ସ୍ୱାମୀ ଘରେ ନଥିବା ବେଳେ ସ୍ତ୍ରୀ ଡାକି ପ୍ରେମିକ ସହିତ କରୁଥିଲେ ଲୀଳା…ଦେଖନ୍ତୁ Viral ଭିଡ଼ିଓ

ଏହି ଦୁନିଆ ରେ ବିବାହ ଏକ ପବିତ୍ର ବନ୍ଧନ ହୋଇଥିବା ବେଳେ ଲୋକେ ଏହା କୁ କଣ୍ଢେଇ ଖେଳ ସହିତ ସମାନ କରିଦେଇଛନ୍ତି। ବାହାଘର ରେ ଭଗବାନ କୁ ସାକ୍ଷୀ ରାଖୀ ନେଇଥିବା ଶପଥ କୁ ମିଛ ପ୍ରେମ ପାଏ ଭୁଲି ଯାଉଛନ୍ତି।ଆଉ ଏହି କାରଣ ପାଇଁ ସମାଜ ରେ ଦିନ କୁ ଦିନ ଘଟିଛି ବହୁ ନିନ୍ଦନୀୟ ଘଟଣା,ଯାହା ଖାଲି ଆମ ସମାଜ କୁ ନୁହେଁ ଆମ ସଂସ୍କୃତି କୁ ମଧ୍ୟ ଲଜ୍ଜିତ କରିଛି।ପ୍ରେମ ଏକ ଏପରି ଶବ୍ଦ ଯାହା ଦୁଇ ହୃଦୟ କୁ ବାନ୍ଧି ରଖି ଥାଏ। କୌଣସି ବି ସମ୍ପର୍କ ରେ ପ୍ରେମ ରହିବା ନିହାତି ଆବଶ୍ୟକ।

କେବଳ ପ୍ରେମିକ ପ୍ରେମିକା ଙ୍କ ଭିତରେ ଥିବା ସଂପର୍କ କୁ ପ୍ରେମ କୁହା ଯାଏ ନାହି। ପ୍ରେମ ର ସ୍ଵାଦ ନିଆରା। ତେବେ ସେହି ପ୍ରେମ କେତେବଳେ କାହା ପାଇଁ ପ୍ରତାରଣା ସଜି ଥାଏ ତ କେତେ ବେଳେ ପ୍ରେମ ରୋମାଞ୍ଚକ ହୋଇ ଥାଏ। ପ୍ରେମ ର କୌଣସି ପରି ଭାଷା ନ ଥାଏ।

ଆଜି ର ଦୁନିଆ ରେ ଅନେକ କିଛି ଘଟଣା ଘଟୁଛ। ବିଶ୍ୱାସ ଏବଂ ଭରସା ଯେ କୌଣସି ସମ୍ପର୍କର ମୂଳଦୁଆ ଅଟେ।ସ୍ୱାମୀ ସ୍ତ୍ରୀ ସମ୍ପର୍କ ମଧ୍ୟରେ ଏହା ନିତ୍ୟାନ୍ତ ଆବଶ୍ୟକ ଅଟେ। କିନ୍ତୁ ଅନେକ ସମୟରେ ନିଜ ପ୍ରେମିକ ପ୍ରେମିକାଙ୍କ ପାଇଁ ଲୋକେ ଏଭଳି ସମ୍ପର୍କ କୁ ଏଡାଇ ଦେଇ ନିଜ ସାଥୀଙ୍କୁ ଧୋକା ଦେଇଥାନ୍ତି।

 ତେବେ ଏଭଳି ଖବର ଆପଣ ଆଗରୁ ଜାଣିଥିବେ ଶୁଣିଥିବେ ମଧ୍ୟ। ଆଜି ଆମେ ଆପଣଙ୍କ ପାଖକୁ ଠିକ୍ ସେହିପରି ଏକ ଘଟଣା ନେଇ ଆସିଛୁ।ବର୍ତ୍ତମାନ ଏହିପରି ଏକ ଘଟଣାର ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଆସନ୍ତୁ ଜାଣିବା ପୁରା ଘଟଣା।

ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ ସ୍ତ୍ରୀ ଜଣଙ୍କ ନିଜ ପ୍ରେମିକ କୁ ଘରକୁ ଡାକି ଥିବା ବେଳେ ନିଜ ସ୍ବାମୀ ହାତରେ ଧରା ପଡିଯାଇଛନ୍ତି । ଘରେ ସ୍ବାମୀ ନଥିବା ସମୟରେ ସ୍ତ୍ରୀ ପ୍ରେମିକାକୁ ଡାକିଥିଲା କିନ୍ତୁ ଅଚାନତ ସ୍ବାମୀ ଘରକୁ ଫେରି ଆସିଥିଲେ ଏବଂ ଉଭୟ ଙ୍କୁ ରୁମ୍ ଭିତରେ ଥିବା ଦେଖି ଥିଲେ ।

ତେବେ ସ୍ବାମୀ ଜଣଙ୍କ ପରେ ଯେତେବେଳେ ଜାଣିବାକୁ ପାଇ ଥିଲେ ଯେ ଏହି ଯୁବକ ଜଣଙ୍କ ହେଉଛନ୍ତି ତାଙ୍କ ସ୍ତ୍ରୀ ଙ୍କ ପ୍ରେମୀକ ସେତେବେଳେ ସେ ଆଶ୍ଚର୍ଯ୍ୟ ହୋଇ ଯାଇ ଥିଲେ । କେବଳ ତାଙ୍କ ସ୍ବାମୀ ନୁହେଁ ବରଂ ତାଙ୍କ ପରିବାର ଲୋକେ ମଧ୍ୟ ଏହି ଘଟଣାକୁ ଦେଖିଥିଲେ ଏବଂ ଏହାର ଭିଡିଓ ମଧ୍ୟ କେହି ଜଣେ ରେକର୍ଡ କରିଥିଲେ । ଏପରି ଘଟଣା ନିଶ୍ଚିତ ଭାବରେ ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ଏହି ଘଟଣାରୁ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।