Special Tips – ସ୍ଵାମୀ ଓ ସ୍ତ୍ରୀ ଙ୍କ ମଧ୍ୟରେ ବାରମ୍ବାର ଝଗଡା ହେଉଥିଲେ ଜାଣନ୍ତୁ କଣ କରିବେ

ଆମ ସମାଜ ରେ ବିବାହ ଏକ ପବିତ୍ର ବନ୍ଧନ ହୋଇ ଥାଏ ଯାହା ସାତ ଜନ୍ମ ପର୍ଯ୍ୟନ୍ତ ଅତୁଟ ହୋଇ ରହି ଥାଏ ଏବଂ ଉଭୟ ସ୍ୱାମୀ ସ୍ତ୍ରୀ ଉଭୟ ଙ୍କ ସୁଖ ଦୁଃଖ ର ସାଥି ହେବେ ବୋଲି ପ୍ରତିଶୃତି ଦେଇ ଥାଆନ୍ତି | କିନ୍ତୁ ଆଜି କାଲି ଯୁଗ ରେ ପ୍ରାୟ ସ୍ୱାମୀ ସ୍ତ୍ରୀ ଙ୍କ ମଧ୍ୟରେ କଳହ ହେବାର ଦେଖା ଯାଏ | କିଛି ଛୋଟ ମୋଟ କାରଣ ଯୋଗୁଁ ସେମାନେ ଝଗଡା କରି ବସନ୍ତି ଆଉ ଏହି ଛୋଟ ଝଗଡା ରେ ପରିବାର ରେ ଅନେକ ଅଶାନ୍ତି ସୃଷ୍ଟି ହୋଇ ଥାଏ ଏବଂ ଏହି ଛୋଟ ଝଗଡା ମଧ୍ୟ ବହୁତ ବଡ଼ ଆକାର ରେ ପରିବର୍ତ୍ତନ ହୋଇ ଥାଏ |

ତେବେ ଏହି ସ୍ୱାମୀ ସ୍ତ୍ରୀ ଙ୍କ ମଧ୍ୟରେ ଝଗଡା ବାସ୍ତୁ ଦୋଷ ଯୋଗୁଁ ହୋଇ ଥାଏ, ଏଣୁ ଆମେ ଆଜି କିଛି ଏଭଳି କଥା ବିଷୟ ରେ ଜଣାଇବୁ ଯାହାଦ୍ୱାରା ସ୍ୱାମୀ ସ୍ତ୍ରୀ ଙ୍କ ଜୀବନ ସୁନ୍ଦର ହୋଇ ପାରିବ |

1. ସ୍ୱାମୀ ସ୍ତ୍ରୀ ଙ୍କ ମଧ୍ୟରେ ଯଦି ଝଗଡା ସୃଷ୍ଟି ହେଉଛି ତେବେ ଦୁଇଟି ମୟୂର ପୁଚ୍ଛ ଆଣି ନିଜ ବିବାହ ର ଆଲବମ ରେ ରଖି ଦିଅନ୍ତୁ ଦେଖିବେ ଆପଣଙ୍କ ମଧ୍ୟରେ ମଧୁର ସମ୍ପର୍କ ଉପୁଜିବ |

2. କୌଣସି ଏକ ମଙ୍ଗଳବାର ଦିନ ଭୂଇଁ ରେ ମୁଣ୍ଡ ଲଗାଇ ପ୍ରଣାମ କରନ୍ତୁ ଯେପରି ଭୂଇଁ ର ଧୂଳି ମୁଣ୍ଡ ରେ ଲାଗିବ, ଏହା କରିବା ଦ୍ୱାରା ଚର୍ମ ରୋଗ ଦୂର ହୋଇ ଥାଏ |

3. ଘରେ ଯଦି କୌଣସି ପ୍ରକାର ର ଅଶୁଭ ଦେଖା ଯାଇଛି ତେବେ ରାତିରେ ଶୋଇବା ପୂର୍ବରୁ ଘର କୌଣସି ଏକ କୋଣ ରେ ଲୁଣ ରଖନ୍ତୁ ଏବଂ ଏହାକୁ ଅଧୁଆ ମୁହଁରେ ପାଣିରେ ଭସାଇ ଦିଅନ୍ତୁ, ଦେଖିବେ ଅଶୁଭତ୍ୱ ଦୂର ହୋଇ ଯିବ |

4. ରଜ ସଂକ୍ରାନ୍ତି ଦିନ ଆପଣଙ୍କ ଘରର ଦ୍ୱାର ମୁହଁରେ ହଳଦିଆ ଚିତା ଉପରେ ଏକ ଲାଲ ଚିତା ଆଙ୍କନ୍ତୁ, ଏହା ପୁରା ବର୍ଷ ଆପଣଙ୍କ ପାଇଁ ଶୁଭ ରହିବ |

5. ମାଟି ସୁରେଇ ରେ ପାଣି ରଖି ତାକୁ ଘରର ଉତ୍ତପ ପୂର୍ବରୁ କୋଣ ରେ ରଖିଲେ ସମସ୍ତ ବାସ୍ତୁ ଦୋଷ ସମସ୍ୟା ଦୂର ହୋଇ ଯାଇ ଥାଏ |

6. ଯଦି ଆପଣ ଟିକେ ଟିକେ କଥା ରେ ବାରମ୍ବାର ଚିଡ଼ ଚିଡ଼ ହେଉଛନ୍ତି ତେବେ 5 ଥର ଗୋଡ଼ କୁ ଧୋଇଲେ ତାହା କମ ହୋଇ ଯାଇ ଥାଏ |


7. ପୁରୁଷର ଡାହାଣ ହାତ ପାପୁଲି ଓ ନାରୀ ର ବାମ ହାତର ପାପୁଲି କୁଣ୍ଡେଇ ହେଲେ ଶୁଭ ଫଳ ମିଳି ଥାଏ ଏବଂ ପୁରୁଷର କାନ ରେ କେଶ ବଢିଲେ ଶୁଭ ହୋଇ ଥାଏ |

8. ଯଦି କୌଣସି ସର୍ପ ଦଂଶନ କରୁଛି ତେବେ ସଙ୍ଗେ ସଙ୍ଗେ 12 ବର୍ଷ ରୁ ଅଧିକ ପିଲାଙ୍କ ପରିସ୍ରା ପିଆଇ ଦିଅନ୍ତୁ ଫଳରେ ବିଷ ଶରୀର ରୁ ବାହାରି ଯିବ |

9. କେବଳ ଠାକୁର ଘର କୁ ଛାଡି ଦେଲେ ଅନ୍ୟ ଘରେ ମହାଭାରତ ର ବହି ବା ଫୋଟ ରଖନ୍ତୁ ନାହିଁ |

10. ସୂର୍ଯ୍ୟ ଅସ୍ତ ହେବା ପରେ କାହାକୁ କ୍ଷୀର, ହଳଦୀ ଏବଂ ଝାଡୁ ଦିଅନ୍ତୁ ନାହିଁ |

11. ଧାନ ର ଧୂଳି, ଭଣଜା ର ପାଦ ଧୂଳି, ବ୍ରାହ୍ମଣ ର ପାଦ ଧୂଳି ଏବଂ ଗାଈ ଖୁରା ର ଧୂଳି ଘରେ ପଡିଲେ ଶୁଭ ହୋଇ ଥାଏ |

12. ମାଣ୍ଡିଆ, ଗହମ, ଧାନ, ସୋରିଷ, ମୁଗ ଏବଂ କଳାରାଶି ଏକାଠି କରି ସବୁ ରୁମ ରେ କପଡା ରେ ରଖିଲେ ବହୁତ ଶୁଭ ହୋଇ ଥାଏ |