ଦେଖନ୍ତୁ shoking vedio: – ମୋ ସ୍ତ୍ରୀ ହେଉଛି 420 , ମୋ ପାଖରୁ ଲୁଟୁଛି କିନ୍ତୁ ଆଉ କାହା ସହିତ ରାତି…..ଛିଃ ଛିଃ , ପୁରା କାରନାମା ଜାଣିଲେ ଆପଣଙ୍କ ହୋସ ରହିବନି….

ଆଜିକାଲି ଏହି ସମାଜରେ ଯାହା ସବୁ ଘଟୁଛି ସେ ସବୁରୁ ପ୍ରେମ ର ସଂଜ୍ଞା କ ଣ ଆପଣମାନେ ସମସ୍ତେ ଜାଣି ପାରୁଥିବେ । ଆଜିକାଲି ର ପ୍ରେମ ର ଅର୍ଥ ହେଉଛି କାମନା ଏବଂ ବାସନା । ଏ ସମାଜରେ ଆଉ ସଚ୍ଚା ପ୍ରେମ ଦେଖିବାକୁ ମିଳୁ ନାହିଁ ।ଲୋକେ ନିଜର ମନର ଆକାଙ୍କ୍ଷା କୁ ପୂରଣ କରିବା ପାଇଁ ପ୍ରେମ କରୁଛନ୍ତି ।ପ୍ରେମ ହେଉଛି ଶାଶ୍ୱତ ଓ ନିଃସ୍ୱାର୍ଥପର । ହେଲେ ଆଜିକାଲି ପ୍ରେମୀ ଯୁଗଳ ମାନେ ଏହାକୁ ବଦନାମ କରି ଦେଉଛନ୍ତି । ପ୍ରେମ ନାଁ ରେ ମିଛ , ଛଳନା ଭଳି କାର୍ଯ୍ୟ କରୁଛନ୍ତି ।ଏଥିରେ ତିଳେ ହେଲେ ତ୍ୟାଗ ନାହିଁ । ପ୍ରଥମେ ପ୍ରେମ କରୁଛନ୍ତି ।

ଆଉ ତା ପରେ ଧୋକା , ପ୍ରତାରଣା ଦେଉଛନ୍ତି ।ଏମିତିକି ନିଜ ପ୍ରେମିକା କୁ ନିଜର ସାଙ୍ଗ ମାନଙ୍କ ସହିତ ଦୁଷ୍କର୍ମ କରିବାକୁ ମଧ୍ୟ ପଛାଉ ନାହାନ୍ତି ।ସେହିପରି ବିବାହ ହେଉଛି ଦୁଇଟି ପବିତ୍ର ମନର ମିଳନ ।ଏମିତି ରେ ବିଶ୍ୱାସ ଅଛି କି ବିବାହ ପରେ ସ୍ୱାମୀ ସ୍ତ୍ରୀ 7 ଜନ୍ମ ର ବନ୍ଧନରେ ବାନ୍ଧି ହୋଇ ଯାଇଥାନ୍ତି । କିନ୍ତୁ ଆଜିକା ସମୟରେ ଗୋଟିଏ ଜନ୍ମ ପାଇଁ ବି ଏକା ସାଥିରେ ରହିବା ବି କଷ୍ଟକର ହୋଇ ପଡୁଛି ।

ତେବେ ଏହା ସହିତ ମିଛ ପ୍ରେମର ନାଟକ କରି ଲୋକମାନଙ୍କ ଠାରୁ ପଇସା ଲୁଟି ନେଉଛନ୍ତି ଆଜିକାଲି ସମାଜର ଏହି ଲୋକମାନେ , ସିଏ ଝିଅ ହେଉ କି ପୁଅ । ତେବେ ସେହିଭଳି ଏକ ଘଟଣା ଘଟିଛି ବ୍ରହ୍ମପୁର ଅଞ୍ଚଳରେ ।ତେେବ ଝିଅଟି ମିଛ ବାହା ହୋଇ ପୁଅ ଙ୍କ ଠାରୁ 3 ଲକ୍ଷ 65 ହଜାର ଟଙ୍କା ଲୁଟି ନେଇଥିବାର ଅଭିଯୋଗ କରିଛି ଯୁବକ ଜଣକ ବ୍ରହ୍ମଗିରି ଥାନା ରେ ।

 ତେବେ ସୂଚନା ଅନୁସାରେ, ସରୋଜ କୁମାର ଦାସ୍ ନାମକ ଯୁବକ ଯିଏ କି ବ୍ରହ୍ମପୁର ବାସିନ୍ଦା ବ୍ରହ୍ମଗିରି ଥାନାରେ ଅଭିଯୋଗ କରି କହିଛନ୍ତି ଯେ, ତାଙ୍କର 3 ଲକ୍ଷ 65 ହଜାର ଟଙ୍କା ଜଣେ ବ୍ୟକ୍ତି ନେଇଛନ୍ତି ।ତାଙ୍କ ସହିତ ତାଙ୍କର ସେହି ବ୍ୟକ୍ତିଙ୍କର ଝିଆରି ସୁମିତ୍ରା ସାହୁ ସୋରଜ ଙ୍କୁ ମିଛ ବିବାହ କରିଥିଲେ ବୋଲି ମଧ୍ୟ ଅଭିଯୋଗ ହୋଇଛି ।

ତା ସହିତ ସୁମିତ୍ରା ସରୋଜ ଙ୍କୁ ଟଙ୍କା ମାଗିବାରୁ ସରୋଜ ଏଗ୍ରିମେଣ୍ଟ କରି 3 ଲକ୍ଷ 65 ହଜାର ଟଙ୍କା ଦେଇଥିଲେ ।ତା ପରେ ଝିଅଟି ସରୋଜର ଜାତି ଜାଣିବାରୁ ସୁମିତ୍ରା ସରୋଜ ଙ୍କ ସହିତ ସମ୍ପର୍କ ରଖି ନ ଥିଲେ ଏବଂ ତାଙ୍କୁ ବହୁତ ହଇରାଣ କରୁଥିଲେ ।

ତେବେ ସରୋଜ ଆଗରୁ ଥାନାରେ ଏତଲା ଦେଇଥିଲେ । କିନ୍ତୁ ପୋଲିସ୍ ପ୍ରଶାସନ ତାଙ୍କ କଥା ବି କିଛି ଶୁଣୁ ବି ନାହାନ୍ତି । ପୋଲିସ୍ କେବଳ ଥରେ ମାତ୍ର ତାଙ୍କୁ ଡାକି ପଚରା ଉଚୁରା କରିଥିଲେ ଏବଂ ମାସକୁ 10 ହଜାର ଟଙ୍କା ଦେବେ ବୋଲି କହିଥିଲେ । ମାତ୍ର ସେହି 10 ହଜାର ବି ସରୋଜ ଙ୍କୁ ମିଳି ନାହିଁ ।

ତା ପରେ ସୋରଜ ଆଉ ଥରେ ଥାନାରେ ଏତଲା ଦେବେ ବୋଲି କହିଛନ୍ତି ଏବଂ କହିଛନ୍ତି ଯେ, ଯଦି ଏତେବେଳେ ପୋଲିସ୍ ତାଙ୍କ କଥା କିଛି ବୁଝିବେ ଓ ତାଙ୍କ ଟଙ୍କା ନ ଫେରି ପାଇଲେ , ସେ ଥାନା ଆଗରେ ଆତ୍ମହତ୍ୟା କରିବେ । ଏହି ଆତ୍ମହତ୍ୟା କରିବାର ଦାୟୀ ରହିବେ ପୋଲିସ୍ ପ୍ରଶାସନ, ବିଶ୍ୱନାଥ ସାହୁ,ସୁମ୍ତ୍ରା ସାହୁ , ବୋଲି କହିଛନ୍ତି ।