ଦେଖନ୍ତୁ Viral ଭିଡ଼ିଓ –ଟୁଙ୍ଗିରେ ଲୁଚି ଅନୈତିକ କାମ କରୁଥିଲେ 17 ବାର୍ ଗାର୍ଲ …ରଙ୍ଗିନ ହାତରେ ଧରାପଡିଲେ ଆଉ ତା ପରେ …ଛିଃ ଛିଃ

ଆଜିକାଲି ର ଯୁବପିଢ଼ି ଖାସ କରି ଯୁବତୀ ମାନେ ଏତେ ଅସାମଜିକ ଓ ଖରାପ ହୋଇ ଗଲେଣି ଯେ ଆପଣ ତାହା ଭାବି ପାରିବେ ନାହିଁ । ସାମାନ୍ୟ ଟଙ୍କା ପାଇଁ ଏମାନେ ଅଶୀଳତା ର ଚରମ ସୀମାରେ ପହଁଚି ଗଲେଣି , ଯାହାକି ଅତ୍ୟନ୍ତ ନିନ୍ଦନୀୟ ତଥା ଘୃଣ୍ୟ କାର୍ଯ୍ୟ ଅଟେ । ଟଙ୍କା ପାଇଁ ନିଜ ଇଜ୍ଜତ କୁ ବିଚ ବଜାର ରେ ପକେଇବାକୁ ଏମାନଙ୍କୁ ଟିକେ ବି ସଂକଚ ଲାଗୁ ନାହିଁ ନିଜର ରୂପ, ଯୌବନ ର ଉଲଗ୍ନ ଦେହ ଦେଖାଇ ଲୋକ ଙ୍କ ଠୁ ଲୁଟି ନେଇଛନ୍ତି ଲକ୍ଷ ଲକ୍ଷ ଟଙ୍କା।

ତେବେ ଏହି ଭଳି ଅତ୍ୟନ୍ତ ନିନ୍ଦନୀୟ ଘଟଣା ଏବେ ସୋସିଆଲ ମିଡ଼ିଆ ରେ ପ୍ରତିଦିନ ଦେଖିବାକୁ ମିଳୁଛି ।ତେବେ ଆମେ ମଧ୍ୟ ଏହିଭଳି ଏକ ଘଟଣା ବିଷୟରେ ଆପଣଙ୍କୁ ଜଣେଇବାକୁ ଯାଉଛୁ ଯାହାକି ମାୟାନଗରୀ ମୁମ୍ବାଇରେ ଘଟିଛି । ତେବେ ଚାଲନ୍ତୁ ଜାଣିନେବା ସଂମ୍ପୂର୍ଣ୍ଣ ଘଟଣା ବିଷୟ ରେ ।

ପଦା କୁ ଆସିଲା ମୁମ୍ବାଇ ଡ୍ୟାନ୍ସ ବାର୍ ର ସତ । ଇନ୍ଧେରୀ ରେ ଏକ ଡ୍ୟାନ୍ସ ବାର୍ ର ସିକ୍ରେଟ ଚ୍ୟାମ୍ବର ରୁ ଉଦ୍ଧାର ହୋଇଛନ୍ତି 17 ଜଣ ମହିଳା । ବାର୍ ଉପରେ ରେଡ୍ ନେଇ ଆଡଭାନ୍ସ ଇଲେକଟ୍ରୋନିକ୍ ସିଷ୍ଟମ୍ ଜରିଆରେ ବାର୍ କତ୍ତୃପକ୍ଷ ସୂଚନା ପାଇବା ପରେ ଉକ୍ତ ମହିଳା ମାନଙ୍କୁ ସିକ୍ରେଟ ଚ୍ୟାମ୍ବର ରେ ଲୁଚାଇ ରଖି ଦିଆ ଯାଇ ଥିଲା । ଉକ୍ତ ବାର୍ ର ନାଁ ରହି ଥିଲା ଦୀପା ବାର୍ । ସେଠାରେ ମହିଳା ମାନେ ଥିବା ସବଚନା ପାଇବା ପରେ ପୋଲିସ୍ ପକ୍ଷ ରୁ ରେଡ୍ କରା ଯାଇ ଥିଲା ।


କିନ୍ତୁ ପ୍ରଥମେ ପୋଲିସ୍ କାହାରିକୁ ପାଇ ନ ଥିଲା । ହେଲେ ଏହାପରେ ସବିଶେଷ ଜାଞ୍ଚ ହେବା ପରେ ସବୁ କିଛି ସାମ୍ନା କୁ ଆସି ଥିଲା । ଆଉ ଜଣା ପଡି ଥିଲା କି ମେକଅପ୍ ରୁମ୍ ରେ ଥିବା ଏକ ବଡ ଦର୍ପଣ ପଛରେ ଗୋଟିଏ ଗୁପ୍ତ ରାସ୍ତା ଥିଲା ଯେଉଁ ଥିରେ ମହିଳା ମାନେ ପ୍ରବେଶ୍ କରି ଏକ ରୁମ୍ ରେ ରହୁ ଥିଲେ । ତେବେ ପ୍ରଥମେ ପୋଲିସ୍ ଉକ୍ତ ଦର୍ପଣ କୁ ହଟାଇ ପାରି ନ ଥିଲେ ।

ମାତ୍ର ପରେ ଏହାକୁ ଭାଙ୍ଗିବା ପରେ ସମସ୍ତ ଗୁପ୍ତ ରହସ୍ୟ ପଦା କୁ ଆସି ଥିଲା ।ତେବେ ସେହି ସିକ୍ରେଟ ରୁମ୍ ରେ ଭିଆଇପି ବ୍ୟବସ୍ଥା ରହି ଥିଲା ତଥା ସେହି ରୁମ୍ ରେ ଏସି ,ଖଟ ସହିତ ଅନ୍ୟାନ୍ୟ ସମସ୍ତ ପ୍ରକାର ବ୍ୟବସ୍ଥା ରହି ଥିଲା । ଆଉ ଏହି ଘଟଣା ରେ ବାର୍ ମ୍ୟାନେଜର୍, କ୍ୟାସିଅର ଏବଂ ଅନ୍ୟାନ୍ୟ କର୍ମ କର୍ତ୍ତା ଙ୍କୁ ଜେରା କରା ଯାଇଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।