ଦେଖନ୍ତୁ viral vedio – , ଚଉଠି ରାତିରେ ସ୍ତ୍ରୀ ଙ୍କ ସହ ହିରୋ ବିଶ୍ବଭୂଷଣଙ୍କ ରୋମାଣ୍ଟିକ୍ ଭିଡିଓ

ଆଜିର ସମୟ ତ ବିବାହର ସମୟ ଅର୍ଥାତା ଏବେକା ସମୟରେ ବିବାହ ସିଜିନ ଚାଲିଛି ଏବଂ ଅନେକ ବ୍ୟକ୍ତି ମାନେ ଏହି ସମୟରେ ହାତରୁ ଦୁଇ ହାତ ହେଉଛନ୍ତି ତେବେ କହିବାକୁ ଗଲେ କଳାକରା ଜଗତର ମଧ୍ୟ କେତେକ ଅଭିନେତା ଏବଂ ଅଭିନେତ୍ରୀ ମାନେ ଏବେକା ସମୟରେ ହାତରୁ ଦୁଇ ହାତ ହୋଇ ସାରିଛନ୍ତି ।ଏହା ସହିତ ସେମାନଙ୍କର ବିବାହ ଠାରୁ ଆରମ୍ଭ କରି ବିବାହର ଶେଷ ରୀତି ନୀୟମ ପର୍ଯ୍ୟନ୍ତ ସମସ୍ତ ପ୍ରକାର ଭିଡିଓ ଏବେ ସୋସିଆଲ ମିଡିଆରେ ଘୂରି ବୁଲୁଛି ତବେ ଏବେକା ସମୟରେ ମଧ୍ୟ ସେହିପରି ଜଣେ ଅଭିନେତାଙ୍କର ବିବାହ ପରର ଭିଡିଓ ଏବେ ସୋସିଆଲ ମିଡିଆରେ ଘୂରି ବୁଲୁଛି ଯେଉଁଥିରେ ସେ ନିଜ ସ୍ତ୍ରୀ ସହିତ ରୋମାନ୍ସ କରୁଥିବାର ନଜର ଆସିଛନ୍ତି ତେବେ କିଏ ସେ କଳାକରା ଆସନ୍ତୁ ଜାଣିବା ସେ ବିଷୟରେ ।

ଆପଣ ମାନେ ତ ମେଗା ଧାରାବାହିକ ସମସ୍ତ ଦେଖୁଥିବେ ତେବେ ସେଥିମଧ୍ୟରୁ ଆପଣଙ୍କର ପ୍ରିୟ କଳାକାର ମଧ୍ୟ କେହି ଥିବେ ଯାହାଙ୍କର ଆକ୍ଟିଙ୍ଗ ଆପଣ ମାନଙ୍କୁ ବହୁତ ହିଁ ପସନ୍ଦ ଆସୁଥିବ ।

ତେବେ ଆଜି ସେହିପରି ଜଣେ କଳାକାରଙ୍କ ବିଷୟରେ ଆମେ କହିବୁ ଯିଏ କି ଏବେକା ସମୟରେ ବିବାହ ବନ୍ଧନରେ ବାନ୍ଧି ହୋଇସାରିଛନ୍ତି ଏବଂ ବିବାହ ପରେ ନିଜ ସ୍ତ୍ରୀ ସହିତ ବହୁତ ଖୁସି ରହିବାର ଜଣା ପଡିଛନ୍ତି । ୟେଉଁଥିପାଇଁ ସେ ଏକ ଭିଡିଓ କରି ତାହାକୁ ସୋସିଆଲ ମିଡିଆରେ ଅପଲୋଡ କରିଛନ୍ତି ।

ଆପଣ ମାନେ ଅଭିନେତା ବିସ୍ୱଭୂଷଣଙ୍କୁ ତ ଜାଣଇଥିବେ ଯିଏ କି ବହୁତ ସୁନ୍ଦର ଅଭିନୟ କରନ୍ତି । ଆଉ ବିଶେଷ କରି କହିବାକୁ ଗଲେ ସେ ନେଗେଟିଭ ରୋଲ ବହୁତ ଭଲ କରନ୍ତି ଅର୍ଥାତା ବିଲିଆନ ରୋଲ ତାଙ୍କୁ ବହୁତ ମାନିଥାଏ ଏବଂ ତାଙ୍କର ସେହି ରୋଲକୁ ଦର୍ଶକ ମାନେ ମଧ୍ୟ ବହୁତ ପସନ୍ଦ କରିଥାନ୍ତି ।

ଆଉ ଖାସ୍ ସେହି କାରଣ ରୁ ସେ ବର୍ତ୍ତମାନ ସମୟରେ ତଥା ଏତେ କମ୍ ସମୟରେ ଲୋକମାନଙ୍କର ହୃଦୟରେ ରାଜ୍ କରୁଛନ୍ତି ଏବଂ ସେ ବହୁତ ଚର୍ଚ୍ଚାରେ ରହିପାରିଛନ୍ତି । ତେବେ ବର୍ତ୍ତମାନ ସମୟରେ ବିସ୍ୱଭଊଷଣ ବିବାହ କରିସାରିଛନ୍ତି ଏବଂ ବିବାହ ପରେ ନିଜ ସ୍ତ୍ରୀ ସହିତ ବହୁ ଗୀତର ଭିଡିଓ କରିଛନ୍ତି ୟାହାକି ବହୁତ ସୁନ୍ଦର ଲାଗୁଚି ।

ଭିଡିଓରେ ବିସ୍ୱଭୂଷଣ ଏବଂ ତାଙ୍କର ସ୍ତ୍ରୀଙ୍କର ଯୋଡି ବହୁତ ସୁନ୍ଦର ଲାଗୁଛି । ସେଥିରେ ସେମାନେ ଅନେକ ଗୀତରେ ଭିଡିଓ କରିଛନ୍ତି ଏବଂ ତାହା ବହୁତ ସୁନ୍ଦର ମଧ୍ୟ ହୋଇଛି। ତେବେ ବିବହା ପରେ ଦୁହିଁଙ୍କୁ ଏକାଠି ଦେଖି ଦର୍ଶକ ମାନେ ମଧ୍ୟ ବହୁତ ଖୁସି ଅଛନ୍ତି ।

ସେହି ଭିଡିଓରେ ତାଙ୍କର ବିବାହ ପୂର୍ବର ଭିଡଓ ମଧ୍ୟ ଦେଖିବାକୁ ମିଳିଛି । ଅନେକ ପ୍ରକାର ଗୀତରେ ଭିଡିଓ କରି ତାହାକୁ ନିଜର ଫ୍ୟାନ୍ସ ମାନଙ୍କୁ ଭେଟି ଦେଇଛନ୍ତି ଏବଂ ଯାହା ତାଙ୍କର ଫ୍ୟାନ୍ସ ମାନଙ୍କୁ ମଧ୍ୟ ବହୁତ ହିଁ ପସନ୍ଦ ଆସିଛି । ଯେଉଁ ଭିଡଓଟି ଏବ ବହୁତ ମାତ୍ରାରେ ଭାଇରାଲ ହେବାରେ ଲାଗିଛି ।