ଦେଖନ୍ତୁ ଏହି ଲଜ୍ୟାଜନକ ଭିଡିଓ ! ଘର ସାମ୍ନାରେ ଶଶୂର ବୋହୁର ଚାଲିଛି ରମ୍ପା ରମ୍ପି ….ଭୁଲିଗଲେ ସବୁ ସମ୍ପର୍କ ଏବଂ ପାର କରିଗଲେ ସୀମା…..ଛି ଛିଃ ଲଜ୍ୟା ନାହିଁ ତୁମକୁ…..

ଯେତେ ବେଳେ ଏକ ଯୁବତୀ ବିବାହ କରି ଥାଏ ସେତେ ବେଳେ ସେ ଅନେକ ସ୍ୱପ୍ନ ନେଇ ତା ସ୍ୱାମୀ ର ହାତ ଧରି ଶଶୁର ଘରକୁ ଆସି ଥାଏ | ବାପ ଘରେ ସବୁ ସମ୍ପର୍କ ତୁଟାଇ ଦେଇ ନୂଆ ଏକ ସମ୍ପର୍କ ଗଢିବାକୁ ସେ ଚାଲି ଆସି ଥାଏ ଏବଂ ବାପା ବଦଳ ରେ ଶଶୁର ଓ ମା ବଦଳ ରେ ଶାଶୁ ଟିଏ ଓ ଭାଇ ଭଉଣୀ ବଦଳ ରେ ଦିଅର ନଣନ୍ଦ ପାଇ ଥାଏ | ସେଠାରେ ନିଜେ ଦୁଃଖ କଷ୍ଟ ରେ ରହି ଅନ୍ୟ ମାନଙ୍କୁ ଖୁସି ଦେବା ପାଇଁ ଚେଷ୍ଟା ରେ ଲାଗି ପଡି ଥାଏ |

କିନ୍ତୁ ଆଜି କାଲି ର କିଛି ଏଭଳି ଶାଶୁ ଶଶୁର ଅଛନ୍ତି ଯେଉଁ ମାନେ ବୋହୂ କୁ ନିଜର କରି ପାରନ୍ତି ନାହିଁ ଏବଂ ଅନେକ ଅତ୍ୟାଚାର କାର୍ଯ୍ୟ ତାଉପରେ ଆରମ୍ଭ କରି ଦେଇ ଥାଆନ୍ତି | କେତେ ବେଳେ ଯୌତକ କୁ ନେଇ ନିର୍ଯାତନା ଦେଇ ଥାଆନ୍ତି ତ ପୁଣି ଆଉ କେତେ ବେଳେ କୌଣସି କାରଣ ପାଇଁ ମାରି ପିଟି ଘରୁ ବାହାର କରି ଦେଇ ଥାଆନ୍ତି | ତେବେ ସେଭଳି ଏକ ଘଟଣା ଦେଖିବାକୁ ମିଳିଛି ଯାହାକୁ ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯିବେ |

ଦେଖିବାକୁ ମିଳିଛି କି ସ୍ୱାମୀ ନଥିବା ସମୟ ରେ ଶଶୁର ବୋହୂ ଟିକୁ ମାଡ଼ ମାରିଛନ୍ତି ଏବଂ ଗାଁ ଦାଣ୍ଡରେ ଚୁଟି ଘୋଷାରି ଥିବାର ମଧ୍ୟ ନଜର ରେ ଆସିଛନ୍ତି | ଏଭଳି ଏକ ଲଜ୍ୟା ଜନକ ଘଟଣା ଟି ଖୋର୍ଦ୍ଧା ଜିଲ୍ଲା ର ବାଣପୁର ଗୋପିକାନ୍ତ ଗାଁ ରେ ଦେଖିବା ପାଇଁ ମିଳିଛି |

ସୂଚନା ଅନୁଯାଇ, ନୟାଗଡ଼ ଜିଲ୍ଲା ର ପୋକଗାଡ଼ିଆ ଗାଁର ନିତ୍ୟାନନ୍ଦ ମହାପାତ୍ର ଙ୍କ ଝିଅ ଲକ୍ଷ୍ମୀପ୍ରିୟା ଖୋର୍ଦ୍ଧା ଜିଲ୍ଲାର ପରକ୍ଷିତ ଦାସ ଙ୍କ ପୁଅ ସତ୍ୟବ୍ରତ ଦାସ ଙ୍କୁ ବୈଦିକ ରୀତିନୀତି ରେ ବିବାହ କରି ଥିଲେ ଏବଂ ତାଙ୍କର ଏକ ଝିଅ ଟିଏ ମଧ୍ୟ ଜନ୍ମ ହୋଇ ଥିଲା |

କିନ୍ତୁ ପରେ ଯୌତକ ଦାବିରେ ଶାଶୁ, ଶଶୁର, ସ୍ୱାମୀ, ନଣନ୍ଦ, ଜା ସମସ୍ତେ ମିଶି ବୋହୂ ଉପରେ ଅତ୍ୟାଚାର ଆରମ୍ଭ କରି ଦେଇ ଥିଲେ ଏବଂ ମାଡ଼ ମାରିବା ସହ ଯୌତକ ଆଣିବା ପାଇଁ ଦାବି କରୁ ଥିଲେ | ଏମିତି କି ପୁଅ କୁ ଅନ୍ୟତ୍ର ସ୍ଥାନ କୁ ଚାକିରୀ ପାଇଁ ପଠାଇ ଦେଇ ତାଙ୍କ ଶଶୁର ଘର ଲୋକ ମିଶି ଲକ୍ଷ୍ମୀପ୍ରିୟା ଙ୍କ ଉପରେ ବହୁତ ଖରାପ ବ୍ୟବହାର ଦେଖାଉ ଥିଲେ |

ତେବେ ଏହି ଗତ ଫେବୃୟାରୀ ମାସ ରେ ସ୍ୱାମୀ ଅନ୍ୟ ଜଣଙ୍କୁ ବିବାହ କରିବାର ଶୁଣି ସ୍ତ୍ରୀ ଏବେ ନିଜ ହକ ପାଇଁ ଲଢେଇ କରୁଛନ୍ତି | ଆଉ ଏହାକୁ ଦେଖି ତାଙ୍କ ଶଶୁର ଗାଁ ଦାଣ୍ଡରେ ଲକ୍ଷ୍ମୀପ୍ରିୟା ଙ୍କୁ ମାଡ଼ ମାରି ଥିଲେ ଯାହାର ଭିଡ଼ିଓ ଖୁବ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।