ଦେଖନ୍ତୁ ଭିଡ଼ିଓ । ହ୍ୟୁମାନ ସାଗର ଙ୍କୁ ଙ୍କୁ ଟକ୍କର ଦେଲେ ଗାଁ ର ଏହି ମଉସା ଗୀତ ଟି ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି…

ତେବେ ସୋସିଆଲ ମିଡ଼ିଆ ଦ୍ୱାରା ଆମେ ଅନେକ କିଛି ଦେଖିବାକୁ ପାଇ ଥାଉ, ଏଣୁ ଆଜି କାଲି ର ଏହି ସମାଜ ରେ ସୋସିଆଲ ମିଡ଼ିଆ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି | ଛୁଆ ରୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ ଏହା ସହିତ ଜଡ଼ିତ, ତେବେ ଏହାରି ମାଧ୍ୟମ ରେ କିଛି ଲୋକ ଅଛନ୍ତି ଯେଉଁ ମାନେ ଭିନ୍ନ ଭିନ୍ନ ପ୍ରକାର ର ଭିଡ଼ିଓ କରି ଲୋକ ମାନଙ୍କର ମନରଞ୍ଜନ କରାଇ ଥାଆନ୍ତି | କେବଳ ଆଜି କାଲି ର ଯୁବ ପିଢ଼ି ନୁହେଁ ବରଂ ବୃଦ୍ଧ ବ୍ୟକ୍ତି ମାନେ ମଧ୍ୟ କିଛି ଏଭଳି ଭିଡ଼ିଓ କରି ଉପଲୋଡ କରି ଥାଆନ୍ତି ଯାହାକୁ ଦେଖିଲେ ଆପଣ ନ ହସି ରହି ପାରିବେ ନାହିଁ |

ତେବେ ସାମ୍ନା ରେ ସେଭଳି ଏକ ମନରଞ୍ଜନ ଭିଡ଼ିଓ ଦେଖିବା ପାଇଁ ମିଳିଛି ଯାହାକୁ ଶୁଣିଲେ ଆପଣ ହସି ହସି ଗଡ଼ି ଯିବେ | ତେବେ ସେହି ଭିଡ଼ିଓ ଟିରେ ଜଣେ ବୃଦ୍ଧ ବ୍ୟକ୍ତି ଏକ ଗୀତ ଗାଇ ଥିବାର ଦେଖା ଯାଇଛନ୍ତି |

 

କିନ୍ତୁ ସବୁଠୁ ମଜାଦାର କଥା ହେଉଛି ଯେ ବୃଦ୍ଧ ଜଣଙ୍କ ଯେଉଁ ଶବ୍ଦ ଗୁଡିକୁ ଦେଇ ନିଜେ ଗୀତ ଟିକୁ ଗାଇଛନ୍ତି ତାହାକୁ ଶୁଣିଲେ ଆପଣ ଙ୍କୁ ନିହାତି ଭାବରେ ପସନ୍ଦ ଆସିବ ଏବଂ ଆପଣ ହସି ହସି ଗଡ଼ି ଯିବେ |

ତେବେ ବୃଦ୍ଧ ଜଣଙ୍କ ଗାଇଛନ୍ତି ଯେ, 1999 ମସିହା ରେ ଦେଖି ବନିଆ ଚଷା ପଡ଼ା ଗାଁ ଦେଖି ହେଲେ ଛାନିଆ, ମାତିଛି ଲୋ ଓଡ଼ିଶା ରେ ଘୁର୍ଣ୍ଣି ବାତିଆ ମଉକା ମିଳିଛି ଖାଇ ଯିବେ ରାଜନୀତିଆ |

 ଆଜି କାଲି ନେତା ଙ୍କର କଅଁଳ କଥା ଗରିବ ର ଉଡି ଗଲା ବାଉଁଶ ବତା, ଅଟଳବିହାରୀ ଜାହାଜ ରେ ଘାଇଁ କୁ ଘାଇଁ ସରପଞ୍ଚ ବାବୁ ର ଦର୍ଶନ ନାହିଁ | କିରୋସିନ ଅଭାବ ରେ ବିଜୁଳି ବନ୍ଦ ଆମ ଦେଶ ସରକାର ହୋଇଲା ଅନ୍ଧ, ଭୋଟ ବେଳେ କହିବେ ମଉସା କକା ବନିଆ ବେଳକୁ ନାହିଁରେ ଦେଖା |

ହୋଟେଲ ରେ ଖାଉଛନ୍ତି ଛେନା ରାବିଡି ଗରିବ ର ଭାଙ୍ଗି ଗଲା ଭଙ୍ଗା ଛପୁଡି, ନେତା ମାନେ ଲୁଚାଇଲେ ଲୌଟ ବିଡା ରିଲିଫ ବାଣ୍ଟିଲେ ଶଳା ଚାଉଳ ଚୁଡା | ଆହୁରି ଶୁଣ କଥା ଭାଇ ଭଉଣୀ ପଞ୍ଚାୟତ ସେକେରେଟର ଚୋର କାହାଣୀ |

ତେବେ ଏଭଳି ଏକ ଗୀତ ନିଜେ ପ୍ରସ୍ତୁତ କରି ବୃଦ୍ଧ ବ୍ୟକ୍ତି ଜଣଙ୍କ ଗାଉ ଥିବାର ନଜର ରେ ଆସିଛନ୍ତି | କିନ୍ତୁ କହିବାକୁ ଆଜି କାଲି ଦୁନିଆଁ ରେ ଯାହା ବି ଚାଲିଛି ସେ ତାହାକୁ ନେଇ ହିଁ ଏକ ଗୀତ ଗାଇଛନ୍ତି | ତେବେ ଏହି ବୃଦ୍ଧ ଜଣଙ୍କର ଏଭଳି ଗୀତ ଟି ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେବାରେ ଲାଗିଛି ଏବଂ ଲୋକ ମାନେ ମଧ୍ୟ ଏହି ଗୀତ ଟିକୁ ନେଇ ଅନେକ ପ୍ରତିକ୍ରିୟା ଦେଇଛନ୍ତି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।