ମହିଳା ମାନଙ୍କର କେଉଁ ଅଙ୍ଗରେ ବାଳ ଥିଲେ – ଅଶୁଭ ହୋଇଥାଏ ଜାଣି ରଖନ୍ତୁ, ନଚେତ ହୋଇପାରେ ଅଘଟଣ

ହସ୍ତରେଖା ବିଜ୍ଞାନରେ ଏହି କଥା ଉଲ୍ଲେଖ ରହିଛି ଯେ, ଯେଉଁ ମହିଳା ମାନଙ୍କ ଲମ୍ବା ଏବଂ ଘନ ବାଳ ରହିଥାଏ , ସେମାନେ ସୌଭାଗ୍ୟଶାଳୀ ହୋଇଥାନ୍ତି ।ସେମାନେ ନିଜ ଭାଗ୍ୟ ବଳରେ ହିଁ ଘର ପିରବାରକୁ ଉନ୍ନତି ପ୍ରଦାନ କରିଥାନ୍ତି । ଏହା ସହିତ ସେହି କାରଣରୁ ପ୍ରେମର ବାତାବରଣ ଲାଗି ରହିଥାଏ । ତେବେ ଆସନ୍ତୁ ଜାଣିବା ସ୍ତ୍ରୀ ଲୋକାମାନଙ୍କର କେଉଁ ଅଙ୍ଗରେ ବାଳ ଥିଲେ ବହୁତ ଅଶୁଭ ହୋଇଥାଏ ।

1- ଛୋଟ ଛୋଟ କଳା ବାଳ ପଲକ ଥିବା ମହିଳା –

ଯେଉଁ ମହିଳାମାନଙ୍କର ଛୋଟ ଚୋଟ କଳା ବାଳ ପଲକ ରହିଥାଏ , ସେମାନେ ମଧ୍ୟ ସୌଭାଗ୍ୟଶାଳୀ ବୋଲି କୁହାଯାଇଥାଏ । ସେମାନଙ୍କର ହୃଦୟ ବହୁତ ସରଳ ର ନିର୍ଦ୍ଦୟ ହୋଇଥାଏ । ସେମାନଙ୍କର ବ୍ୟବହାର କରାଣରୁ ନିଜ ସ୍ୱାମୀଙ୍କର ରାଣୀ ହୋଇ ରହିଥାନ୍ତି ।

2- ଛାତିରେ ବାଳ ଥିବା ମହିଳା-

ଯେଉଁ ମହିଳା ମାନଙ୍କର ଛାତିରେ ବାଳ ରହିଥାଏ , ସେହିପରି ଝିଅ ବା ମହିଳାମାନେ ସ୍ୱାର୍ଥୀ ହୋଇଥାନ୍ତି ।ଅନନ୍ୟ ଅପେକ୍ଷା ନିଜର ସ୍ୱାର୍ଥ ଚିନ୍ତା କରିଥାନ୍ତି ।ଯେଉଁ ଘରକୁ ବିବାହ କରି ଯାଇଥାନ୍ତି , ସେହି ଘରର ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଇଥାଏ । ଆର୍ଥିକ ସମସ୍ୟା ଦେଖା ଯାଇଥାଏ । ଘରେ ମଧ୍ୟ ଅଶାନ୍ତି , ଅଭାବ ସବୁବେଳେ ଲାଗି ରହିଥାଏ ।

3- ଆଇବ୍ରୋ ର ବାଳ ପରସ୍ପର ଯୋଡି ହୋଇ ରହିଥିବା ମହିଳା —

ଯେଉଁ ମହିଳା ର ଆଇବ୍ରୋ ର ବାଳ ଯୋଡି ହୋଇ ରହିଥାଏ , ଏହିପରି ଝିଅମାନଙ୍କୁ କେବେହେଲେ ଧନର ଅଭାବ ହୋଇନ ଥାଏ । ନିଜର କାର୍ଯ୍ୟ ଏବଂ ଦକ୍ଷତା ବଳରେ ପ୍ରତ୍ୟେକ କ୍ଷେତ୍ରରେ ପ୍ରଶଂସିତ ହେବା ସହିତ ଶଶୁର ଶାଶୁ ଙ୍କର ମଧ୍ୟ ପ୍ରିୟ ହୋଇଥାଏ ।

4- ପେଟରେ ବାଳ ଥିବା ମହିଳା —

 

ଯେଉଁ ଝିଅମାନଙ୍କର ପେଟରେ ବାଳ ରହିଥାଏ , ଏହିପରି ଝିଅମାନେ ମୁଖ୍ୟତଃ ନିଜ ସ୍ୱାମୀ ଅପେକ୍ଷା ଅନ୍ୟ ପୁରୁଷଙ୍କ ପ୍ରତି ଅଧିକ ଆକର୍ଷିତ ହୋଇଥାନ୍ତି ।ଯେଉଁ ଘରକୁ ବିବାହ କରି ଯାଇଥାନ୍ତି ସେହି ଘରେ କଳାହଳ ଲାଗି ରହିଥାଏ ।

5- ନିଶ ବା ନାକ ତଳେ ବାଳ ରହିଥିବା ମହିଳା —

ଯେଉଁ ଝିଅମାନଙ୍କର ନିଶ ବା ନାକ ତଳେ ବାଳ ରହିଥାଏ ଏହିପିର ଝିଅମାନେ ମୁଖ୍ୟତଃ ଉଚ୍ଚ ଅଭିଳାଶୀ ହୋଇଥାନ୍ତି । କିନ୍ତୁ ଏପରି ତାଙ୍କ ସ୍ୱାମୀ ଙ୍କ ପାଇଁ ବହୁତ ଅଶୁଭ ହୋଇଥାଏ ।

6- ହାତ ବା ଗୋଡରେ ଅଧିକ ବାଳ ଥିବା ମହିଳା

ଯେଉଁ ମହିଳା ମାନଙ୍କ ହାତ ବା ଗୋଡ ରେ ପୁରୁଷ ଙ୍କ ଭଳି ବାଳ ରହିଥାଏ ଏବଂ ସେମାନେ ଏହି ବାଳକୁ ଲୁଚାଇବା ପାଇଁ ଅନେକ ଉପାୟ ମଧ୍ୟ ଆପଣେଇଥାନ୍ତି ।ସେହି ବାଳକୁ ମଧ୍ୟ ସଫା କରିଥାନ୍ତି ।ତେବେ ଏଭଳି ବାଳ ହେବା ଅଶୁଭ ହୋଇଥାଏ ।ଶାସ୍ତ୍ର ଅନୁସାରେ , ଯେଉଁ ମହିଳା ମାନଙ୍କର ହାତରକେ ଏପରି ବାଳ ରହିଥାଏ , ସେମାନେ ଉଗ୍ର ସ୍ୱଭାବର ହୋଇଥାନ୍ତି ଏବଂ ଛୋଟ ଛୋଟ କଥାରେ ରାଗିଯାଆନ୍ତି ।