ଦେଖନ୍ତୁ Live ଭିଡିଓ – CCTV ରେ ରେକର୍ଡ ହୋଇଥିବା ଭିଡିଓ ଟି ଦେଖିସାରିଲା ପରେ ହୁଏତ ଆପଣଙ୍କ ମୁଣ୍ଡ କିଛି କାମ କରିବନି ! ଚଳନ୍ତା ଟ୍ରେନରୁ ଡେଇଁ ପଡ଼ିଲେ ମହିଳା; ଆଉ ତା ପରେ….

ତେବେ ଟ୍ରେନ ରେ ଅନେକ ଲୋକ ଯାତାୟାତ କରି ଥାଆନ୍ତି ଏବଂ ସେହି ଟ୍ରେନ ରେ ଅନେକ ଦୁର୍ଘଟଣା ମଧ୍ୟ ଦେଖିବାକୁ ମିଳେ | ତେବେ ଆଜି ଏହି ଟ୍ରେନ କୁ ନେଇ ଏଭଳି ଏକ ଦୁର୍ଘଟଣା ବିଷୟ ରେ କହିବୁ ଯାହାକୁ ଶୁଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବା ସହିତ ଭୟଭୀତ ହୋଇ ଯିବେ | ତେବେ ଆସନ୍ତୁ ଏହି ଘଟଣା ଟି ଉପରେ ନଜର ପକାଇବା |ଟ୍ରେନ ପ୍ଲାଟଫର୍ମ ରେ ଅନେକ ସମୟ ରେ ଦୁର୍ଘଟଣା ମାନ ଘଟି ଥାଏ ଯାହାକି ଆପଣ ନିହାତି ଭାବରେ ଦେଖି ଥିବେ ଏବଂ ଶୁଣି ଥିବେ ମଧ୍ୟ |

ପ୍ଲାଟଫର୍ମ ରେ ଟ୍ରେନ ରେ ଚଢ଼ୁ ଥିବା ବେଳେ କିମ୍ବା ଟ୍ରେନ ରୁ ଓହ୍ଲାଉ ଥିବା ସମୟ ରେ ଏଭଳି କିଛି ଘଟଣା ଆଖି ସାମ୍ନା କୁ ଆସେ ଯେଉଁଥିରେ ଲୋକ ମାନେ ନିଜ ଜୀବନ କଥା ଚିନ୍ତା ନ କରି ଟ୍ରେନ ରୁ ତଳକୁ ଡେଇଁ ପଡନ୍ତି କିମ୍ବା କୌଣସି କାରଣ ରୁ ସେମାନେ ଏପରି କରିବାକୁ ବାଧ୍ୟ ହୋଇ ଥାଆନ୍ତି | ଆଉ ଏଭଳି ଏକ ଜଳନ୍ତ ଉଦାହରଣ ପଶ୍ଚିମବଙ୍ଗ ପୁରୁଳିଆ ରେଳ ଷ୍ଟେସନ ରେ ଦେଖିବାକୁ ମିଳିଛି |

ତେବେ ଘଟଣା ଟି ହେଉଛି ସେହି ରେଳ ଷ୍ଟେସନ ରେ ଏକ ଚଳନ୍ତା ଟ୍ରେନ ରୁ ଦୁଇ ଜଣ ଯୁବତୀ ଡେଇଁବାର ଦେଖିବାକୁ ମିଳି ଥିଲା | ପୁରୁଳିଆ ଷ୍ଟେସନ ରେ ଦେଖୁ ଦେଖୁ ଦୁହେଁ ମହିଳା ସେହି ଟ୍ରେନ ରୁ ଡେଇଁ ପଡି ଥିଲେ |

 ସେମାନଙ୍କ ମଧ୍ୟରୁ ଜଣେ ମହିଳା ଟ୍ରେନ ର ଟିକେ ଦୂର କୁ ପଡି ଥିଲେ କିନ୍ତୁ ଆଉ ଜଣେ ମହିଳା ଟ୍ରେନ କୁ ଲାଗିକି ପଡି ଥିବାର ଦେଖିବାକୁ ମିଳିଛି | ତେବେ ଏହାକୁ ଦେଖି ସେଠାକାର ଲୋକ ମାନେ ମହିଳା ଙ୍କ ପାଖକୁ ଦୌଡି ଆସିବା ସହିତ ଜଣେ ପୋଲିସ କର୍ମଚାରୀ ମଧ୍ୟ ସେଠାରେ ଥିଲେ |

ସେ ବି ମଧ୍ୟ ମହିଳା ଜଣଙ୍କୁ ବଞ୍ଚାଇବା ପାଇଁ ଚେଷ୍ଟା କରି ଥିଲେ, ଯଦି ଆଉ ସାମାନ୍ୟ ବିଳମ୍ୱ ହୋଇ ଥାଆନ୍ତା ତେବେ ମହିଳା ଙ୍କର ଜୀବନ ଚାଲି ଯାଇ ଥାଆନ୍ତା | ଯଦି ମହିଳା ଜଣଙ୍କ ଥରେ ସେ ଟ୍ରେନ ଲାଇନ ର ଟ୍ରାକ ଫସି ଯାଇ ଥାଆନ୍ତେ ତେବେ ହୁଏତ କେହି ମଧ୍ୟ ତାଙ୍କୁ ବଞ୍ଚାଇ ପାରି ନଥାନ୍ତେ |

ଏହି ଭିଡ଼ିଓ ଟିକୁ ଦକ୍ଷିଣ ପୂର୍ବ ରେଲୱାଏ ଟୁଇଟର ରେ ସେୟାର କରା ଯାଇଛି | ଯେଉଁ ପୋଲିସ କର୍ମଚାରୀ ଜଣଙ୍କ ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଛନ୍ତି ସେ ଜଣେ ସବ ଇନିସିପେକ୍ଟର ଏବଂ ତାଙ୍କର ଏଭଳି କାର୍ଯ୍ୟ ପାଇଁ ତାଙ୍କୁ ଲୋକ ମାନେ ମଧ୍ୟ ଅନେକ ପ୍ରଶଂସା କରିଛନ୍ତି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ