ଏ କି ସଙ୍କେତ ପ୍ରଭୁ ? ହଠାତ ଲାଲ୍ ହୋଇଗଲା ସମ୍ପୂର୍ଣ୍ଣ ଆକାଶ ! ପରୋକ୍ଷରେ ମହାପ୍ରଭୁଙ୍କ ଏଭଳି ଦୃଶ୍ୟ ଦେଖି ପୁରୀ ବସି ହୋଇଗଲେ ତାଯୁବ..ଦେଖନ୍ତୁ ଭିଡ଼ିଓ

ଦୈନନ୍ଦିନ ଜୀବନରେ ଆମେ ଅନେକ କିଛି ଘଟଣା ସଂସ୍ପର୍ଶରେ ଆସିଥାଉ। କେଉଁଠି ନା କେଉଁଠି ପ୍ରତିଦିନ କିଛି ଭଲ ଘଟଣା ଆଉ କେଉଁଠି ପୁଣି ଅପ୍ରୀତିକର ଘଟଣା ମାନ ଘଟିଥିବାର ଦେଖିବାକୁ ମିଳିଥାଏ। ସେହିପରି ଆପଣ ସୋସିଆଲ ମିଡ଼ିଆରେ ପ୍ରତିଦିନ ଅନେକ ଭାଇରାଲ ଭିଡିଓ ଦେଖୁଥିବେ। କିନ୍ତୁ ସେଥିମଧ୍ୟରୁ କିଛି ଭିଡିଓ ର ଘଟଣା ଏମିତି ହୋଇଥାଏ, ଯାହା ଅନ୍ୟ ଘଟଣା ଠାରୁ ଅଲଗା ହୋଇଥାଏ। କାରଣ ଏହା ସାଧାରଣତଃ ଭୟାନକ ବା ଭୟଭୀତ କରିବା ଭଳି ଘଟଣା ହୋଇଥାଏ। କାରଣ ଏଭଳି ଘଟଣା ଯାହା ଅନେକାଂଶରେ ସାମ୍ନାକୁ ଆସିଥାଏ ଏବଂ ଏହା ଏକ ବଡ଼ କାରଣ ହୋଇ ସାମ୍ନାରେ ଉଭା ହୋଇଥାଏ।

ତେବେ ଆଜିର ଏହି ଦୁନିଆରେ ଅଧିକାଂଶ ସମୟରେ କିଛି ନା କିଛି ଅଜବ ପ୍ରକାରର ଘଟଣା ଘଟିଥିବାର ଦେଖିବା ପାଇଁ ମିଳିଥାଏ। ତେବେ ଏମିତି ଏକ ରହସ୍ୟମୟ ଘଟଣା ଘଟିଛି। କାଲି ହଠାତ୍ ଲାଲ୍ ହୋଇଗଲା ପୁରୀ ର ଆକାଶ।

 

ବାତ୍ୟା ଜୱାଦ୍ ନେଇ ସମସ୍ତେ ଭୟଭୀତ ଥିବା ବେଳେ ଏଥିରୁ ନିସ୍ତାର ମିଳିଛି। କିନ୍ତୁ ରବିବାର ଅପରାହ୍ନ ରେ ପୁରୀ ବାସୀ ଏଭଳି ଚମତ୍କାର ଦୃଶ୍ୟ ଦେଖିବାକୁ ପାଇଥିଲେ। ନୀଳ ଆକାଶ ହଠାତ୍ ତାର ରଙ୍ଗ ବଦଳାଇଥିଲା। ଆଉ ହଠାତ୍ ଲାଲ୍ ରଙ୍ଗ ର ଆକାଶ ଦେଖିବାକୁ ମିଳିଥିଲା। ପୁରୀ ର ଆକାଶ କିଛି ସମୟ ପାଇଁ ଲାଲ୍ ବର୍ଣ୍ଣ ର ହୋଇଯାଇଥିଲା।

ତେବେ ଏଭଳି ଏକ ଦୃଶ୍ୟ କୁ ଦେଖି ଅନେକ ଲୋକ ଭିନ୍ନ ଭିନ୍ନ କଥା କହୁଥିଲେ। ଏହାକୁ ଦେଖି କିଏ କହୁଛି , ଏହା ପ୍ରକୃତିର ପ୍ରତିଶୋଧ ତ ଆଉ କିଏ କହୁଛି ଯେ, ଏହା ଭଲ ସଙ୍କେତ ନୁହେଁ। ବର୍ତ୍ତମାନ ସିନା ଜୱାଦ୍ ବାତ୍ୟା କବଳରୁ ପାର ହୋଇଗଲା ଓଡ଼ିଶା କିନ୍ତୁ ଆଗକୁ କିଛି ବିପଦ ଅଛିକି, ଯାହାର ସଙ୍କେତ ଦେଉଛି ଏହି ଲାଲ୍ ରଙ୍ଗ ର ଆକାଶ। ପୁରୀ ବାସୀଙ୍କ ପାଖରୁ ଏଭଳି କିଛି ପ୍ରତିକ୍ରିୟା ଶୁଣିବାକୁ ମିଳିଛି।

ମଣିଷ ବେଳେବେଳେ ଏମିତି କିଛି ଘଟଣା କୁ ବା ପରିସ୍ଥିତି କୁ ସାମ୍ନା କରିଥାଏ ଯାହା ସେହି ସମୟରେ ଥିବା ଉପସ୍ଥିତ ବୁଦ୍ଧି କୁ ଉଡ଼ାଇ ଦେଇଥାଏ। ଫଳରେ ହଠାତ୍ ବିଚଳିତ ହୋଇ ପଡ଼ିଥାଉ। ସେହି ଘଟଣାର ବାସ୍ତବିକ ଭୟଭତା ଭାବରେ କଷ୍ଟ ଦାୟକ ହୋଇଥାଏ। ଅନେକ ସମୟରେ ଅନେକ ଭୟଙ୍କର ସ୍ଥିତି ର ସାମ୍ନା କରିବାକୁ ମଣିଷକୁ ପଡ଼ିଥାଏ।

ବହୁତ ଏଭଳି ପ୍ରକାରର ରହସ୍ୟମୟ ଘଟଣା ରହିଛି ଯାହାକୁ ଲୋକମାନେ ହେୟ ଜ୍ଞାନ କରିଥାନ୍ତି, କିନ୍ତୁ ବାସ୍ତବରେ ତାର ରହସ୍ୟ ଆମକୁ ଆଶ୍ଚର୍ଯ୍ୟ କରିଥାଏ। କାରଣ ଏହି ଭଳି କିଛି ଘଟଣା ଏହା କିପରି ସମ୍ଭବ ବୋଲି ଆମକୁ ଭାବିବାକୁ ବାଧ୍ୟ କରିଥାଏ। ମଣିଷ କିପରି ଭାବରେ ଏପରି ଘଟଣାରେ ପ୍ରତିକ୍ରିୟା ଶୀଳ ହୋଇଯାଇଥାଏ ତାହା ଏଭଳି ଘଟଣାରେ ଦେଖିବାକୁ ମିଳିଥାଏ। କିଛି ଘଟଣା ହଠାତ୍ ଏମିତି ଘଟିଯାଏ ଯେ ଆମେ ସେ ବିଷୟରେ ଭାବିବା ପାଇଁ ସମୟ ପାଇ ନଥାଉ। ହଠାତ୍ ଅଜାଣତରେ ଅଚାନକ ଭାବରେ ଏପରି କିଛି ଘଟଣା ଘଟିଥାଏ ଯାହା ଏହି ଘଟଣା ରୁ ସ୍ପଷ୍ଟ ଜଣାପଡ଼ୁଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।