ଦେଖନ୍ତୁ ଭିଡିଓ ! ଶାଶୁଘର କୁ ଗଲା ବେଳେ ଭଉଣୀ ଙ୍କୁ ଧରି କାନ୍ଦିଲେ ଅଭିନେତ୍ରୀ ସୋମାଲିନ୍ ।।

ଶାଶୁ ଘରକୁ ଗଲେ ସୋମାଲିନ୍ ପରିଡା । ତେବେ ଚଳଚ୍ଚିତ୍ର ଦୁନିଆ ରେ ଅଭିନୟ କରୁଥିବା ସବୁ କଳାକାର ମନ ଙ୍କ ଜୀବନ ଶୈଳୀ ଅନେକ ଅଲଗା ହେଇଥାଏ। ସେମାନଙ୍କ ରହିବା ଖାଇବା ଏବଂ ସବୁ କାମ ର କାର୍ଯ୍ୟ କରିବାର ଶୈଳୀ ଅନେକ ଅଲଗା ହେଇଥାଏ। ଅନେକ କଳାକାର ତାଙ୍କ ନିଜ ଜୀବନ ପାଇଁ ଚର୍ଚ୍ଚା ରେ ମଧ୍ୟ ରହୁଛନ୍ତି। କିନ୍ତୁ ଆଜି ବି ଏମିତି କିଛି କଳାକାର ଅଛନ୍ତି ଯାହା ଙ୍କ ଚେହେରା ସୋସିଆଲ ମିଡିଆରେ ବହୁ ଅଳ୍ପ ଦେଖିବା କୁ ମିଳେ। ଯେଉଁ ମାନ ଙ୍କ ଜୀବନ ଶୈଳୀ ଜାଣିବାକୁ ଇଛା ଜାଗ୍ରତ ହୁଏ।

ଯାହା କି ତାଙ୍କ ଫେନ୍ ମାନ ଙ୍କ ର ଜିଜ୍ଞାସା କୁ ବଢ଼ାଇ ଥାଏ। ଆଜି ଆମେ ସେହି ପରି କଳାଜଗତ ର ଜଣେ ତାରକା ସୋମାଲିନ ଙ୍କ ବିଷୟ ରେ କହିବାକୁ ଯାଉଛୁ । ସେ ତାଙ୍କ କଳାକାର ଦୁନିଆ ରେ ବେଶ୍ ଖୁସିରେ ରୁହନ୍ତି ।

ତେବେ ଓଡିଆ ସିରିଏଲ ଜଗତର ହିରୋଇନ ସୋମାଲିନ୍ ମହାପାତ୍ରଙ୍କୁ ତ ଆପଣ ମାନେ ଜାଣିଥିବେ । ସୋମାଲିନ୍ ଙ୍କ ର ଜଣେ ଭଉଣୀ ଅଛନ୍ତି ଜାଙ୍କଲିନ୍ । ଆଉ ଜାଙ୍କଲିନ ଏବଂ ସୋମାଲିନ ହେଉଛନ୍ତି ଦୁଇ ଯାଆଁଳା ଭଉଣୀ ଏବଂ ସେମାନେ ଦେଖିବା ପାଇଁ ସଂମ୍ପୂର୍ଣ୍ଣ ଏକା ପରି ।

ପ୍ରଥମେ ସେମାନେ ନିଜର ଯାତ୍ରା କିଏ ହେବ ମୋ ହିରୋଇନରୁ ଆରମ୍ଭ କରିଥିଲେ ଏହା ପରେ ସେହିଠାରୁ ହିଁ ସେମାନଙ୍କର ଭାଗ୍ୟ ବଦଳି ଯାଇଥିଲା ଅର୍ଥାତ ସେହି ଷ୍ଟେଜ ପରଠାରୁ ସେମାନଙ୍କୁ ମିଳିଥିଲା ବହୁତ ସାରା ଅଫର ।

 ଏହାପରେ ଏହି କିଛି ଦିନ ପୂର୍ବରୁ ଜାଙ୍କଲିନ୍ ଅଭିନେତା ଅରବିନ୍ଦଙ୍କୁ ବୈଦିକ ରିତିନୀତିରେ ବିବାହ କରିଥିଲେ । ଆଉ ବର୍ତ୍ତମାନ ସୋମାଲିନ୍ ଙ୍କ ବାହାଘର ମଧ୍ୟ ଶେଷ ହୋଇଛି । ତେବେ ଚାଲନ୍ତୁ ଜାଣିବା ତାଙ୍କ ବିବାହ ର ସଂମ୍ପୂର୍ଣ୍ଣ ବିବରଣୀ,

କାଲି ରାତି ରେ ସରିଛି ଅଭିନେତ୍ରୀ ସୋମାଲିନ୍ ପରିଡା ଙ୍କ ବାହାଘର ଏବଂ ବିଦାୟ ବେଳେ ଭଉଣୀ ଜାଙ୍କଲିନ୍ ଙ୍କୁ ଧରି ବହୁତ ଜୋର୍ ରେ କାନ୍ଦୁ ଥିବାର ନଜର ରେ ଆସିଛନ୍ତି ସୋମାଲିନ୍ ।

ସୋମାଲିନ୍ ତାଙ୍କ ବୟଫ୍ରେଣ୍ଡ ନିସିଥ୍ ଙ୍କୁ ନିକଟ ରେ ବିବାହ କରିଛନ୍ତି ଏବଂ ବିଦାୟ ବେଳେ ଅର୍ଥାତ ନିଶିଥ୍ ଙ୍କ ଘରକୁ ଗଲା ବେଳେ ବହୁତ କାନ୍ଦୁ ଥିବାର ନଜରରେ ଆସିଛନ୍ତି । ତେବେ ଗତକାଲି ବିଳମ୍ବିତ ରାତିରେ ନିଶିଥ୍ ଏବଂ ସୋମାଲିନ୍ ଙ୍କ ର ବିବାହ ସମ୍ଫର୍ଣ୍ଣ ହୋଇଛି । ନିଶିଥ୍ କଟକ ଠାରେ ହିଁ ସୋମାଲିନ୍ ଙ୍କୁ ବିବାହ କରିଥିବାର ଜଣାଯାଇଛି । ତେବେ ଯାହା ସୂଚନା ରହିଛି ଦୁଇ ଜଣ ବହୁ ଦିନରୁ ପ୍ରେମ ସଂମ୍ପର୍କରେ ଥିଲେ ଏବଂ ଶେଷରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।