ଦେଖନ୍ତୁ VIRAL ଭି଼ଡିଓ-ମୋତେ ଏ ନର୍କରୁ ଉଦ୍ଧାର କର ? ମୋ ସ୍ୱାମୀ କହୁଛି ମୋର ମର୍ଡର କରିବ: ପୁରା ଭିଡିଓ ଦେଖିଲେ ଆପଣ ଙ୍କ ହୋସ ରହିବନି…

ତେବେ ଆମର ଏହି ସମାଜ କେତେ ଆଗକୁ ଗଲାଣି କିନ୍ତୁ ଏପର୍ଯ୍ୟନ୍ତ ଏକ ନାରୀ ଏହି ସମାଜ ରେ ସୁରକ୍ଷିତ ହୋଇ ପାରିଲା ନାହିଁ | ଦୁନିଆଁ ରେ ଅନେକ କୁକାର୍ଯ୍ୟ ଦେଖିବାକୁ ମିଳି ଥାଏ କିନ୍ତୁ ସବୁ କ୍ଷେତ୍ରରେ ଏକ ନାରୀ କୁ ହିଁ ନିର୍ଯ୍ୟାତିତ ହେବାକୁ ପଡି ଥାଏ | ଯେତେ ବେଳେ ଏକ ଯୁବତୀ ବିବାହ କରି ତା ସ୍ୱାମୀ ସହ ଶାଶୁ ଘରକୁ ଆସି ଥାଏ ସେତେ ବେଳେ ସେ ଅନେକ ସ୍ୱପ୍ନ ନେଇ ସେହି ଘରକୁ ଆସି ଥାଏ |

ବିବାହ ମଧ୍ୟ ଏକ ପବିତ୍ର ବନ୍ଧନ ହୋଇ ଥାଏ ଏବଂ ଏହା ସାତ ଜନ୍ମ ପର୍ଯ୍ୟନ୍ତ ଅତୁଟ ହୋଇ ରହି ଥାଏ | ତେବେ ଏକ ସ୍ତ୍ରୀ ତା ସ୍ୱାମୀ କୁ ହିଁ ସବୁକିଛି ଭାବି ଦେଇ ଥାଏ ଏବଂ ସ୍ୱାମୀ ସ୍ତ୍ରୀ ର ସୁଖ ଦୁଃଖ ର ସାଥି ହୋଇ ଥାଏ |

କିନ୍ତୁ ଆଜି କାଲି ର କିଛି ସ୍ୱାମୀ ଅଛନ୍ତି ଯେଉଁ ମାନେ ନିଜ ସ୍ତ୍ରୀକୁ ସୁରକ୍ଷା ଦେବା ବଦଳ ରେ ଓଲଟା ସେମାନଙ୍କ ପାଇଁ ରାକ୍ଷସ ସାଜି ପଡ଼ୁଛନ୍ତି | ତେବେ ସେଭଳି ଏକ ଘଟଣା ଆଖି ସାମ୍ନା କୁ ଆସିଛି ଯାହାକୁ ଶୁଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯିବେ, ତେବେ ଆସନ୍ତୁ ଘଟଣା ଟି ଉପରେ ନଜର ପକାଇବା |

ତେବେ ଏକ ମହିଳା ଯିଏ କି ନିଜ ସ୍ୱାମୀ ଙ୍କ ଅନେକ ଅତ୍ୟାଚାର ଓ ମାଡ଼ ର ସାମ୍ନା କରିଛନ୍ତି | କିନ୍ତୁ ଶେଷରେ ଅତ୍ୟାଚାର ସୀମା ପାର ହୋଇ ଯିବାରୁ ମହିଳା ଜଣଙ୍କ ଆଇନ ର ଦ୍ୱାରସ୍ଥ ହୋଇ ଥିଲେ |

 ତେବେ ସୂଚନା ଅନୁଯାଇ ମହିଳା ଜଣଙ୍କ 3 ଦିନ ଧରି ଏକ ଓକିଲ ଙ୍କ ପାଇଁ କୋର୍ଟ ଧାଉଁଛନ୍ତି ଏବଂ ଓକିଲ ଜଣଙ୍କ ମଧ୍ୟ ମହିଳା ଙ୍କୁ କହି ଥିଲେ ଯେ ସେ ତାଙ୍କର ସବୁ କଥା ବୁଝିବେ ଆଉ କାଗଜ ପତ୍ର କାଢ଼ିବା ପାଇଁ ମହିଳା ଜଣଙ୍କ ବାରମ୍ବାର କୋର୍ଟ କୁ ଯାଇ ଫେରନ୍ତି କିନ୍ତୁ କୌଣସି କାମ ହୋଇ ପାରେ ନାହିଁ | ଶେଷରେ କୋର୍ଟ ତାଙ୍କୁ ମନା କରି ଦେଇ ଥିଲା ଆଉ ଥାନା କୁ ଯିବାକୁ କହି ଥିଲେ

ତେବେ ମହିଳା ଯେତେ ବେଳେ ଥାନା କୁ ଯାଇ ସ୍ୱାମୀ ଙ୍କ ବିରୁଦ୍ଧରେ ଏଫେୟାର ଲେଖି ଥିଲେ ସେତେ ବେଳେ ପୋଲିସ ତାଙ୍କ ଏଫେୟାର କୁ ଫୋଫାଡ଼ି ଦେଇ ଥିଲେ | ତେବେ ଶେଷରେ ରେ କିଛି ବାଟ ନ ପାଇ ନିରାଶ ହୋଇ ମହିଳା ଜଣଙ୍କ ଏକ ଭିଡ଼ିଓ କରି ସୋସିଆଲ ମିଡ଼ିଆ ରେ ଉପଲୋଡ କରି ଥିଲେ ଯାହାକି ଖୁବ ଚର୍ଚ୍ଚା ର ବିଷୟ ମଧ୍ୟ ପାଲଟିଛି |

ମହିଳା ଜଣଙ୍କ ଭିଡ଼ିଓ ମାଧ୍ୟମ ରେ କହି ଥିଲେ ଯେ ରକ୍ଷକ ହୋଇ ଯଦି ଜଣେ ଭକ୍ଷକ ସାଜିବ ତେବେ ସାଧାରଣ ଜନତା କୁଆଡେ ଯିବେ ଆଉ ଯଦି ନାରୀ ପାଇଁ ନ୍ୟାୟ ନାହିଁ ତେବେ ନ୍ୟାୟଳୟ କାହିଁକି ଖୋଲିଛି | ଏହା ସହିତ କାନ୍ଦି କାନ୍ଦି ବ୍ୟାକୁଳ ହୋଇ ସେ ସରକାର ଙ୍କୁ ନ୍ୟାୟ ପାଇଁ ଭିକ୍ଷା କରିଛନ୍ତି ତେବେ ଏହା ମଧ୍ୟ ଜଣା ପଡିଛି ଯେ ଏହି ଭିଡ଼ିଓ ମହିଳା ଜଣଙ୍କ ସୋସିଆଲ ମିଡ଼ିଆ ରେ ଉପଲୋଡ କରି ଥିବାରୁ ତାଙ୍କ ସ୍ୱାମୀ ତାଙ୍କୁ ମର୍ଡର କରି ଦେବେ ବୋଲି ଧମକ ଦେଇଛନ୍ତି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।