ନୂଆ ଭେରିଆଣ୍ଟ ଓମିକ୍ରୋନ୍ କୁ ନେଇ ଆସିଲା ନୂଆ ତଥ୍ୟ…ଚୁଇଁଙ୍ଗମ୍ ଖାଇଲେ ହେବ ନାହିଁ ଓମିକ୍ରନ ! ବିଶ୍ବାସ ନହେଲେ ବି ସତ ନିଶ୍ଚିତ ପଢନ୍ତୁ

ବର୍ତ୍ତମାନ ସୁଦ୍ଧା ବିଶ୍ୱ ରେ କୋରନା ର ପ୍ରୋକପ ହ୍ରାସ ପାଇ ନାହିଁ। କିନ୍ତୁ ଏବେ କୋରନା ର ଏକ ନୂଆ ଭେରିଆଣ୍ଟ ହଇଚଇ ସୃଷ୍ଟି କଲାଣି। ସେହି ନୂଆ ଭେରିଆଣ୍ଟ ଓମିକ୍ରୋନ୍ କୁ ନେଇ ବର୍ତ୍ତମାନ ସାରା ବିଶ୍ୱ ରେ ଚିନ୍ତିତ। ସାରା ବିଶ୍ୱ ରେ ଭୟାଭୟ ପରିସ୍ଥିତି ଉପୁଜିବାର ଲାଗିଲାଣି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ରିପୋର୍ଟ ଅନୁସାରେ ବିଶ୍ୱ ର ୪୭ ଟି ଦେଶ ରେ ଓମିକ୍ରୋନ୍ ତାର କାୟା ବିସ୍ତାର କରି ସାରିଲାଣି। ବର୍ତ୍ତମାନ ସୁଦ୍ଧା ଓମିକ୍ରୋନ୍ ଭୁତାଣୁ ଦ୍ଵାରା କାହାର ମୃତ୍ୟୁ ହୋଇ ନାହିଁ କିନ୍ତୁ ଏହି ଓମିକ୍ରୋନ୍ ସାରା ବିଶ୍ୱ ରେ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି।

କୋରନା ର ନୂଆ ଚର୍ଚ୍ଚିତ ତଥା ଚିନ୍ତା ଜନକ ଭେରିଆଣ୍ଟ ଓମିକ୍ରୋନ୍ ସାରା ବିଶ୍ୱ କୁ ବର୍ତ୍ତମାନ କବଜା କରିବାକୁ ଲାଗିଲାଣି। ଦକ୍ଷିଣ ଆଫ୍ରିକା ରୁ ପ୍ରଥମେ ଚିହ୍ନଟ ହୋଇଥିବା ଏହି ପ୍ରଜାତି କୋରନା ଭାଇରସ୍ ର ବୈଜ୍ଞାନିକ ନାମ B11529 ।କିନ୍ତୁ ଏହାର ଡାକ ନାମ ଓମିକ୍ରୋନ୍ କାହିଁକି? କେଉଁଠୁ ଆସିଲା ଆଗରୁ ଶୁଣାଯାଇନଥିବା ଏହି ଅଜବ ଶବ୍ଦ।

ବାସ୍ତବରେ ବୈଜ୍ଞାନିକ ମାନେ କୋରନା ର ବିଭିନ୍ନ ଭେରିଆଣ୍ଟ କୁ ଏହାର ସାଇଣ୍ଟିଫିକ୍ ନାମ ଦ୍ୱାରା ଚିହ୍ନଟ କରିଥାନ୍ତି। ହେଲେ ସାଧାରଣ ଲୋକଙ୍କ ପାଇଁ ଏହା ଜଟିଳ ସଂଖ୍ୟା ଭିତ୍ତିକ ନାମ ମନେ ରଖିବା କଷ୍ଟ ସାଧ୍ୟ। ଏହା ଦ୍ଵାରା ଗଣମାଧ୍ୟମ ରେ ଭୁଲ ରିପୋର୍ଟ ଖୋଜିବାରେ ମଧ୍ୟ ଆଶଙ୍କା ରହିଛି।

ବୈଜ୍ଞାନିକ ଏକ ଉଦ୍ଭିଦ ଉତ୍ପାଦିତ ପ୍ରୋଟିନ ତଥା ଚୁଇଙ୍ଗମ୍ ବିକଶିତ କରୁଛନ୍ତି ଯାହାକି ସାରା କୋଭିଡ ଟୁ ଭୁତାଣୁ ପାଇଁ ଔଷଧ ଭାବରେ କାମ କରିବ। ସେଥିପାଇଁ ଆମେରିକୀୟ ବିଶେଷଜ୍ଞ ଏମିତି ଏକ ଚୁଇଙ୍ଗମ୍ ତିଆରି କରୁଛନ୍ତି ଯାହା କୋରନା କୁ ରୋକିପାରିବ। ଆମେରିକୀୟ ବୈଜ୍ଞାନିକ ଙ୍କ ବିକଶିତ ସ୍ୱତନ୍ତ୍ର ଚୁଇଙ୍ଗମ୍ ନେଇ ସମସ୍ତେ ଆଶା ରେ। ଏହି ବୈଜ୍ଞାନିକ ମାନଙ୍କ ଦାବି ସେମାନେ ଏଭଳି ଏକ ଚୁଇଙ୍ଗମ୍ ପ୍ରସ୍ତୁତ କରିଛନ୍ତି ଯାହାକୁ ଚୋବାଇଲେ ପାଟିର ଛେପ ବା ଲାଳ ଦ୍ୱାରା ଏହି ଭୁତାଣୁ ଜଣଙ୍କ ଠାରୁ ଅନ୍ୟ ଜଣକୁ ବ୍ୟାପିବାର ଆଶଙ୍କା କମ୍ ଥାଏ।

ଏହି ଚୁଇଙ୍ଗମ୍ ରେ ଉଦ୍ଭିଦ ଜାତ ପ୍ରୋଟିନ ପ୍ରଚୁର ପରିମାଣରେ ରହିଥାଏ। ଯାହାକି ପାଟିରେ ଛେପ ଥିବା କୋରନା ଭୁତାଣୁ ଗୁଡ଼ିକୁ ନିଷ୍କ୍ରିୟ କରିଦିଏ। ଫଳରେ କୋରନା ସଂକ୍ରମଣ ର ଆଶଙ୍କା ହ୍ରାସ ପାଇବ। ବୈଜ୍ଞାନିକଙ୍କ କହିବା ଅନୁଯାୟୀ ଯେତେବେଳେ ଜଣେ କୋରନା ସଂକ୍ରମିତ ବ୍ୟକ୍ତି ଏହି ଚୁଇଙ୍ଗମ୍ ଚୋବାଇବ ସେତେବେଳେ ତାଙ୍କ ଠାରେ ଭାଇରାଲ୍ ଲୋଡ଼ କମ୍ ହୋଇଯିବ। ଏହି ସ୍ୱତନ୍ତ୍ର ଚୁଇଙ୍ଗମ୍ ଲାଳରେ ଥିବା ଭାଇରସ୍ କୁ ନଷ୍ଟ କରିବାରେ ପ୍ରଭାବଶାଳୀ ହେବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।