Breaking News – ଏବେ ଚଳଚିତ୍ର ଜଗତରୁ ଆସିଲା ବଡ ଦୁଖଦଃ ଖବର ! ଏହି Femous ଅଭିନେତ୍ରୀ ଙ୍କର ହଠାତ ମୃତ୍ୟୁ ଘଟିଲା, ଚାରିଆଡେ ଖେଳିଗଲା ଶୋକରଛାୟା….

ତେବେ ଦୁଇ ବର୍ଷ ହେଲା ଆମ ଭାରତ ରେ ମହାମାରୀ କରୋନା ଅନେକ ପ୍ରଭାବ ପକାଇ ସାରିଲାଣି, ଏବେ ହୁଏତ ଏହି ସଂକ୍ରମଣ କିଛି ମାତ୍ରା ରେ କମି ଯାଇଛି କିନ୍ତୁ ଏହି କରୋନା ଆମଠୁ ଅନେକ କିଛି ଛଡାଇ ମଧ୍ୟ ନେଇ ଯାଇଛି ଯାହାକୁ କେହି ମଧ୍ୟ ଆଉ ଫେରାଇ ଆଣି ପାରିବେ ନାହିଁ | ଏହି କରୋନା ରେ ଧନ, ଜୀବନ ରୁ ଆରମ୍ଭ କରି ଶିକ୍ଷାନୁଷ୍ଠାନ ରେ ମଧ୍ୟ ଅନେକ ପ୍ରଭାବ ପକାଇଛି | କାହା ପରିବାର ରେ ଯେ କେତେ କାହାର ମୃତ୍ୟୁ ହୋଇଛି ତାହା କଳନା ମଧ୍ୟ କରା ଯାଇ ପାରିବ ନାହିଁ |

ଏହି ମହାମାରୀ କରୋନା ରେ ଆକ୍ରାନ୍ତ ହୋଇ ଅନେକ ବଡ଼ ବଡ଼ ସେଲିବ୍ରେଟି ଙ୍କ ଜୀବନ ମଧ୍ୟ ଅକାଳ ରେ ଚାଲି ଯାଇଛି ଯାହାକି ଫିଲ୍ମ ଇଣ୍ଡଷ୍ଟ୍ରି ଓ ଫ୍ୟାନ୍ସ ମାନଙ୍କ ପାଇଁ ବହୁତ ବଡ଼ ଦୁଃଖ ର କଥା | ତେବେ ପୁଣି ଏକ ସେଭଳି ଦୁଃଖମୟ ଖବର ଆସିଛି ପହଞ୍ଚିଛି, ପୁଣି ଏକ ସେଲିବ୍ରେଟି ଙ୍କର ଏହି କରୋନା ଯୋଗୁଁ ଜୀବନ ଚାଲି ଯାଇଛି ତେବେ ଆସନ୍ତୁ ଏହି କଳାକାର ସମ୍ପର୍କ ରେ ଜାଣିବା |
ତେବେ ଷ୍ଟାରପ୍ଲସ ଚ୍ୟାନେଲ ରେ ପ୍ରସାରିତ ହେଉ ଥିବା ଏକ ‘ଅନୁପମା’ ସିରିଏଲ ତ ଆପଣ ମାନେ ନିଶ୍ଚିତ ଭାବରେ ଦେଖୁ ଥିବେ, ଯାହାକି ପ୍ରାୟ ଦର୍ଶକ ମାନଙ୍କୁ ଏହି ସିରିଏଲ ଟି ପସନ୍ଦ | ତେବେ ଅନୁପମା ଓରଭ ରୁପାଲୀ ଗାଙ୍ଗୁଲି ଙ୍କ ମା କ୍ୟାରେଟର ରେ ଅଭିନୟ କରୁ ଥିବା ଅଭିନେତ୍ରୀ ମାଧବୀ ଗୋଗଟେ ଙ୍କର ଦେହାନ୍ତ ହୋଇ ଯାଇଛି |

ଅଭିନେତ୍ରୀ ମାଧବୀ ସିରିଏଲ କହିଁ ତୋ ହୋଗା ରେ ମଧ୍ୟ ବେସ ଜଣା ଶୁଣା ଥିଲେ | ତେବେ ସୂଚନା ଅନୁଯାଇ ମାଧବୀ ଗତ କିଛି ଦିନ ଧରି କରୋନା ରୋଗ ରେ ସଂକ୍ରମିତ ହୋଇ ଥିଲେ ଯାହାଙ୍କର ଅବସ୍ଥା ମଧ୍ୟ ବହୁତ ଗୁରୁତର ହୋଇ ପଡି ଥିଲା |

ତେବେ ଚିକିତ୍ସା ଚାଲି ଥିବା ସମୟ ରେ ଗତ କାଲି ମୁମ୍ବାଇ ର ସେଭେନ ହିଲସ ହସ୍ପିଟାଲ ରେ ତାଙ୍କର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି | ତେବେ ମୃତ୍ୟୁ ର ସମୟ ରେ ମାଧବୀ ଙ୍କୁ ମାତ୍ର 58 ବୟସ ହୋଇ ଥିଲା | ତେବେ ତାଙ୍କର ଏଭଳି ମୃତ୍ୟୁ ରେ ତାଙ୍କ ପରିବାର ଲୋକ ଏବଂ ଅନେକ ସେଲିବ୍ରେଟି ଓ ଦର୍ଶକ ମାନେ ଦୁଃଖ ପ୍ରକାଶ କରିଛନ୍ତି |

ରୁପାଲୀ ଗାଙ୍ଗୁଲି ମଧ୍ୟ ଇନ୍ଷ୍ଟଗ୍ରାମ ରେ ଏକ ଫୋଟ ପୋଷ୍ଟ କରି ଶ୍ରଦ୍ଧାଞ୍ଜଳି ଦେଇଛନ୍ତି | ଏହା ସହିତ ମାଧବୀ ଙ୍କ ବନ୍ଧୁ ନିଲୁ କୋହଲି ଦୁଃଖ ରେ ଏକ ଫୋଟ ପୋଷ୍ଟ କରି ଲେଖିଛନ୍ତି ଯେ, ମାଧବୀ ଗୋଗ୍ଟେ ମୋର ପ୍ରିୟ ବନ୍ଧୁ ଆଉ ନାହାଁନ୍ତି … ମୁଁ ବିଶ୍ୱାସ କରିପାରିବି ନାହିଁ ଯେ ତୁମେ ଆମକୁ ଛାଡି ଚାଲିଯାଇଛ | ” ହୃଦୟ ଭାଙ୍ଗି ଯାଇଛି, ତୁମର ଏବେ ଯିବାର ବୟସ ହୋଇନଥିଲ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।