ଦେଖନ୍ତୁ ଭିଡିଓ – ପ୍ରେମୀଯୁଗଳ OYO ରୁମ୍ କୁ ଯାଇ କରୁଥିଲେ କିଛି ଏଭଳି କାମ ଧରିପକେଇଲେ Police ଯାହା ଏବେ ଲୁଚିକରି ରଖିଥିବା cctv ରେ ରେକର୍ଡ ହୋଇ ସୋସିଆଲ ମିଡିଆରେ ଘୁରିବୁଲୁଛି

ଆପଣଙ୍କୁ ଏକ ବଡ଼ ସୂଚନା ପ୍ରଦାନ କରିବୁ କାରଣ ଏହାକୁ ଜାଣି ରଖିବା ନିହାତି ଆବଶ୍ୟକ। ବିଶେଷ କରି ବର୍ତ୍ତମାନର ଯୁବ ପିଢ଼ି ପାଇଁ ଏହା ସବୁଠାରୁ ଗୁରୁତ୍ବପୂର୍ଣ୍ଣ ସୂଚନା। କାରଣ ସେମାନେ ଅନେକ ସମୟରେ ଏମିତି କିଛି ଘଟଣା ର ସାମ୍ନା କରିଥାନ୍ତି ଯାହାକି ବିନା କୌଣସି ଭୁଲ୍ ରେ ମଧ୍ୟ ପୋଲିସ୍ ସେମାନଙ୍କର ଭୁଲ ବାହାର କରି ସେମାନଙ୍କୁ ଥାନା କୁ ନେଇ ଯାଇଥାନ୍ତି। ଯାହା ଫଳରେ ସେମାନେ ବହୁତ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି।

ତେବେ ଆମେ ସେହିଭଳି ଏକ ଘଟଣା ବିଷୟରେ କହିବୁ ଯାହା ଆପଣ ବି ଜାଣିପାରିବେ। ଦୁଇ ପ୍ରେମୀ ଯୁଗଳ ଏକ ହୋଟେଲ ରୁମ ରେ ଥିବା ବେଳେ ହଠାତ୍ କରି ପୋଲିସ୍ ଆସି ସେମାନଙ୍କୁ ତାଙ୍କ ଘର ନଂ ଏବଂ ଥାନା ଯିବା ପାଇଁ ଧମକାଇଥିଲେ।

ତେବେ ପୋଲିସ୍ ର ଏପରି କଥା ଶୁଣି ସେମାନେ ବହୁତ ଡରିଯାଇଥିଲେ ଏବଂ ସେମାନେ କହିଥିଲେ କି ଆମେ ଏଠାରେ ଏମିତି କିଛି କରିନାହୁଁ ।ଆମେ ଦୁଇ ଜଣ ସାଙ୍ଗ ଅଟୁ ଏବଂ ଏହିଠାରେ ବସିକରି କଥା ହେଉଥିଲୁ ତ ଏଥିପାଇଁ ପୋଲିସ୍ ଷ୍ଟେସନ କୁ କଣ ପାଇଁ ଯିବା ବୋଲି ସେମାନେ କହିଥିଲେ।

ପୋଲିସ୍ ର ଏପରି କଥା ଶୁଣି ଅନ୍ୟ ଏକ ରୁମରେ ଥିବା ଯୁବକ ଜଣକ ଆସିଥିଲେ। ଯୁବକ ଜଣକ ପୋଲିସ୍ କୁ ବୁଝାଇଥିଲା କି ଆପଣ ସେମାନଙ୍କୁ ଏପରି କାହିଁକି କହୁଛନ୍ତି, ସେମାନେ କିଛି ଅନୈତିକ କାର୍ଯ୍ୟ କରିନାହାନ୍ତି ସେମାନେ ଏଠାରେ ବସିଛନ୍ତି।


ଆପଣଙ୍କର ନିୟମ ନାହିଁ କି ଏପରି କାହାକୁ ଆସି ଥାନାକୁ ନେଇଯିବେ। ଯଦି ଆପଣ ସେମାନଙ୍କୁ କିଛି ଅନୈତିକ କାର୍ଯ୍ୟ କରିବାର ଦେଖିଥାନ୍ତେ ବି ଆଖପାଖରେ କିଛି ଖରାପ ଜିନିଷ ପଡ଼ିଥିବାର ଦେଖିଥାନ୍ତେ ତେବେ ସେମାନଙ୍କୁ ଥାନାକୁ ନେଇ ଯାଇଥାନ୍ତେ।

ନଚେତ୍ ଏପରି କହିବାର ଆପଣଙ୍କର ଅଧିକାର ନାହିଁ ।ଆପଣମାନେ ପୋଲିସ୍ ହାଇ କୋର୍ଟ ର ନିୟମ କାନୁନ ଜାଣି ନାହାନ୍ତି କି ବୋଲି ଯୁବକ ଜଣକ ପୋଲିସ୍ କୁ ବୁଝାଇଥିଲା। ଏଥିସହିତ ସେମାନଙ୍କର ବୟସ ୧୮ ବର୍ଷ ରୁ ଊର୍ଦ୍ଧ୍ଵ ଅଟେ। ସେମାନେ ନିଜ ଇଚ୍ଛାରେ କୌଣସି ସ୍ଥାନକୁ ଏକା ଯାଇପାରିବେ ଏବଂ ରହିପାରିବେ।

ଉପରୋକ୍ତ ସମସ୍ତ ସୂଚନା ଅନୁସାରେ ଏହି ଭିଡିଓ ରେ ବ୍ୟକ୍ତି ମାନେ ଲୋକମାନଙ୍କୁ ବୁଝାଇବାକୁ ଚାହୁଁ ଥିଲେ କି ଯଦି କେହି ପିଲା ୧୮ ବର୍ଷ ରୁ ଊର୍ଦ୍ଧ୍ଵ ଅଟନ୍ତି ଏବଂ ସେମାନେ କୌଣସି ସ୍ଥାନକୁ ଯାଇଛନ୍ତି ଏବଂ ଏହିପରି ପୋଲିସ୍ ହାତରେ ଧରା ପଡ଼ିଛନ୍ତି ତେବେ ଡରିବାର କିଛି ନାହିଁ। କାରଣ ଆମ କୋର୍ଟ ର ନିୟମ ଅଛି କି ୧୮ ବର୍ଷ ରୁ ଊର୍ଦ୍ଧ୍ଵ ବ୍ୟକ୍ତି ମାନଙ୍କ ର ନିଜସ୍ୱ ଅଧିକାର ରହିଛି। ସେମାନଙ୍କୁ କେବଳ ତାହା ଜାଣିବା ଦରକାର। କାରଣ ଆଜିର ସମୟରେ ଏମିତି ପୋଲିସ୍ ଅଛନ୍ତି ଯେଉଁମାନେ କି ନିଜର ପୋଷାକ ପାୱାର ଦେଖାଇ ଭୁଲ କରିନଥିବା ବ୍ୟକ୍ତିଙ୍କୁ ମଧ୍ୟ ଥାନାକୁ ନେଇ ଯାଇଥାନ୍ତି। ଯାହାଦ୍ୱାରା ପୁରା ପୋଲିସ୍ ଜାତି ବଦନାମ ହୋଇଥାଏ। ତେଣୁ ଆପଣମାନେ ନିଜର ନିୟମ ବିଷୟରେ ଜାଣିରଖନ୍ତୁ।