ଦେଖନ୍ତୁ VIRAL ଭିଡିଓ ! ଭାଇ ବାହାଘର ରେ କୁନି ଝିଅ ସହ ନଜର ଆସିଲେ ହିରୋଇନ ବର୍ଷା ପ୍ରିୟଦର୍ଶନି ..ଦେଖନ୍ତୁ ଏହି ଭିଡିଓ

ଏହି ସୋସିଆଲ ମିଡ଼ିଆ ଦ୍ୱାରା ହିଁ ଆମେ ଅନେକ କିଛି ଜାଣି ପାରି ଥାଉ ଏଣୁ ସମସ୍ତେ ପ୍ରାୟ ଏହା ସହ ଜଡ଼ିତ ହୋଇ ରହି ଥାଆନ୍ତି | ତେବେ ଫିଲ୍ମ ଆଦି ସିରିଏଲ ରେ ଅନେକ କଳାକାର ମାନେ ଅଭିନୟ କରି ଥାଆନ୍ତି ଏବଂ ତାଙ୍କ ଅଭିନୟ ଓ ନାଚ ଗୀତ ରେ ସେମାନେ ଲୋକ ମାନଙ୍କ ର ଭଲ ପାଇବାକୁ ମଧ୍ୟ ହାସଲ କରି ପାରନ୍ତି | ତେବେ ସମସ୍ତ ଲୋକ ଙ୍କର କେହି ନା କେହି ପ୍ରିୟ ର କଳାକାର ନିଶ୍ଚିତ ଭାବରେ ଥାଆନ୍ତି ଏବଂ ତାଙ୍କର ଜୀବନ ଶୈଳୀ ବିଷୟ ରେ ଜାଣିବା ପାଇଁ ତାଙ୍କର ଫ୍ୟାନ ଚାହିଁ ବସି ଥାଆନ୍ତି, କାରଣ ସେଲିବ୍ରେଟି ମାନେ ତାଙ୍କର ଛୋଟ ଛୋଟ ଖୁସି କୁ ସୋସିଆଲ ମିଡ଼ିଆ ରେ ଉପଲୋଡ କରି ଥାଆନ୍ତି |

ତେବେ ଓଡ଼ିଆ ଚଳଚ୍ଚିତ୍ର ର ଆଗଧାଡିର ନାୟିକା ବର୍ଷା ପ୍ରିୟଦର୍ଶନି ଙ୍କୁ ତ ଆପଣ ବେସ ଭଲ ଭାବରେ ଜାଣନ୍ତି ଯିଏ କି ନିଜ ଅଭିନୟ ଦ୍ୱାରା ଲୋକ ମାନଙ୍କୁ ତାଙ୍କ ଭଲ ପାଇବାରେ ବାନ୍ଧି ରଖିଛନ୍ତି |

କେବଳ ଏବେ କା ଜଗତ ରେ ନୁହେଁ ବରଂ ସେ ଅନେକ ବର୍ଷ ରୁ ଏହି ଫିଲ୍ମ ରେ କାମ କରି ଆସିଛନ୍ତି | ଆଉ ସମସ୍ତ ବଡ଼ ବଡ଼ ନାମିଦାମୀ ହିରୋ ଙ୍କ ମଧ୍ୟ ସେ କାମ କରିଛନ୍ତି ଏବଂ ତାଙ୍କର ଯୋଡି ଥିଲେ ଅନୁଭବ ମହାନ୍ତି | କେବଳ ଫିଲ୍ମ ଜଗତ ରେ ନୁହେଁ ବରଂ ବାସ୍ତବ ରେ ମଧ୍ୟ ଦୁହିଁ ଙ୍କ ଯୋଡି ବହୁତ ସୁନ୍ଦର ଥିଲା କିନ୍ତୁ କିଛି କଳହ କାରଣ ରୁ ଦୁହିଁଙ୍କୁ ବର୍ତ୍ତମାନ ଅଲଗା ରହିବାକୁ ପଡୁଛି |


ତେବେ ବର୍ଷା ଏଭଳି ଏକାକୀ ଜୀବନ ରେ ତାଙ୍କ ଭାଇ ଙ୍କ ବାହାଘର ରେ ଦେଖିବା ପାଇଁ ମିଳିଛନ୍ତି | ତାଙ୍କ ଭାଇ ଙ୍କ ବାହାଘର ରେ ସେ ମଧ୍ୟ ବେସ ଖୁସି ରେ ସାମିଲ ହୋଇଛନ୍ତି ଏବଂ ଏକ ନୀଳ ଶାଢ଼ୀ ରେ ସେ ଖୁବ ସୁନ୍ଦର ମଧ୍ୟ ଦେଖା ଯାଉଛନ୍ତି |

ତେବେ ଏହା ମଧ୍ୟ ଦେଖିବାକୁ ମିଳି ଥିଲା ଯେ ବିବାହ ର ଉତ୍ସବ ରେ ସେ ଏକ ସମ୍ପର୍କୀୟ ଙ୍କ କୁନି ଛୁଆ କୁ ନିଜ କୋଳ ରେ ଧରି ଏବଂ କୁନି ଛୁଆ ଟି ସହ ମିଶି ବହୁତ ଖେଳି ଥିବାର ମଧ୍ୟ ନିଜର ରେ ଆସି ଥିଲେ | ବର୍ଷା ପ୍ରିୟଦର୍ଶନି ଙ୍କର ଏଭଳି ଖୁସି ରେ ବିବାହ ରେ ସାମିଲ ହେବା ଫୋଟ ଏବଂ ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଉପଲୋଡ କରି ଥିଲେ ଯାହାକି ଦର୍ଶକ ମାନେ ଖୁବ ପସନ୍ଦ କରିବା ସହ ଅନେକ ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।