ଓଃ କି ଡ୍ୟାନ୍ସ ! ନିଜ ବାହାଘରରେ ଜବରଦସ୍ତ ଡାନ୍ସ କଲେ ଅଭିନେତ୍ରୀ ଗୁନଗୁନ୍

ତେବେ ଆପଣ ମାନେ ତ ଟିଭି ଏବଂ ମୋବାଇଲ ମାଧ୍ୟମ ରେ ଅନେକ କାର୍ଯ୍ୟକ୍ରମ ଆଦି ଦେଖୁ ଥିବେ | ଫିଲ୍ମ ଆଦି ସିରିଏଲ ରେ ଅନେକ କଳାକାର ମାନେ ଅଭିନୟ କରି ଥାଆନ୍ତି ଏବଂ ତାଙ୍କ ଅଭିନୟ ଓ ନାଚ ଗୀତ ରେ ସେମାନେ ଲୋକ ମାନଙ୍କ ର ଭଲ ପାଇବାକୁ ମଧ୍ୟ ହାସଲ କରି ପାରନ୍ତି | ତେବେ ସମସ୍ତ ଲୋକ ଙ୍କର କେହି ନା କେହି ପ୍ରିୟ ର କଳାକାର ନିଶ୍ଚିତ ଭାବରେ ଥାଆନ୍ତି ଏବଂ ତାଙ୍କର ଜୀବନ ଶୈଳୀ ବିଷୟ ରେ ଜାଣିବା ପାଇଁ ତାଙ୍କର ଫ୍ୟାନ ଚାହିଁ ବସି ଥାଆନ୍ତି, କାରଣ ସେଲିବ୍ରେଟି ମାନେ ତାଙ୍କର ଛୋଟ ଛୋଟ ଖୁସି କୁ ସୋସିଆଲ ମିଡ଼ିଆ ରେ ଉପଲୋଡ କରି ଥାଆନ୍ତି |

ଆପଣ ମାନେ ତ ଜାଣନ୍ତି ବର୍ତ୍ତମାନ ବିବାହ ର ଋତୁ ଆସିଛି ଯେଉଁଥିରେ କେବଳ ସାଧାରଣ ଲୋକ ନୁହେଁ ବରଂ ସେଲିବ୍ରେଟି ମାନେ ବିବାହ କରିବାର ଦେଖା ଯାଉଛନ୍ତି | ଗତ କିଛି ଦିନ ତଳେ ଚୁଲବୁଲି ସୋମାଲିନ ଙ୍କର ବିବାହ ହୋଇ ଥିଲା ଯାହାକି ବହୁତ ଆଡମ୍ବର ସହ ହୋଇ ଥିଲା ବୋଲି ଆପଣ ସୋସିଆଲ ମିଡ଼ିଆ ରେ ନିହାତି ଭାବରେ ଦେଖି ଥିବେ | ତେବେ ଦର୍ଶକ ବନ୍ଧୁ ମାନେ ଚାହିଁ ରହିଛନ୍ତି କି ପୁଣି କେବେ କେଉଁ ସେଲିବ୍ରେଟି ଙ୍କର ଏଭଳି ବୋହୂ ବେଶ ଦେଖିବେ |

ବର୍ତ୍ତମାନ ପୁଣି ଏକ ସେଲିବ୍ରେଟି ଙ୍କର ବୋହୂର ବେଶ ହେବାର ସମୟ ଆସିଛି ଅର୍ଥାତ ପୁଣି ଆଉ ଏକ ସେଲିବ୍ରେଟି ଙ୍କର ବିବାହ ହେବାକୁ ଯାଉଛି | ତେବେ ଚୁଲବୁଲି ନାୟିକା ଗୁନଗୁନ ଙ୍କୁ ତ ଆପଣ ବେସ ଭଲ ଭାବରେ ଜାଣି ଥିବେ ଯିଏ କି ସମସ୍ତ ଙ୍କ ହୃଦୟ ରେ ରାଜ କରନ୍ତି | ତେବେ ଅଭିନେତ୍ରୀ ଗୁନଗୁନ ବହୁତ ପୁରୁଣା ଫିଲ୍ମ ରେ ସୁପରଷ୍ଟାର ଅଭିନେତା ସିଦ୍ଧାର୍ଥ ମହାପାତ୍ର ଙ୍କ ସହ ମଧ୍ୟ କାମ କରିଛନ୍ତି |

 ଏହା ପରେ ପରେ ଅନେକ ସୋ ରେ ମଧ୍ୟ ସେ ଆଙ୍କରୀଙ୍କ କାମ କରି ଲୋକ ମାନଙ୍କର ଭଲ ପାଇବାକୁ ହାସଲ କରି ପାରିଛନ୍ତି | ତାଙ୍କ ଆଙ୍କରିଙ୍କ ରେ କହିବା ଷ୍ଟାଇଲ ମଧ୍ୟ ନିଆଁରା ଲାଗି ଥାଏ ଯାହା ବହୁ ଦର୍ଶକ ଙ୍କ ମନ କୁ ଛୁଇଁ ଥାଏ | ତେବେ ବର୍ତ୍ତମାନ ଅଭିନେତ୍ରୀ ଗୁନ ଗୁନ ଅସ୍ମିତ ଙ୍କୁ ବିବାହ କରିଛନ୍ତି ଯାହାକି ସୋସିଆଲ ମିଡ଼ିଆ ରେ ଦେଖିବା ପାଇଁ ମିଳିଛି |

ତେବେ ତାଙ୍କର ଏହି ବିବାହ ରେ ଗୁନ ଗୁନ ଖୁବ ନାଚି ଥିବାର ମଧ୍ୟ ଦେଖା ଯାଇଛି ଏବଂ ଗୁନଗୁନ ମଧ୍ୟ ବହୁତ ସୁନ୍ଦର ଦେଖା ଯାଉଛନ୍ତି | ତେବେ ତାଙ୍କର ଏହି ଡ୍ୟାନ୍ସ କରୁ ଥିବାର ଭିଡ଼ିଓ କୁ ଦେଖି ପ୍ରାୟ ଦର୍ଶକ ପସନ୍ଦ କରି ବିବାହ ର ଶୁଭକାମନା ଜଣାଇଛନ୍ତି | ତେବେ ଆମେ ମଧ୍ୟ ଏତିକି ଆଶା କରିବା ଯେ ଗୁନଗୁନ ଙ୍କ ସାଂସାରିକ ଜୀବନ ହସ ଖୁସି ରେ ଭରି ଯାଉ |