ଦେଖନ୍ତୁ LIVE ଭିଡିଓ ..ବିବାହର କିଛି ମାସ ପରେ ଫିମେଲ୍ ସିଙ୍ଗର Neha Kakkar ଦେଲେ ଖୁସି ଖବର…ସୋସିଆଲ ମିଡିଆରେ LIVE ଆସି ଦର୍ଶକ ମାନଙ୍କୁ କହିଲେ ଏମିତି….

ବଲିଉଡ ଜଗତରୁ ପ୍ରତ୍ୟେକ ଦିନ କିଛି ନାଁ କିଛି ରୋଚକପୂର୍ଣ୍ଣ ଖବର ସାମ୍ନାକୁ ଆସିଥାଏ । ତେବେ ଆପଣ ମାନେ ତ ସମସ୍ତେ ବଲିଉଡ ର ଫେମସ୍ ଫିମେଲ୍ ସିଙ୍ଗର ନେହା କକ୍କର ଙ୍କୁ ବହୁତ ଭଲ ଭାବରେ ଜାଣି ଥିବେ । ସେ ତାଙ୍କର ବିଚକ୍ଷଣ ସ୍ବର ରେ ଦର୍ଶକ ଙ୍କୁ ଏମିତି ମୁଗ୍ଧ କରି ଦେଇଥାନ୍ତି ଯେ ଲୋକମାନେ ଯେଉଁଠି ବି ତାଙ୍କର ଗୀତ ଶୁଣିଥାନ୍ତି ସେଠାରେ ପୂରା ଭାବ ପ୍ରବଣ ହୋଇଯାଇଥାନ୍ତି ।

ତେବେ ବଲିଉଡ ର ଫିମେଲ୍ ସିଙ୍ଗର ନେହା କକ୍କର ଙ୍କ ବହୁତ ଫ୍ୟାନ୍ ଫଲୋର୍ସ ମାନେ ରହିଛନ୍ତି । ଯେଉଁ ମାନେ କି ନେହା ଙ୍କ ର ଜୀବନ ଶୈଳୀ କୁ ମଧ୍ୟ ଅନୁସରଣ କରିଥାନ୍ତି , ତାଙ୍କର କ୍ୟୁଟ କଥା ଏବଂ ତାଙ୍କର ହସ ପାଇଁ ଲୋକମାନେ ତାଙ୍କର ଦ୍ବିୱାନ ହୋଇଯାଇଥାନ୍ତି ।

ତେବେ ବଲିଉଡର ଜଣାଶୁଣା ପ୍ରସିଦ୍ଧ କଣ୍ଠଶିଳ୍ପୀ ନେହା କକ୍କଡ ତାଙ୍କ ଗୀତକୁ ନେଇ ସବୁ ବେଳେ ଚର୍ଚ୍ଚାରେ ରୁହନ୍ତି । ତାଙ୍କ ଗୀତ ଗାଇବା ପରିବେଶଣକୁ ନେଇ ଅନେକ ୟୁଜର୍ସ ତାଙ୍କୁ ଟ୍ରୋଲ କରିଥାନ୍ତି । କେତେବେଳେ ତାଙ୍କ ଗୀତକୁ ନେଇ ତ ଆଉ କେତେବେଳେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଅନେକ ଲୋକେ ତାଙ୍କୁ ଆଜି ଯାଏଁ ଟ୍ରୋଲ କରି ଆସିଛନ୍ତି।

ବିବାହ ପରେ ଏବେ ସେ ଗର୍ଭବତୀ ଥିବା ଖବରକୁ ନେଇ ଗତ କିଛି ଦିନ ହେବ ଜୋରଦାର ଚର୍ଚ୍ଚା ଚାଲିଛି। ହେଲେ ଏହି ଚର୍ଚ୍ଚା ଉପରୁ ଏବେ ପରଦା ହଟାଇଛନ୍ତି ନେହା କକ୍କଡ ଓ ତାଙ୍କ ପରିବାର। ଏକ ଏକ ଭିଡିଓ ମାଧ୍ୟମରେ ଖୁଲାସା କରିଛନ୍ତି।


ନେହା କକ୍କଡ ଗର୍ଭବତୀ ଥିବା ନେଇ ବି-ଟାଉନ୍‌ ଠାରୁ ଆରମ୍ଭ କରି ସୋଶାଲ ମିଡିଆରେ ଚାରିଆଡେ ଗୁଜବ ସୃଷ୍ଟି ହୋଇଛି । ନେହା କକ୍କଡଙ୍କ କିଛି ଫଟୋ ନିକଟରେ ସୋସିଆଲ ମିଡିଆରେ ଭାଇରାଲ ହେଉଥିଲା। ଯେଉଁଥିରେ ନେହା ଗର୍ଭବତୀ ଥିବା ପରି ଦେଖା ଯାଉଥିଲେ। ତାଙ୍କର ଅନେକ ସାମ୍ନାକୁ ଭିଡିଓ ମଧ୍ୟ ଆସିଥିଲା।

ତାଙ୍କ ଫ୍ୟାନ୍ସମାନେ ଅନୁଭବ କଲେ ଯେ ନେହାଙ୍କ ଘରକୁ ଖୁବ୍‌ ଶୀଘ୍ର ସେମାନେ ଛୋଟ ଅତିଥି ଆସୁଛନ୍ତି । କିନ୍ତୁ ଏବେ ଏହି ଖବରକୁ ନିଜେ ନେହା ଓ ତାଙ୍କ ପରିବାର ଲୋକେ ଖୁଲାସା କରିଛନ୍ତି।

ନିଜର ୟୁଟ୍ୟୁବ୍‌ ଚ୍ୟାନେଲରେ ଏକ ଭିଡିଓ ସେଆର କରି କହିଛନ୍ତି କି ‘ସେ ଗର୍ଭବତୀ ନାହାନ୍ତି ଖାଇବା ପିଇବା କାରଣରୁ ତାଙ୍କ ପେଟ ଢିଲା ପରି ଦେଖା ଯାଉଛି । ଦୁହେଁ 2 ରୁ 3 ବର୍ଷ ପର୍ଯ୍ୟନ୍ତ କୌଣସି ଯୋଜନା କରି ନାହାନ୍ତି । ସେଭଳି କିଛି ହେଲେ ସେ ନିଶ୍ଚିତ ଜଣାଇବେ ।

କେବଳ ସେତିକି ନୁହେଁ ତାଙ୍କ ପରିବାର ଲୋକେ ଏବଂ ସ୍ୱାମୀ ରୋହନ ପ୍ରିତ ସିଂହଙ୍କ ମଧ୍ୟ ସାମ୍ନାକୁ ଆସି ନେହାଙ୍କ ଗର୍ଭବତୀ ଥିବା ଖବରକୁ ଅସ୍ୱୀକାର କରିଛନ୍ତି। ଏହି ବୟାନ ପରେ ନେହାଙ୍କୁ ନେଇ ଚାଲିଥିବା ସମସ୍ତ ଗୁଜବ ଉପରେ ପୂର୍ଣ୍ଣଛେଦ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।