ଦେଖନ୍ତୁ shoking vedio: –ମୋ ସ୍ୱାମୀ ଓ ଭଣଜା ମିଶି ମୋର ଦୁଷ୍କର୍ମ କରିଛନ୍ତି, …ଏବେ କହୁଛନ୍ତି ଯଦି ମୁଁ କେଶ କମ୍ପ୍ରମାଇଜ୍ ନକରେ ତେବେ ସେମାନେ……..ଦୟାକରି ଏହି ଭଉଣୀ ଙ୍କୁ ନ୍ୟାୟ ପାଇଁ ସ୍ବରତ୍ତୋଳନ କରନ୍ତୁ..

ଆମ ସମାଜ ରେ ବିବାହ ଏକ ପବିତ୍ର ବନ୍ଧନ ହୋଇ ଥାଏ ଏବଂ ଏହା ସାତ ଜନ୍ମ ପର୍ଯ୍ୟନ୍ତ ଅତୁଟ ହୋଇ ରହି ଥାଏ | ଉଭୟ ଯେତେ ବେଳେ ବିବାହ କରନ୍ତି ସ୍ୱାମୀ ସ୍ତ୍ରୀ ଉଭୟ ଙ୍କ ଦୁଃଖ ରେ ଦୁଃଖୀ ଓ ସୁଖ ରେ ସୁଖୀ ହୋଇ ରହିବାର ବଚନ ମଧ୍ୟ ନେଇ ଥାଆନ୍ତି | ଏହା ସହିତ ସ୍ୱାମୀ ସ୍ତ୍ରୀ ର ସମସ୍ତ କାର୍ଯ୍ୟ ର ବହନ ଏବଂ ତା କର୍ତ୍ତବ୍ୟ କୁ ପାଳନ କରି ସବୁ ବିପଦ ରୁ ରକ୍ଷା କରିବ ବୋଲି ପ୍ରତିଶୃତି ଦେଇ ଥାଏ |

କିନ୍ତୁ ଆଜି କାଲିର ଯୁଗ ରେ କିଛି ଏପରି ସ୍ୱାମୀ ଅଛନ୍ତି ଯେଉଁ ମାନେ ସ୍ତ୍ରୀ କୁ ଅନେକ ଅତ୍ୟାଚାର କରି ଥାଆନ୍ତି ଏବଂ ବହୁତ ଦୁଃଖ କଷ୍ଟ ଆଦି ଦେଇ ଥାଆନ୍ତି ଯାହାକି ବହୁତ ଲଜ୍ୟା ଜନକ କଥା ଅଟେ | ନିଜ ସ୍ତ୍ରୀ କୁ ବିପଦ ରୁ ଉଦ୍ଧାର କରିବା ବଦଳ ରେ ବିପଦ ଆଡ଼କୁ ବରଂ ନିଜେ ହିଁ ଠେଲି ଦେଇ ଥାଆନ୍ତି | ତେବେ ସେଭଳି ଏକ ଘଟଣା ଦେଖିବା ପାଇଁ ମିଳିଛି ଯାହାକୁ ଶୁଣିଲେ ଆପଣ ମଧ୍ୟ ଲଜ୍ୟା ଅନୁଭବ କରିବେ |

ଘଟଣା ଟି ହେଉଛି ଏକ ସ୍ତ୍ରୀ ତା ସ୍ୱାମୀ ଓ ଭଣଜା ମିଶି ରେପ କରିଛନ୍ତି ଯାହାକି ମହିଳା ଜଣଙ୍କ ସହି ନ ପାରି ଥାନା ର ଦ୍ୱାରସ୍ଥ ହୋଇଛନ୍ତି | ତେବେ ମହିଳା ଜଣଙ୍କ ଯୁବକ ଙ୍କର ହାତ ଧରି ବିବାହ କରି ଥିଲେ ସଂସାର କରିବା ପାଇଁ କିନ୍ତୁ ତାଙ୍କ ସ୍ୱାମୀ ବିବାହ ପରେ ମହିଳା ଜଣଙ୍କୁ ଅନେକ ଅତ୍ୟାଚାର କରି ଥିବାର ଜଣା ପଡିଛି | ମହିଳା ଙ୍କ କହିବା ଅନୁଯାଇ ତାଙ୍କ ସ୍ୱାମୀ ତାଙ୍କୁ ବହୁତ ନିର୍ଯାତନା ଦିଅନ୍ତି ଏବଂ ସ୍ୱାମୀ ଓ ଭଣଜା ମିଶି ମତେ ରେପ କରିଛନ୍ତି ଆଉ ପରେ ଅନେକ ଥର ଗର୍ଭ ନଷ୍ଟ ମଧ୍ୟ କରିଛନ୍ତି |


ଏହା ପରେ ଯୁବତୀ ଜଣଙ୍କ ସ୍ୱାମୀ ଓ ଭଣଜା ଙ୍କ ନାଁ ରେ ଥାନା ରେ କେସ ରେଜିଷ୍ଟ୍ରେସନ କରି ଥିଲେ, କିନ୍ତୁ ସ୍ୱାମୀ ଓ ଭଣଜା କୁ ଦଣ୍ଡ ମିଳିବା ପରିବର୍ତ୍ତେ ଦୁହେଁ ମହିଳା ଙ୍କୁ ଧମକ ଦେଇ ଥିଲେ ଯେ କେସ କମ୍ପ୍ରମାଇଜ କରି ଦି ନହେଲେ ମାରି ଦେବୁ |

ଏହା ସହିତ ମହିଳା ଜଣଙ୍କୁ ସ୍ୱାମୀ ମଧ୍ୟ କହିଛନ୍ତି ଯେ ତୁ କେସ ଉଠାଇ ଦେ ତତେ ମୁଁ 15 ଲକ୍ଷ ଟଙ୍କା ଦେବି | ତେବେ ମହିଳା ଜଣଙ୍କ ମିଡ଼ିଆ ସାମ୍ନା ରେ କହିଛନ୍ତି କି ମୁଁ ଦୁହିଁ ଙ୍କ ନାଁ ରେ ଏଫେୟାର ଦେବା ପରେ ମଧ୍ୟ ପୋଲିସ କୌଣସି ପଦକ୍ଷେପ ନେଉ ନାହିଁ | ତେବେ ଆପଣ ହିଁ କୁହନ୍ତୁ ଏହା କେଉଁ ଭଳି ନ୍ୟାୟ ଏବଂ ମହିଳା ନିଜକୁ କେବେ ସୁରକ୍ଷିତ ମନେ କରିବେ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।