ଧନ ମୁଁ ବେଡ୍‌ରେ, ତତେ କ’ଣ ଭଲ ଲାଗୁଛି.. ଟିକେ ମାଡି ଆସ୍‌ରେ ମୋ ପାଖକୁ…ଭାଇରାଲ ହେବାକୁ ଯାଉଛି ଯୁବତୀଙ୍କର ଏହି କାଣ୍ଡ

ବର୍ତ୍ତମାନ ସମୟରେ ଲୋକମାନେ ବିଭିନ୍ନ ପ୍ରକାରର ଖରାପ କାର୍ଯ୍ୟ କରିବାକୁ ପଛଘୁଞ୍ଚା ଦେଉ ନାହାନ୍ତି। ଆଉ ଯଦି ସେହି ଲୋକମାନଙ୍କୁ ସଠିକ୍ ରାସ୍ତା କୁ ଆଣିବା ପାଇଁ ଚେଷ୍ଟା କରିଥିବେ, ତେବେ ପରେ ସେ ଆପଣଙ୍କୁ ଭୁଲ ବୁଝିଥାଏ। ବର୍ତ୍ତମାନ ସେହିଭଳି ଓଡ଼ିଶା ରେ ମଧ୍ୟ ଦିନ କୁ ଦିନ ଡ୍ରାମା ଦେଖିବା ପାଇଁ ମିଳୁଛି। କେତେବେଳେ ଦିନ ଦ୍ୱି ପହରରେ ଗୋଷ୍ଠୀ ସଂଘର୍ଷ ହେଉଛି ତ କେତେବେଳେ ଯୁବକ ଯୁବତୀ ଙ୍କର ରାସ୍ତା ମଝିରେ ହାଇ ଭୋଲଟେଜ୍ ଡ୍ରାମା ଚାଲିଲାଣି । ପୁଣି କେତେବେଳେ ରାତି ଅଧରେ ଯୁବତୀ ମାନେ ମଦ୍ୟ ପାନ କରି ତାଣ୍ଡବଲୀଳା କରୁଛନ୍ତି।

ତେବେ ପବିତ୍ର ଭୂମି ଓଡ଼ିଶା ର ଲୋକମାନେ କାହିଁକି ଏପରି ହେଉଛନ୍ତି ତାହା ବୁଝି ହେଉନି ।ଏମାନେ ନୀତି ନିୟମ, ସଂସ୍କୃତି ଓ ପରମ୍ପରା ସବୁ ଭୁଲିଯାଇ ଏଭଳି କାଣ୍ଡ କରୁଛନ୍ତି। କିନ୍ତୁ ଆଜି ଏକ ଘଟଣା ବିଷୟରେ କହିବୁ ଯାହାକୁ ଶୁଣିଲେ ଆପଣମାନେ ମୁଣ୍ଡରେ ହାତ ଦେଇ ବସିବେ।

ଘଟଣା ଟି ହେଲା ରାତି ଅଧରେ ଜଣେ ଯୁବତୀ ମଦ୍ୟ ପାନ କରି ଆସି ରାସ୍ତା ଉପରେ ଡ୍ରାମା କରୁଥିଲା। ସେହି ଯୁବତୀ ଜଣଙ୍କୁ ଏମିତି ଅବସ୍ଥାରେ ଦେଖି ତାଙ୍କୁ ଦୁଇ ଜଣ ସେବିକା ସାହାଯ୍ୟ କରିବା ପାଇଁ ଆସିଥିଲେ। କିନ୍ତୁ ସେହି ଦୁଇ ସେବିକା ଙ୍କୁ ବହୁତ କ୍ରୁଷିତ ଭାଷାରେ ଗାଳିଗୁଲଜ କରିଥିଲେ। ଆଉ ମଦ୍ୟ ନିଶାରେ ଏପରି ସବୁ କଥା କହୁଥିଲେ ଯାହା ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ।

ତେବେ ସମ୍ପୂର୍ଣ୍ଣ ଘଟଣା ଟି ହେଲା, ଗତ କାଲି ରାତି ପ୍ରାୟ ୧୨ ଘଟିକା ସମୟରେ ପୁରୀ ର ନିଳାଦ୍ରୀ ବିହାର ରାସ୍ତା ରେ ଜଣେ ଯୁବତୀ ସ୍କୁଟି ରେ ଆସୁଥିବା ବେଳେ ହଠାତ୍ ତଳକୁ ପଡ଼ିଗଲେ । ଏହା ଦେଖି ଦୁଇ ଜଣ ସ୍ୱେଚ୍ଛାସେବୀ ତାଙ୍କୁ ଉଦ୍ଧାର କରି ପାଖରେ ଥିବା ଏକ ହସପିଟାଲରେ ଭର୍ତ୍ତି କରାଇଥିଲେ। କିନ୍ତୁ ହସପିଟାଲରେ ଭର୍ତ୍ତି କରାଯିବା ପରେ ସେହି ଯୁବତୀ ଙ୍କର ତାଣ୍ଡବଲୀଳା ଆରମ୍ଭ ହୋଇଯାଇଥିଲା। ସେ ବାରମ୍ବାର ଚିତ୍କାର କରି କହୁଥିଲା କି, ମୁଁ ବେଡ଼୍ ଉପରେ ଅଛି, ମୋ ପାଖକୁ ଆସ …… ମୋତେ ବହୁତ କିଛି ଇଚ୍ଛା ହେଉଛି ଆଦି ଅନେକ କଥା କହୁଥିଲା।
ଏହି ଭଳି ଅଶୀଳ ବ୍ୟବହାର କରିବା ସହ ତାଙ୍କର ଚିକିତ୍ସା କରୁଥିବା ନର୍ସ ଙ୍କୁ ମଧ୍ୟ ଖରାପ ଭାଷାରେ ଗାଳି କରିଥିଲେ। ଯୁବତୀ ଜଣକ ଏହିପରି ୩୦ ମିନିଟ୍ ଧରି ତାଣ୍ଡବ କରିସାରିବା ପରେ ଯେତେବେଳେ ତାଙ୍କର ହୋସ୍ ଫେରିଲା ସେ ହଠାତ୍ ଉଠି ଫୋନ୍ ରେ ନିଜ ବୟଫ୍ରେଣ୍ଡ୍ ସହ ଗୋପିବାକୁ ଲାଗିଲା। ଆଉ ଅତ୍ୟନ୍ତ ହିଂସ୍ର ହୋଇ ନର୍ସ ଙ୍କୁ ଚାପୁଡ଼ା ଉପରେ ଚାପୁଡ଼ା ମାରି ଚାଲିଥିଲା। ଆହୁରି ମଧ୍ୟ ଜୋର ରେ ପାଟି କରି କହୁଥିଲା, ତୁମର ମୋତେ ଟଚ୍ କରିବାକୁ ସାହସ କେମିତି ହେଲା ବୋଲି। ଏହା ପରେ ନର୍ସ ଜଣକ ଲଜ୍ଜିତ ହୋଇ ସେଠାରୁ ଦୌଡ଼ି ପଳାଇଥିଲେ।

ତେବେ ଏହି ପରି ପରିସ୍ଥିତିରେ ଆମ ଯୁବକ ଯୁବତୀ ମାନେ ଅଛନ୍ତି । ଅନେକ ଯୁବତୀ ମାନଙ୍କୁ ରାତିରେ ମଦ୍ୟପାନ କରିବାର ମଧ୍ୟ ଦେଖିବାକୁ ମିଳୁଛି। ତେବେ ଆଶା କରୁଛି ଆପଣମାନେ ଏମିତି ଭୁଲ କରନ୍ତୁ ନାହିଁ।