ପୁଣି live ଭିଡିଓ ଜାରି କରି ନିଜର ଦୁଃଖ ପ୍ରକାଶ କଲେ ଡିମ୍ପଲ…କହିଲେ ଯଦି ମୋ ସ୍ହାମୀ ନ ମିଳନ୍ତି ତେବେ ମୁଁ ନିଜକୁ ……..

ପୁଣି ଥରେ ସମ୍ନାକୁ ଆସିଛି ତପସ୍ୱୀଙ୍କର ଭିଡିଓ ଯେଉଁଥିରେ ସେ କହିଛନ୍ତି କି ଏବେ ପର୍ଯ୍ୟନ୍ତ ସୁମିତଙ୍କର କିଛି ଖବର ସେ ପାଇନାହାନ୍ତି ଏପରକି ସେ ଯେଉଁଠାରେ ରହିଛନ୍ତ ସେହିଠାରୁ ତାଙ୍କୁ ବାହାର କରିବା ଷଡଯନ୍ତ୍ର ମଧ୍ୟ ଚାଲିଛି । ସେ କହିଛନ୍ତି କି ତାଙ୍କ ସ୍ୱାମୀ ତାଙ୍କୁ ଛାଡିକରି ଯାଇଛନ୍ତି ତେବେ ଏବେକା ସମୟରେ ତାଙ୍କ ପାଖରେ ରହିବା ପାଇଁ ରାହା ନାହିଁ ତେଣୁ ସେ ସେହିଠାରେ ରହିଛନ୍ତି ।

ତେବେ ଯଦି ତାଙ୍କୁ ସେଠାରୁ ବାହାର କରିବାକୁ ଯୋଜନା କରାଯାଉଛି ତବେ ଆଗେ ତାଙ୍କ ସ୍ୱମୀ କେଉଁଠାରେ ଅଛନ୍ତି ଖୋଜି ଆଣି ତାଙ୍କୁ ଦିଅନ୍ତୁ ଏବଂ ତାଙ୍କ ସହିତ ପଠେଇ ଦିଅନ୍ତୁ ନଚେତ୍ ତାଙ୍କୁ ତାଙ୍କ ଶାଶୂ ଘର ନେଇକରି ତାଙ୍କୁ ଛାଡ଼ନ୍ତୁ । ପ୍ରଥମେ ତାଙ୍କର କିଛି ବ୍ୟବସ୍ଥା କରନ୍ତୁ ନଚେତ୍ ସେ କୁଆଡେ ଯିବେ ବୋଲ ସମସ୍ତଙ୍କୁ କହିଛନ୍ତି ।

ତପସ୍ୱିନୀ ସେଠାକାର ପୋଲସ ମାନଙ୍କ ବିଷୟରେ ମଧ୍ୟ ବହୁତ କଥା କହିଛନ୍ତି ତାଙ୍କ କହିବା ଅନୁସାରେ ପୋଲସ ମାନେ ମିଶିକରି ରହିଛନ୍ତି ଏ ସମସ୍ତ କାମ ପଛରେ , କାରଣ ଯେଉଁ ଦିନ ତାଙ୍କ ସ୍ୱାମୀ ପଳେଇ ଗଲେ ସେହି ଦିନ ସେମନେ ସେହିଠାରେ ଥିଲେ ତେବେ ତପସ୍ୱିନୀ ଯେତେବେଳେ ସେମାନଙ୍କୁ କହିଥିଲେ କି ସେ ପଲେଇ ଗଲେ ତାଙ୍କୁ ଧନ ବୋଲି ସେହି ସମୟରେ ସେମାନେ କହିଥିଲେ କି ଆମେ କଣ ମୁଦଲିୟର ତମ ସ୍ୱାମୀକୁ ଜଗିକରି ବସିବୁ ।

ତପସ୍ୱୀନି କହିଛନ୍ତି କି ଏବୋ ସମୟରେ ସେ ଯୁଆଡେ ବି ଯାଉଛନ୍ତି ପୋଲିସ ସେମାନଙ୍କ ସହ ଯାଉଛୁ ତେବେ ପ୍ରଟେକସନ ଦେବା ବହୁତ ଭଳ ମାତ୍ର ସବୁବେଳେ ଏମିତ ତାଙ୍କ ପଛେ ପଛେ ରହିବ କେତେଦୂରଠିକ ବୋଲି ସେ ପଚାରିଛନ୍ତି କାରଣ ସେ ବାଥରୁମ ଯିବା ପାଖରୁ ଶେଇବା ପର୍ଯ୍ୟନ୍ତ ଏବଂ ପ୍ରତ୍ୟେକ ସମୟରେ ସେମାନେ ତପସ୍ୱନୀଙ୍କ ପଛରେ ଯାଉଛନ୍ତି । ତେବେ ସେ ପ୍ରସ୍ନ କରିଛନ୍ତି କି ଯଦି ମୋତେ ଏତେ ପ୍ରଟେକସନ ଦେଉଛନ୍ତି ତେବେ ତାଙ୍କ ସେହ ପ୍ରଟେକସନରୁ ତାଙ୍କ ସ୍ୱାମୀ କେମିତି ପଳଇଗଲେ । ଏହ ସହିତ ଏବେ ତିନି ଦିନ ହୋଇଗଲାଣି ପୋଲିସ କାହିଁକି ତାଙ୍କ ସ୍ୱାମୀଙ୍କର ସନ୍ଧାନ କରୁନାହି ।

ତପସ୍ୱିନୀ କହୁଛନ୍ତି କି ତାଙ୍କ ପ୍ରତି ବହୁତ ଅନ୍ୟାୟ ହେଉଛି ସେ ଜାଣିପାରୁ ନାହାନ୍ତି କି ତଙ୍କ ସ୍ୱାମୀ ଏବଂ ପୋଲିସ ତାଙ୍କ ସହିତ ଏମିତି କାହିଁକି କରୁଛନ୍ତି । ଏହା ସହିତ ସେ କହିଛନ୍ତି କି ଯିଏ ଭୁଲ କରୁଛି ତାହା ପାଇଁ କିଛି ଶାସ୍ତି ନାହିଁ କିନ୍ତୁ ସେ ଭୁଲ କରନାହାନ୍ତି ନ୍ୟାୟ ରେ ଅଛନ୍ତି ତେବେ ତାଙ୍କୁ ସହିତ ଏପରି କାହିଁକି କରାଯାଉଛି । ଏହା ସହ କହିଛନ୍ତି କି ଯଦି ତାଙ୍କର ଶଶୂରଙ୍କର ଏପରି ଜଣେ ଝିଅ ଥାଆନ୍ତା ଏବଂ ତା ସହ ଏପରି ହୁଅନ୍ତା ତେବେ କଣ ତାଙ୍କୁ ଛାଡିଦେଇଥାନ୍ତେ ନା ସହିକରି ରହିଯାଇଥାନ୍ତେ ।

ତେବେ ତାଙ୍କ ପ୍ରତି ହେଉଥବା ଏହି ଅନ୍ୟାୟ କାହିଁକି କେହି ଉତ୍ତର ଦେଉନହାନ୍ତି ତାଙ୍କୁକାହିଁକି ସମସ୍ତେ ସାହାର୍ଯ୍ୟ ନକରି ତାଙ୍କ ପ୍ରତି ନିର୍ଯ୍ୟାତନା ଦେଉଛନ୍ତି । ସେ କହଛନ୍ତି କି ଯଦି ତାଙ୍କ ସ୍ୱାମୀ ଘର ଖୋଜିବାକୁ ଯାଇଛନ୍ତି ତେବେ ପୋଲି କାହିଁକି ତାଙ୍କୁ ପଚାରୁନି କି ଘର ଖୋଜା ହେଲା ନା ନାହଁ ବୋଲି । ଏହାକୁ ଏକ ଷଡ଼ଯନ୍ତ୍ର ବୋଲି ସେ କହିଛନ୍ତି ଏବଂ କଣ ପାଇଁ ଏମିତି କରାଯାଉଛି ସେ ବିଷୟରେ ସେ ଜାଣିନହାନ୍ତି ବୋଲି ମଧ୍ୟ କହିଛନ୍ତି ।