ଦେଖନ୍ତୁ ଦେଖନ୍ତୁ Exclusive ଭିଡ଼ିଓ.. ! ଚୋର ପୋଲିସ ଚାଲିଛି ଗୋଡା ଗୋଡି…ପୁରା ଭିଡିଓ ଦେଖିଲେ ଆପଣ ବି ଅବାକ୍ ହେବେ…………..

ତେବେ ଆମ ସମାଜ ରେ ଅନେକ ଦୁର୍ନୀତି କାର୍ଯ୍ୟ ହୋଇ ଥାଏ ଯାହାର ଶୃଙ୍ଖଳା ପାଇଁ ପୋଲିସ ରହି ଥାଏ | କିନ୍ତୁ ଆଗ ଅପେକ୍ଷା ଆଜି କାଲି ଯୁଗ ରେ ଏତେ ମାତ୍ରା ରେ ଚୋରି, ଡକାୟତ, ହତ୍ୟା, ଦୁଷ୍କର୍ମ ଆଦି ବଢ଼ି ଚାଲିଛି | ଆମର ଏହି ସମାଜ ଦିନ କୁ ଦିନ ଏତେ ମାତ୍ରା ରେ କଳୁଷିତ ହେବାକୁ ଲାଗିଲାଣି ଯେ ଯାହା ଦ୍ୱାରା ଆଗାମୀ ପିଢ଼ି ଙ୍କ ଉପରେ ମଧ୍ୟ ଅନେକ ପ୍ରଭାବ ପଡ଼ିଲାଣି |

ତେବେ ଏହି ସବୁ ସମସ୍ୟା ର ସମ୍ମୁଖୀନ ଏବଂ ଲୋକ ମାନଙ୍କୁ ସୁରକ୍ଷା ଶୃଙ୍ଖଳା ଦେବା ପାଇଁ ପୋଲିସ ହିଁ ରହି ଥାଆନ୍ତି ଏବଂ ସେମାନେ ନ୍ୟାୟ ରେ ଯାଇ ଦୋଷୀ କୁ ଦଣ୍ଡ ଦେଇ ଥାଆନ୍ତି |

ଆପଣ ମାନେ ତ ଜାଣିଛନ୍ତି ଯେତେ ବେଳେ ଏକ ବ୍ୟକ୍ତି କୌଣସି ପ୍ରକାର କିଛି ଅପରାଧ କରି ଥାଏ ତେବେ ତାକୁ ଆଇନ ଅନୁଯାଇ ଦଣ୍ଡ ମିଳି ଥାଏ ଏବଂ ସେ ଥାନା ରେ ରହି ଥାଏ | କିନ୍ତୁ ଆଜି ଏଭଳି ଜେଲ ରେ ଥିବା କଏଦୀ ଘଟଣା ସମ୍ପର୍କ ରେ କହିବୁ ଯାହାକୁ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇ ଯିବେ ଏବଂ ଘଟଣା ଟିକୁ ବିଶ୍ୱାସ ମଧ୍ୟ କରି ପାରିବେ ନାହିଁ |

ଘଟଣା ଅନୁଯାଇ ଥାନା ରୁ ଏକ କଏଦ ଖସି ଯାଇଛି ଏବଂ ସେହି ଚୋର କୁ ଧରିବା ପାଇଁ ପୋଲିସ ଗୋଡ଼ାଇଛି | ଘଟଣା ଟି ଭଦ୍ରକ ଜିଲ୍ଲା ର ଏକ ସ୍ଥାନ ରେ ଦେଖିବା ପାଇଁ ମିଳିଛି ଯାହାକି ଏହି ଘଟଣା ଟି ସିସି ଟିଭି ରେ ରେକର୍ଡ ହୋଛି ଏବଂ ଏହି ଭିଡ଼ିଓ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେବାରେ ଲାଗିଛି |

ସୂଚନା ଅନୁଯାଇ ପୋଲିସ ମାନଙ୍କ କବଜା ରୁ ଏକ କଏଦୀ ଖସି ଆସିଛି ଏବଂ ସେହି କଏଦୀ କୁ ପୋଲିସ ଧରିବା ପାଇଁ ଚେଷ୍ଟା ରେ ଲାଗି ପଡିଛି | ତେବେ ପୋଲିସ ଗୋଡ଼ାଇ ଥିବା ସମୟ ରେ ଚୋର ଜଣଙ୍କ ଭୟ ଓ ବ୍ୟସ୍ତ ରେ ଏକ ଅଟୋ ଭିତରେ ଲୁଚିବାକୁ ଚେଷ୍ଟା କରୁ ଥିଲା |

କିନ୍ତୁ ସେଠାରେ ଥିବା ଲୋକ ଚୋର ଜଣଙ୍କୁ ଦେଖି ସନ୍ଦେହ କରି ଥିଲେ ଏବଂ ତାକୁ ଧରି ପୋଲିସ ନିକଟରେ ପହଞ୍ଚାଇବାକୁ ସାହାଯ୍ୟ କରି ଥିଲେ | ତେବେ ସବୁଠୁ ବଡ଼ କଥା ହେଉଛି ସେଠାକାର କିଛି ଲୋକ ନ ଡରି ସେହି ଚୋର କୁ ଧରି ଥିଲେ ଏବଂ ପୋଲିସ କୁ ତାଙ୍କ କଏଦୀ ଖୋଜିବାରେ ବହୁତ ବଡ଼ ସାହାଯ୍ୟ କରି ଥିଲେ |

ତେବେ ସେମାନଙ୍କର ଏହି କାର୍ଯ୍ୟ କୁ ଦେଖି ଅନେକ ଲୋକ ଏହାକୁ ପସନ୍ଦ କରିବା ସହିତ ପ୍ରଶଂସା ମଧ୍ୟ କରିଛନ୍ତି | ତେବେ ଏହା ସିସି ଟିଭି ରେ ରେକର୍ଡ ହୋଇ ଯାଇ ଥିଲା ଯାହାକି ଏହି ଭିଡ଼ିଓ ଟି ଚର୍ଚ୍ଚା ର ବିଷୟ ପାଲଟିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।