ମତ ଅନୁସାରେ ବଡ଼ ଧୂମଧାମ ରେ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି |

ତେବେ କଟ୍ରିନା କେଫ ଙ୍କର ହଟ ଲୁକ ରେ ହେଉ କି ଆକ୍ଟିଙ୍ଗ ରେ ହେଉ ଅବା ଡ୍ୟାନ୍ସ ରେ ମଧ୍ୟ ହେଉ, ତାଙ୍କ ସହ କେହି ମଧ୍ୟ ତୁଳନା ହୋଇ ପାରିବେ ନାହିଁ | କାରଣ ସେ ତାଙ୍କର ଏହି ପ୍ରତିଭା ଦ୍ୱାରା ସମସ୍ତ ଙ୍କର ଭଲ ପାଇବାକୁ ହାସଲ କରି ପାରିଛନ୍ତି ଏବଂ ଭାରତ ସାରା ପରିଚିତ ହୋଇ ପାରିଛନ୍ତି | ତେବେ କଟ୍ରିନା ଙ୍କ ବିବାହ ପରେ ସେ ଯେଉଁ ସୁନ୍ଦର ସୁନ୍ଦର ଏବଂ ଦାମୀ ଦାମୀ ଉପହାର ପାଇଛନ୍ତି ତାହାକୁ ନେଇ ଏବେ ସେ ଖୁବ ଚର୍ଚ୍ଚିତ ଅଛନ୍ତି | ତେବେ ଆମେ ଆଜି ଜାଣିବା କଟ୍ରିନା ଏବଂ ଭିକି ଙ୍କ ବିବାହ ରେ କିଏ କଣ ସବୁ ଉପହାର ଦେଇଛନ୍ତି |

1. ଭିକ୍ରାଟ ଙ୍କ ବିବାହ ରେ ତାଙ୍କ ମା କଟ୍ରିନା ଙ୍କୁ ଏକ ସୁନ୍ଦର ନେକେଲସ ହାର ଦେଇଛନ୍ତି ଯାହାର କି ମୂଲ୍ୟ 60 ଲକ୍ଷ ଟଙ୍କା ରହିଛି | ଶାଶୁଙ୍କର ଏହି ଉପହାର କୁ ପାଇ କଟ୍ରିନା ମଧ୍ୟ ବେସ ପସନ୍ଦ କରିବା ସହ ଖୁସି ଅନୁଭବ କରିଛନ୍ତି |

2. ଭିକ୍ରାଟ ଙ୍କର ବିବାହ ରେ ତାଙ୍କ ସ୍ୱାମୀ ଭିକି କଟ୍ରିନା ଙ୍କୁ ଏକ ଏକ ସୁନ୍ଦର ଡାଇମଣ୍ଡ ମୁଦି ଦେଇଛନ୍ତି, ଯାହାର କି ମୂଲ୍ୟ ପ୍ରାୟ 90 ଲକ୍ଷ ଟଙ୍କା ରହିଛି | ତେବେ ଏହି ରିଙ୍ଗ କୁ ସେ ଲଣ୍ଡନ ର ଏକ ଦୋକାନ ରୁ ଆଣି ଥିବାର ସୂଚନା ମିଳିଛି ଏବଂ ଏହା ସହ ସେ କଟ୍ରିନା ଙ୍କୁ 50 ଲକ୍ଷ ଟଙ୍କା ର ଏକ ଫ୍ଲାଟ ଉପହାର ଦେଇଛନ୍ତି |

3. ତେବେ ରଣବୀର କାପୁର, ଯିଏ କି କଟ୍ରିନା ଙ୍କର ଏକ୍ସ ବୟଫ୍ରେଣ୍ଡ ଥିଲେ | ସେ କଟ୍ରିନା ଙ୍କୁ ବିବାହ ର ହାର୍ଦିକ ଶୁଭେଚ୍ଛା ଜଣାଇବା ସହିତ ଏକ 3 ଲକ୍ଷ ଟଙ୍କା ର ଏକ ପରଫ୍ୟୁମ ଗିଫ୍ଟ କରିଛନ୍ତି |

4. ଭିକି ଓ କଟ୍ରିନା ଙ୍କ ବିବାହ ରେ ଆଲିଆ ଭଟ ଉଭୟ ଭିକି ଓ କଟ୍ରିନା ଙ୍କୁ ଏକ ଲେଦର ଜ୍ୟାକେଟ ଉପହାର ଦେଇଛନ୍ତି ଯାହାର ଦାମ ରହିଛି 7 ଲକ୍ଷ ଟଙ୍କା |

5. ସୁପରଷ୍ଟାର ଶାହରୁଖ ଖାନ ଭିକି ଓ କଟ୍ରିନା ଙ୍କ ବିବାହ ରେ ଏକ ସୁନ୍ଦର ପେଣ୍ଟିଙ୍ଗ ଗିଫ୍ଟ କରିଛନ୍ତି, ଯାହାର ଦାମ 12 ଲକ୍ଷ ଟଙ୍କା ରହିଛି |

6. ସଲମାନ ଖାନ ଯିଏ କି କଟ୍ରିନା ଙ୍କର ବନ୍ଧୁ ସେ କଟ୍ରିନା ଙ୍କ ବିବାହ ରେ ଏକ କଟ୍ରିନା ଙ୍କୁ ଏକ ଟିଷଟର ଗୋଲଡ଼ ପ୍ଲେଟର୍ଡ ଏକ ହାତ ଘଣ୍ଟା ଦେଇଛନ୍ତି, ଯାହାର ଦାମ ରହିଛି 10 ଲକ୍ଷ ଟଙ୍କା |

7. ତେବେ ସୂଚନା ଅନୁଯାଇ ଅକ୍ଷୟ କୁମାର ଭିକି ଓ କଟ୍ରିନା ଙ୍କ ବିବାହ ରେ ସବୁଠାରୁ ଦାମୀ ଉପହାର ଦେଇଛନ୍ତି | ସେ ଏକ ଲମ୍ବୋରଗିନୀ କାର ଦେଇଛନ୍ତି ଯାହାର ମୂଲ୍ୟ 6 କୋରଡ଼ ଅଟେ ଏବଂ ସେ ସମସ୍ତ ଙ୍କ ଠାରୁ ଏକ ଦାମୀ ଗିଫ୍ଟ ଦେଇଛନ୍ତି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।