ହୋଟେଲ Room ରେ ବୟଫ୍ରଣ୍ଡ୍ Arbaz ଙ୍କ ସହିତ Beauty Khan ଙ୍କ ଭିଡ଼ିଓ ଭାଇରାଲ, 3 Million ରୁ ଅଧିକ ଲୋକ ଦେଖି ସାରିଲେଣି

ଆଜି କାଲି ଯୁଗ ହେଉଛି ଟେକନୋଲୋଜି ଯୁଗ ସମସ୍ତେ ଅର୍ଥାତ ଛୁଆ ରୁ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ ସୋସିଆଲ ମିଡ଼ିଆ ଜଡ଼ିତ ବା ସମସ୍ତେ ସ୍ମାର୍ଟ ଫୋନ ୟୁଜ କରୁଛନ୍ତି | ତେବେ ଆପଣ ତ ଦେଖି ଥିବେ କିଛି ସାଧାରଣ ଲୋକ ଥାଆନ୍ତି ଯେଉଁ ମାନେ ଏହି ସୋସିଆଲ ମିଡ଼ିଆ ରେ କିଛି କିଛି ଭିଡ଼ିଓ ଉପଲୋଡ କରି ସାରା ଦୁନିଆ ରେ ସେଲିବ୍ରେଟି ହୋଇ ଯାଇ ଥାଆନ୍ତି | ପ୍ରାୟ କରି ରିଲ୍ସ ଭିଡ଼ିଓ କରି ଦର୍ଶକ ମାନଙ୍କ ହୃଦୟ ରେ ଏକ ଜାଗା ସୃଷ୍ଟି କରି ଘରେ ଘରେ ପରିଚିତ ହୋଇ ଯାଇ ଥାଆନ୍ତି |

ତେବେ ସାଧାରଣ ଲୋକ ଙ୍କ ଠାରୁ ସେଲିବ୍ରେଟି ମାନେ ଟିକେ ଅଧିକାଂଶ ଷ୍ଟାଇଲିସ ଭାବରେ ଜୀବନ ଯାପନ କରି ଥାଆନ୍ତି ଏବଂ ତାଙ୍କର ଛୋଟ ଛୋଟ ଖୁସି କୁ ସୋସିଆଲ ମିଡ଼ିଆ ମାଧ୍ୟମ ରେ ଉପଲୋଡ କରି ଥାଆନ୍ତି |

ତେବେ ସେଲିବ୍ରେଟି ଙ୍କର ଏଭଳି ଭିଡ଼ିଓ ଦେଖିବା ପାଇଁ ମଧ୍ୟ ଦର୍ଶକ ମାନେ ଚାତକ ଭଳି ଚାହିଁ ରହି ଥାଆନ୍ତି | ତେବେ ଆଜି ଏଭଳି ଏକ ସେଲିବ୍ରେଟି ଙ୍କ କଥା କହିବୁ ଯାହାକୁ ଆପଣ ବେସ ଭଲ ଭାବରେ ଜାଣିଛନ୍ତି ଏବଂ ସେ ବର୍ତ୍ତମାନ ଖୁବ ଚର୍ଚ୍ଚା ରେ ଅଛନ୍ତି |

ତେବେ ଆପଣ ଟିକଟକ ର ଷ୍ଟାର ବିୟୁଟି ଖାନ ଙ୍କୁ ତ ବେସ ଭଲ ଭାବରେ ଜାଣିଛନ୍ତି ଯିଏ କି ସୋସିଆଲ ମିଡ଼ିଆ ରେ ପ୍ରାୟ ସମୟ ଅତିବାହିତ କରି ଥାଆନ୍ତି | ଏହି ଅଭିନେତ୍ରୀ ବିୟୁଟି ଖାନ ଙ୍କର ଚୁଲବୁଲି ନଖରାମି ଏବଂ ତାଙ୍କର ଅଭିନୟ ରେ ସେ ସାରା ଦର୍ଶକ ମାନଙ୍କର ଭଲ ପାଇବାକୁ ହାସଲ କରି ପାରିଛନ୍ତି | ତେବେ ସେ ଯେପରି ସୁନ୍ଦର ଅଭିନୟ କରି ଲୋକ ମାନଙ୍କ ମନ କୁ କିଣିଛନ୍ତି ଠିକ ସେହି ପରି ନିଜ ରୂପ ବା ସୋନ୍ଦର୍ଯ୍ୟ ମାଧ୍ୟମ ରେ ମଧ୍ୟ ଲୋକ ମାନଙ୍କର ମନ କୁ ଜିଣିଛନ୍ତି |

ସେ ଅନେକ ସମୟ ରେ ଅନେକ ପ୍ରକାର ଭିଡ଼ିଓ ଓ ବିଭିନ୍ନ ପୋଜ ବା ବିଭିନ୍ନ ଷ୍ଟାଇଲ ରେ ଫୋଟ ଉଠାଇ ସୋସିଆଲ ମିଡ଼ିଆ ରେ ଉପଲୋଡ କରି ଥାଆନ୍ତି ଯାହାକୁ ତାଙ୍କ ଫ୍ୟାନ୍ସ ମାନେ ବହୁତ ଭଲ ଭଲ କମେଣ୍ଟ ମଧ୍ୟ ଦେଇ ଥାଆନ୍ତି | ତେବେ ତାଙ୍କର ଆଉ ଏକ ଭିଡ଼ିଓ ଦେଖିବାକୁ ମିଳିଛି ଯେଉଁଥିରେ ସେ ତାଙ୍କ ବୟଫ୍ରେଣ୍ଡ ଙ୍କ ସହିତ ଥିବାର ନଜର ରେ ଆସିଛନ୍ତି |

ତେବେ ବିୟୁଟି ଖାନ ତାଙ୍କ ବୟଫ୍ରେଣ୍ଡ ଅରବାଜ ମଲ୍ଲିକ ଙ୍କ ସହିତ ହୋଟେଲ ର ଏକ ରୁମ ଭିତରେ ବହୁତ ମଜା ମସ୍ତି କରୁ ଥିବାର ଦେଖିବାକୁ ମିଳିଛି | ଆଉ ଏକ କଥା ପାଇଁ ସେ ତାଙ୍କ ବୟଫ୍ରେଣ୍ଡ ଙ୍କ ସହିତ ମିଶି ଦର୍ଶକ ମାନଙ୍କୁ ଧନ୍ୟବାଦ କହୁ ଥିବାର ମଧ୍ୟ ଦେଖିବାକୁ ମିଳିଛି | ତେବେ ସୋସିଆଲ ମିଡ଼ିଆ ରେ ବିୟୁଟି ଖାନ ଙ୍କର ପ୍ରଶଂସକ ଅର୍ଥାତ 6 ମିଲିୟନ ଫ୍ୟାନ ଅତିକ୍ରମ କରି ଥିବାରୁ ସେ ବେସ ଖୁସି ଅଛନ୍ତି, ଏଣୁ ସେ ସମସ୍ତ ଙ୍କୁ ଧନ୍ୟବାଦ ଜଣାଇଛନ୍ତି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।