Dr . Anurag – ସକାଳେ ଏହାକୁ ପାଣିରେ ଭିଜେଇ ଖାଇଲେ ମଧୁମେହ ଏବଂ କୋଲେଷ୍ଟ୍ରଲର ସବୁଦିନ ପାଇଁ ଗାଏବ ହୋଇଯିବ, କରନ୍ତୁ ମାତ୍ର ଏହି ଗୋଟିଏ କାମ

ଆଜିର ଦିନରେ ପ୍ରାୟ ଅନେକ ଅସୁସ୍ଥ ହୋଇ ପଡିଛନ୍ତି ଲ କୌଣସି ବ୍ୟକ୍ତି ସୁସ୍ଥ ଥିବା ପରି ଜଣାପଡୁନାହାନ୍ତି l ଅନେକ ନିଜର ମୋଟାପଣ ପାଇଁ ଚିନ୍ତିତ କାରଣ ମୋଟାପଣ ପାଇଁ ଅନେକ ରୋଗ ଯେପରିକି ମେଦ ବହୁଳତା, କୋଲେଷ୍ଟଲର ମଧୁମେହ ରୋଗ ଏବେ ପ୍ରାୟ ସବୁ ଲୋକଙ୍କୁ ଗ୍ରସକରିବାରେ ଲାଗିଛି ଏବଂ ହାର୍ଟବ୍ଲେକେଜ ଠାରୁ ଆରମ୍ଭ କରି କ୍ୟାନ୍ସର ଭଳି ମାରାତ୍ମକ ରୋଗ ହେଉଛି l

ତେବେ ଏହିସବୁ ରୋଗରୁ ରକ୍ଷା ପାଇବାପାଇଁ ଏହି ଉପାୟ ଆପଣେଇବାକୁ ପଡିବ l ସଖାଳୁ ଯଦି ଭିଜା କିସମିସ ସହ ପାଣି ପିଅନ୍ତି ତେବେ ଏହି ରୋଗରୁ ଆପଣ କବଳିତ ହୋଇପାରିବେ l ତେବେ ଚାଲନ୍ତୁ ଜାଣିବା ଏହି କିସମିସରେ କଣ ଅଛି, ଏହା ଦ୍ୱାରା ଆମକୁ କଣ ଫାଇଦା ମିଳିବ l

କିସମିସ କୁ ପାଣିରେ ଭିଜେଇ ଖାଇଲେ ଆମକୁ କ୍ୟାଲସିଅମ ଓ ଆଇରନ ମିଳେ l ଏହି ଆଇରନ ଆମର ରୋଗ ପ୍ରତିଷେଧକ ଶକ୍ତିକୁ ବୃଦ୍ଧି କରେ l ତେଣୁ ଏହାକୁ ସଖାଳୁ ଖାଇଲେ ଆମକୁ ପ୍ରୋଟିନ ମିଳେ l କିସମିସ ଅନେକ ରୋଗ ଯେପରିକି ବ୍ଳର୍ଡପ୍ରେସର,ବ୍ଳର୍ଡସାରକୁଲେଶନ ସଠିକ କରିବାରେ ସହାୟକ ହୋଇଥାଏ l ଏହାକୁ ଆପଣ ରାତ୍ରି ପାଣିରେ ଭିଜେଇ ସଖାଳୁ ଖାଇଲେ ଶରୀରର ଆଇରନ କ୍ଷମତା ବଢ଼ାଇଥାଏ l

ଏହାକୁ ନିୟମିତ ଖାଇବା ଦ୍ୱାରା ହାର୍ଟ ଜନିତ ସମସ୍ୟାରୁ ମଧ୍ୟ ଏହି କିସମିସ ଆପଣଙ୍କୁ ରକ୍ଷା କରି ପାରିବ l ଏବଂ ସକାଳୁ ଏହାକୁ ଖାଲି ପେଟରେ ଖାଇଲେ ଆପଣ କେବେ ହୂଦରୋଗ ରେ ଆପଣ ପଡିବେ ନାହିଁ l ଏବଂ ଏହି କିସମିସ ଖାଇବା ଦ୍ୱାରା ଆମ ହାର୍ଟ କୁ ସୁରକ୍ଷିତ ଏବଂ ସନ୍ତୁଳିତ କରିବାରେ ବଡ ଭୂମିକା ଗ୍ରହଣ କରେ l

ତେବେ ଯେଉଁ ମାନଙ୍କର ଏହି ସବୁ ରୋଗର ସମସ୍ୟା ଅଛି ସେହି ବ୍ୟକ୍ତି ମନେ ଏହାକୁ ନିୟମିତ ଖାଇବା ଦରକାର l ଯେଉଁ ବ୍ୟକ୍ତିମlନେ ମୋଟା ଅଛନ୍ତି ତାଙ୍କର ଚର୍ବି ଜନିତ ସମସ୍ୟା ଦେଖାଯାଇଥାଏ l ତେଣୁ ସେମାନେ କିସମିସ କୁ ପ୍ରତିଦିନ ସଖାଳୁ ଖାଲି ପେଟରେ ଖାଇବା ପରେ ପାଣି ପିଅନ୍ତୁ l ଦେଖିବେ ଆପଣ ଚର୍ବି କିଛି ମାତ୍ରା ରେ କମିଯିବ l ଏହା ସହିତ ଆପଣଙ୍କ ର ଓଜନ ମଧ୍ୟ ବହୁତ କମିଯିବ l ତେଣୁ ଏହି କିସମିସ କୁ ପ୍ରତିଦିନ ନିହାତି ଖାଦ୍ୟରୂପେ ନିଅନ୍ତୁ l ଆଉ ଆପଣ ଆପଣଙ୍କର ଏହି ମୋଟାପଣ ପାଇଁ ଯେଉଁ ଚିନ୍ତିତ ରହୁଥିଲେ ଆପଣଙ୍କର ଏହି ଚିନ୍ତା ଦୁରେଇ ଯିବ l

ତେବେ ଆପଣ ଏହି ସବୁ ରୋଗରୁ ରକ୍ଷା ପାଇବା ପାଇଁ ଏହି ସହଜ ଉପାୟ ଟି ଆପଣନ୍ତୁ ଓ ସବୁ ଦିନ ପାଇଁ ଏହିସବୁ ରୋଗ ରୁ ରକ୍ଷାପାନ୍ତୁ l ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।