ପ୍ରଥମ ଥର ପାଇଁ ଦେଖନ୍ତୁ Tarang TV ହିରୋଇନ୍ ମାନଙ୍କର Real Life ର ସୁନ୍ଦରୀ ମା ମାନଙ୍କୁ , Ollywood news

ତେବେ ଆମର ମନରଞ୍ଜନ କରିବା ପାଇଁ ଆମେ ଟିଭି ଏବଂ ମୋବାଇଲ ଆଦିରେ ଅନେକ କାର୍ଯ୍ୟକ୍ରମ ଦେଖି ଥାଉ | ଯେପରି ଫିଲ୍ମ, ସିରିଏଲ, ଗୀତ ନହେଲେ କିଛି ମଜାଦାର ସୋ, ତେବେ ଏଥି ମଧ୍ୟରୁ ନୀତି ଦିନ ପ୍ରାୟ ଲୋକ ସିରିଏଲ ହିଁ ଦେଖି ଥାଆନ୍ତି | ଆଉ ଯେଉଁ ସିରିଏଲ ଦେଖନ୍ତି ସେହି ସିରିଏଲ ରେ ଅଭିନୟ କରୁ ଥିବା ପ୍ରତେକ ଆକ୍ଟର୍ସ ମାନଙ୍କୁ ବହୁତ ଭଲ ମଧ୍ୟ ପାଆନ୍ତି | ତେବେ ଆପଣ ତ ଜାଣନ୍ତି ଯେ ତରଙ୍ଗ ଟିଭି ରେ ଅନେକ ପ୍ରକାର ର ଭଲ ଭଲ ସିରିଏଲ ଦେଇ ଥାଏ ଆଉ ଯାହାକୁ ଦେଖିବା ପାଇଁ ପ୍ରାୟ ଦର୍ଶକ ମାନେ ଚାହିଁ ରହି ଥାଆନ୍ତି ଏବଂ ଟିଭି ଆଗରୁ ଉଠି ମଧ୍ୟ ଯାଇ ପାରନ୍ତି ନାହିଁ |

ତେବେ ଏହି ସିରିଏଲ ରେ ଅନେକ ସୁନ୍ଦର ସୁନ୍ଦର ଅଭିନେତ୍ରୀ ମାନେ ଅଭିନୟ କରି ଥାଆନ୍ତି, ତେବେ ଆମେ ଆଜି ଜାଣିବା ଯେ ଏହି ସୁନ୍ଦରୀ ଅଭିନେତ୍ରୀ ମାନଙ୍କର ପ୍ରକୃତ ମା କିଏ |

1. ନିଲାଖି ପାତ୍ର :- ତେବେ ନିଲାଖି ପାତ୍ର ଯିଏ କି ସିନ୍ଦୁର ର ଅଧିକାର ସିରିଏଲ ର ହିରୋଇନ ଅଟନ୍ତି ଏବଂ ତାଙ୍କ ସୁନ୍ଦର ଅଭିନୟ ମଧ୍ୟ ଆପଣ ଦେଖି ଥିବେ | ତେବେ ନିଲାଖି ଙ୍କର ମା ମଧ୍ୟ ବହୁତ ସୁନ୍ଦର ଦେଖା ଯାଆନ୍ତି ଏବଂ ସେ ଜଣେ ହାଉସ ୱାଇଫ ଅଟନ୍ତି |2. ସୁମନ ପଟ୍ଟନାୟକ :- ତେବେ ଏହି ଅଭିନେତ୍ରୀ ତାରିଣୀ ଆଖିର ତାରା ସିରିଏଲ ର ଅଭିନେତ୍ରୀ ଅଟନ୍ତି ଯିଏ କି ତାରିଣୀ ରୋଲ ରେ ବେସ ଭଲ ଅଭିନୟ କରୁ ଥିବାର ଆପଣ ଦେଖି ଥିବେ | ସୁମନ ଙ୍କର ମା ମଧ୍ୟ ତାଙ୍କ ଝିଅ ଭଳି ଖୁବ ସୁନ୍ଦର ଅଟନ୍ତି |

3. ଜସ୍ମିନ ରଥ :- ଜସ୍ମିନ ରଥ ଯିଏ କି ମାୟା ସିରିଏଲ ର ଅଭିନେତ୍ରୀ ଅଟନ୍ତି ଏବଂ ସେ ଖୁବ ସୁନ୍ଦର ମଧ୍ୟ ଦେଖା ଯାଆନ୍ତି ଏବଂ ସୁନ୍ଦର ଅଭିନୟ ମଧ୍ୟ କରନ୍ତି | ତେବେ ଜସ୍ମିନ ଙ୍କ ମା ଙ୍କର ନାମ ହେଉଛି ସୁଧାଂଶୁ ବାଳା ନନ୍ଦ |

4. ସୁଚରିତା ସ୍ୱାଇଁ :- ତେବେ ଏହି ଅଭିନେତ୍ରୀ ସିନ୍ଦୁର ଅଧିକାର ର ସିରିଏଲ ରେ ଉର୍ବୀ ଭୂମିକା ରେ ଅଭିନୟ କରନ୍ତି, ତେବେ ଉର୍ବୀ ଙ୍କ ମା ମଧ୍ୟ ତାଙ୍କ ଭଳି ଦେଖିବା ପାଇଁ ଖୁବସୁନ୍ଦର ଅଟନ୍ତି |

5. ପ୍ରିୟଙ୍କା ରଥ :- ପ୍ରିୟଙ୍କା ରଥ କୁଆଁରୀ ବୋହୂ ସିରିଏଲ ର ଶ୍ରଦ୍ଧା ଅଟନ୍ତି ଯିଏ କି ଖୁବ ସୁନ୍ଦର ଅଭିନୟ କରିବା ସହିତ ବହୁତ ସୁନ୍ଦର ଦେଖା ମଧ୍ୟ ଯାଆନ୍ତି | ତେବେ ପ୍ରିୟଙ୍କା ଙ୍କ ମା ମଧ୍ୟ ଖୁବ ସୁନ୍ଦର ଦେଖା ଯାଆନ୍ତି |


6. ଅସୀମା ପତି :- ଅସୀମା ପତି ଯିଏ କି ତାରିଣୀ ଆଖିର ତାରା ସିରିଏଲ ରେ ତାରା ଭୂମିକା ରେ ଅଭିନୟ କରନ୍ତି ଏବଂ ସେ ଯେପରି ସୁନ୍ଦର ତାଙ୍କ ମା ମଧ୍ୟ ସେଭଳି ଖୁବ ସୁନ୍ଦର ଦେଖା ଯାଆନ୍ତି ଏବଂ ସେ ଜଣେ ହାଉସ ୱାଇଫ ଅଟନ୍ତି |

7. ସୁଶ୍ରୀ ସୁଭାଷିନୀ :- ତେବେ ସୁଶ୍ରୀ ସୁଭାଷିନୀ ମଙ୍ଗଳା ଚରଣ ସିରିଏଲ ର ଅଭିନେତ୍ରୀ ଅଟନ୍ତି ଯିଏ କି ତାଙ୍କ ଅଭିନୟ ଓ ସୁନ୍ଦରତା ଦ୍ୱାରା ଦର୍ଶକ ମାନଙ୍କୁ ବାନ୍ଧି ରଖିଛନ୍ତି ଏବଂ ତାଙ୍କ ମା ମଧ୍ୟ ଖୁବ ସୁନ୍ଦର ଦେଖା ଯାଆନ୍ତି |