ollywood news-ଦେଖନ୍ତୁ live ଭିଡିଓ ରେ ସ୍ବାମୀଙ୍କ ସହିତ ସୋମାଲିନ୍ କଲେ ଏମିତି ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ

ଅଭିନେତା ଓ ଅଭିନେତ୍ରୀ ମାନଙ୍କର ଜୀବନ କିଛି ଭିନ୍ନ ଧରଣ ର ହୋଇ ଥାଏ ଏଣୁ ସେମାନେ ତାଙ୍କର ଖୁସି କୁ ମଧ୍ୟ ସୋସିଆଲ ମିଡ଼ିଆ ରେ ଉପଲୋଡ କରି ଥାଆନ୍ତି | ତେବେ ଆପଣ ଦୁଇ ଜାଆଁଳ ଭଉଣୀ ଜ୍ୟାଙ୍କଲୀନ ଓ ସୋମାଲିନ ଙ୍କୁ ତ ବେସ ଭଲ ଭାବରେ ଜାଣନ୍ତି ଯିଏ କି ରଜ କୁଇନ ର ବିଜେତା ଅଟନ୍ତି | ଏହାପରେ କିଛି ଧାରାବାହିକ ଓ ଆଲବମ ରେ କାର୍ଯ୍ୟ କରି ସେ ସମସ୍ତ ଦର୍ଶକ ଙ୍କ ଭଲ ପାଇବା ହାସଲ କରି ପାରି ଥିଲେ | ତେବେ ଜ୍ୟାଙ୍କଲୀନ ଙ୍କର ଏହି କିଛି ମାସ ପୂର୍ବରୁ ସେ ପ୍ରେମ ବିବାହ ରେ ବାନ୍ଧି ହୋଇ ଥିଲେ, ଆଉ ଏବେ ତାଙ୍କର ଭଉଣୀ ସୋମାଲିନ ଙ୍କର ବିବାହ ସମ୍ପୂର୍ଣ ହୋଇଛି ଯିଏ କି ବୋହୂ ବେଶ ରେ ସଜେଇ ହୋଇ ଖୁବ ସୁନ୍ଦର ଦେଖା ଯାଉ ଥିଲେ |

ଆପଣ ମାନେ ତ ଜାଣନ୍ତି ଯେ ସୋମାଲିନ ଙ୍କର ଏବେ ବଡ଼ ଆୟୋଜନ ରେ ବିବାହ ର ଉତ୍ସବ ହୋଇଛି | ମେହେନ୍ଦି ଲଗାଇବା ରୁ ଆରମ୍ଭ କରି ହଳଦୀ ଲଗାଇବା ଆଉ ତାପରେ କିପରି ବାଡ଼ୁଅ ପାଣିରେ ସମସ୍ତେ ମିଶି ତାଙ୍କୁ ଗାଧେଇ ଦେଇ ଥିଲେ ସେହି ସବୁ ଖୁସି ର ମୁହୂର୍ତ୍ତ ଆପଣ ଭିଡ଼ିଓ ମାଧ୍ୟମ ରେ ଦେଖି ଥିବେ |

ତେବେ ସୋମାଲିନ ଙ୍କର ବିବାହ କେତେ ବେଳେ ହେବ ତାହା ଦେଖିବା ପାଇଁ ତାଙ୍କ ଫ୍ୟାନ୍ସ ମାନେ ଚାତକ ଭଳି ଚାହିଁ ରହି ଥିଲେ ଆଉ ଶେଷରେ ସୋମାଲିନ ଙ୍କର ବଡ଼ ଆଡମ୍ବର ରେ ବିବାହ ର କାର୍ଯ୍ୟ ସମ୍ପୂର୍ଣ ହୋଇଛି |

ତେବେ ବର୍ତ୍ତମାନ ଚୁଲବୁଲି ଅଭିନେତ୍ରୀ ସୋମାଲିନ ବିବାହ କରି ସାରି ତାଙ୍କ ଜୀବନ ସାଥି ଙ୍କ ହାତ ଧରି ସବୁଦିନ ପାଇଁ ତାଙ୍କ ଶଶୁର ଘର କୁ ଚାଲି ଯାଇଛନ୍ତି | ତେବେ ସୋମାଲିନ ବର୍ତ୍ତମାନ ତାଙ୍କ ଶାଶୁ ଘରେ ତାଙ୍କ ସ୍ୱାମୀ ଙ୍କ ସହିତ ଅନେକ ଭିଡ଼ିଓ କରୁ ଥିବାର ନଜର ରେ ଆସିଛନ୍ତି ଯାହାକି ସେ ସୋସିଆଲ ମିଡ଼ିଆ ରେ ଉପଲୋଡ କରିଛନ୍ତି |

ତେବେ ଏକ ଲାଇଭ ଭିଡ଼ିଓ ରେ ସୋମାଲିନ ଓ ତାଙ୍କ ସ୍ୱାମୀ ନଜର ରେ ଆସି ଥିଲେ ଆଉ ସେହି ଭିଡ଼ିଓ ଉଭୟ ବେସ ଖୁସି ଥିବାର ମଧ୍ୟ ଦେଖିବାକୁ ମିଳି ଥିଲା | ଉଭୟ ସ୍ୱାମୀ ସ୍ତ୍ରୀ ଏତେ ମଜା ମସ୍ତି କରୁ ଥିଲେ ଯିଏ ବି ଏହି ଯୋଡି ଙ୍କୁ ଦେଖିବ ନିଶ୍ଚିତ ଭାବରେ ପସନ୍ଦ କରିବ | ତେବେ କେହି ଜଣେ ଦର୍ଶକ କମେଣ୍ଟ କରି ଥିଲେ କି ସୋମାଲିନ ବିବାହ କରିବା ପରେ ସମସ୍ତ ଙ୍କ ହୃଦୟ ଭାଙ୍ଗି ଦେଲେ |

ଆଉ ଏହାକୁ ଦେଖି ସ୍ୱାମୀ ହସିକି କହି ଥିଲେ ଯେ ଭଲ କଥା ଯାହା ହେଉ ମୋ ପାଇଁ ସମସ୍ତେ ଇର୍ଷା କରୁଛନ୍ତି | ଆଉ ଏହା ମଧ୍ୟ କହି ଥିଲେ ଯେ ଆମ ପରିବାର ଲୋକ ବିବାହ କରାଇଛନ୍ତି କାରଣ ଆମର ଜାତକ ରାଜ ଯୋଟକ ହୋଇ ଥିଲା |

ତେବେ ଦର୍ଶକ ଏହା ପରେ ପଚାରି ଥିଲେ କି ସୋମାଲିନ ସ୍ୱାମୀ ଙ୍କୁ କଣ ଗିଫ୍ଟ ଦେଲେ କିନ୍ତୁ ଉତ୍ତର ରେ ସୋମାଲିନ କହି ଥିଲେ ଯେ ମୁଁ ନିଜେ ଗିଫ୍ଟ ହୋଇ ତାଙ୍କ ଘରକୁ ଆସିଛି | ତେବେ ଏଭଳି ଅନେକ ମଜା ମସ୍ତି କଥା କହି ଦର୍ଶକ ମାନଙ୍କର ଭଲ ପାଇବାକୁ କିଣି ପାରି ଥିଲେ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।