ଦେଖନ୍ତୁ viralଭିଡିଓ .. ବାହାଘର ହବ ତ ଏମିତି ! ହେଲିକପ୍ଟରରୁ ଓହ୍ଲାଇଲେ ବର ମଣ୍ଡପରେ ଆକାଶରୁ ଫୁଲ ବର୍ଷା

ବାହା ଘର ହେବ ତ ଏମିତି । ବାହା ହେବାକୁ ହେଲିକେପ୍ଟର ରେ ଆସିଲେ ବର । ବାହାଘର ମଣ୍ଡପ ଉପରେ ଆକାଶ ରୁ ହେଲା ଫୁଲ ବର୍ଷା । ତେବେ ଆପଣ ମାନେ ତ ନିଶ୍ଚିତ ଭାବରେ ଅନେକ ବାହାଘର ଦେଖିଥିବେ କିନ୍ତୁ ଏପରି ବିରଳ ବିବାହ ବହୁତ କମ ଦେଖିବା ପାଇଂ ମିଳିଥାଏ । ତେବେ ଆଜି ଆମେ ଆପଣ ମାନଙ୍କୁ ସେମିତି ଏକ ବିବାହ ବିଷୟରେ ଜଣେଇବୁ ଯାହା କି ଅତ୍ୟନ୍ତ ବିରଳ ଏବଂ ଅଦ୍ଭୁତ ବିବାହ କହିଲେ ଚଳେ ।

ତେବେ ଆପଣ ମାନେ ସମସ୍ତେ ଜାଣି ଥିବେ ଭାରତୀୟ ସଂସ୍କୃତି ରେ ବିବାହ ଏକ ପରମ୍ପରା । ଯାହାକି ବୈଦିକ ରୀତି ନୀତି ରେ ସମ୍ପର୍ଣ୍ଣ କରା ଯାଇ ଥାଏ । ଏହି ବିବାହ ବନ୍ଧନ ଏକ ପବିତ୍ର ବନ୍ଧନ । ଉଭୟ ସ୍ବାମୀ ସ୍ତ୍ରୀ ଙ୍କ ର ମନ ସହିତ ମନ ର ମିଳନ ଏବଂ ଆତ୍ମା ସହ ଆତ୍ମା ର ସଂଯୋଗ ହୋଇ ଥାଏ । ତେବେ ଆଜି କାଲି ସମାଜ ରେ ବିବାହ ଦ୍ବବିଧି ଅନୁସାରେ ଦେଖା ଯାଉଛି । ଗୋଟିଏ ଲଭ୍ ମ୍ୟାରେଜ୍ ଏବଂ ଅନ୍ୟ ଟି ହେଉଛି ଆରେଞ୍ଜେ ମ୍ୟାରେଜ୍ ।

ତେବେ ବିବାହ ପରେ ଉଭୟ ସ୍ବାମୀ ସ୍ତ୍ରୀ ଙ୍କ ର ଦାମ୍ପତ୍ୟ ଜୀବନ ରେ ପ୍ରେମ ନିଜିଡ ହୋଇ ଥାଏ । ଆଉ ଦୁନିଆ ର ସବୁ ସଂମ୍ପର୍କ ମଧ୍ୟରୁ ବିବାହ ଅତ୍ୟନ୍ତ ମଧୁର ସଂମ୍ପର୍କ ଅଟେ । ବିବାହ ବନ୍ଧନ ରେ ଉଭୟ ଜନ୍ମ ଜନ୍ମାନ୍ତର ପାଇଂ ସାଥୀ ହୋଇ ରହିବାକୁ ପ୍ରତିଜ୍ଞା କରି ଥାନ୍ତି ସ୍ବାମୀ ସ୍ତ୍ରୀ । ଆଉ ଯଦି ଉଭୟ. ପାର୍ଶ୍ବ ରୁ କେହି ବି ବିଶ୍ବାସ ଘାତକତା କରି ଥାଏ ତେବେ ସେହି ସଂମ୍ପର୍କ ଭାଙ୍ଗି ଯାଇଥାଏ ।


ତେବେ ଆପଣ ମାନେ ତ ନିଶ୍ଚିତ ଭାବରେ ଅନେକ ସମୟରେ ଦେଖିବାକୁ ପାଉଁ ଥିବେ ଏବଂ ଶୁଣି ଥିବେ ମଧ୍ୟ ବର ର ବରଯାତ୍ରୀ ଙ୍କୁ ନେଇ । କେତେ ବେଳେ ବର ଘୋଡା ରେ ଆସି ଥାଏ ତ ପୁଣି କେତେ ହେଲିକେପ୍ଟର ରେ ବର ଯାତ୍ରୀ ନେଇ ଆସି ଥାଏ ।

ଯାହା କି ଆମ ସମାଜ ରେ ବହୁତ କମ ଦେଖା ଯାଏ । ତେବେ ଆଜି ମଧ୍ୟ ଆମେ ଆପଣଙ୍କୁ ସେହିପରି ଗୋଟିଏ ବିରଳ ବିବାହ ବିଷୟରେ କହିବାକୁ ଯାଉଛୁ । ଯାହାର ଭିଡିଓ ବର୍ତତ୍ମାନ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି ।

ସୂଚନା ଅନୁସାରେ ସୁରଟ ସହର ର ସବୁଠାରୁ ଧନୀ ବ୍ୟବସାୟୀ ଙ୍କ ପୁଅ ବାହାଘର ସମାପନ ହୋଇଛି । ଆଉ ବର ଗାଁ କୁ କନ୍ୟା ଆଣିବାକୁ ହେଲିକେପ୍ଟର ନେଇ ଆସିଛନ୍ତି । କେବଳ ଏତିକି ନୁହେଁ ହେଲିକେପ୍ଟର ରୁ ବାହାଘର ମଣ୍ଡପ ଉପରେ ଆକାଶ ରୁ ଫୁଲ ବର୍ଷା ମଧ୍ୟ ହେଲା । ଯାହା ଦେଖିବା ପାଇଁ ଅତ୍ୟନ୍ତ ମନଲୋଭା ଥିଲା । ଆଉ ଏହି ବିବାହ ଏବଂ ବର ଆସବା କୁ ଦେଖି ସମସ୍ତେ କହୁଛନ୍ତି ବାହା ହେବ ତ ଏମିତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।