ହଠାତ୍‌ ଦେଖିଲେ ସାମ୍ନାରେ ଠିଆ ହୋଇଛି ହାତୀ, ଆଉ ତା‘’ ପରେ ଯାହା ହେଲା…ଦେଖନ୍ତୁ ଭିଡିଓ

ଅନେକ ସମୟରେ ବିଭିନ୍ନ ପ୍ରକାର ଘଟଣା ସଂପର୍କରେ ଆମେ ମାନେ ପରିତିଚ ହେଇଥାଉ । ଏହି ଘଟଣା ମାନଙ୍କ ମଧ୍ୟରୁ ଅନେକ କଥା ପଶୁ ମାନଙ୍କୁ ନେଇ କରି ମଧ୍ୟ ହୋଇଥାଏ । କେହି ପଶୁର ଆକ୍ରମଣରେ ମନୁଷ୍ୟର ମୃତ୍ୟୁ ତ ପୁଣି କେଉଁ ମନୁଷ୍ୟ ପାଇଁ ପଶୁଙ୍କର ମୃତ୍ୟୁ । ଆମେ ମାନେ ଯେ କୌଣସି ପଶୁକୁ ଦେଖିଲେ ଡରିଯାଉ କାରଣ ସେମାନେ ବହୁତ ହିଂସ୍ର ହୋଇଥାନ୍ତି ଏବଂ ସେହି ପଶୁମାନଙ୍କ ଦ୍ୱାରା ଆମ ମାନଙ୍କର ମଧ୍ୟ ଅନେକ ସମୟରେ କ୍ଷତି ହୋଇଥାଏ । ତେବେ ସେହିପରି ଏକ ଘଟଣା ଏବେ ଆମ ମାନଙ୍କ ସାମ୍ନାକୁ ଆସିଛି ତେବ କଣ ରହିଛି ସେହି ଘଟଣାଟି ଆସନ୍ତୁ ଜାଣିବା ସେ ବିଷୟରେ ।

ଦୃତ ଗତି ମହାବିପତ୍ତି, ଏକଥା ସମସ୍ତେ ଜାଣନ୍ତି ତଥାପି ଗାଡିର ସ୍ପିଡ୍ ବଢିଚାଲେ । ଆଉ ଖାଲି ରାସ୍ତା ଦେଖିଲେ ଗାଡି ତ ବୋଲ ମାନେନି , ଆପେ ଆପେ ବଢି ଯାଏ ଗାଡି ର ସ୍ପିଡ୍ । ତେବେ ସେହି ପରି ଗୋଟିଏ ଘଟଣା ଆମେ ଆପଣ ଙ୍କୁ କହିବୁ ।

ଘଟଣା ଅନୁସାରେ ଜଣେ ଯୁବକ ଦୃତ ଗତି ରେ ଆସୁ ଥିଲେ , ଫାଙ୍କା ରାସ୍ତା ଦେଖି ବେଖିଆଲି ଭାବେ ଗାଡି ଚଲାଉ ଥିଲେ । କୁହୁଡିଆ ରାସ୍ତା ରେ ହଠାତ୍ ଦେଖିଲେ ବିରାଟ ଏକ ହାତୀ ରାସ୍ତା ମଝି ରେ ଠିଆ ହୋଇଛି । ଆଉ ଏହି ସମୟ ରେ ଯୁବକ ଙ୍କ ଗାଡି ପହଞ୍ଚି ଗଲାଣି ହାତୀ ପାଖ ରେ ବୁଦ୍ଧିବଣା ହୋଇ ଗଲା ।

ଆଉ ଅନ୍ୟ ପଟେ ଗାଡି ର ସ୍ପିଡ ଯାହା ଅଟକିବା ଅବସ୍ଥା ରେ ନ ଥିଲା । କଣ କରିବେ ଭାବି ପାରିଲେନି ଆଉ ତା ପରେ ଯାହା ହେଲା ତାହା ଦେଖିବାର ଥିଲା । ଏହା ପରର ଘଟଣା ବିଷୟରେ ଜାଣିଲେ ଆପଣ ଙ୍କୁ ଯେତିକି ହସ ଲାଗିବ ସେତିକି ଭୟ ବି ଲାଗିବ ।

ଭିଡିଓ ରେ ଦେଖିବା ପାଇଁ ମିଳିଛି ହାତୀ ରହିଛି ପଛରେ ହେଲେ ଖାଲି ଟା ରେ ଗାଡି ରୁ ଗଳି ପଡୁଛନ୍ତି ଯୁବକ ଜଣଙ୍କ । ଏମିତିକି ଭୟ ରେ ଉଠି ବି ପାରୁ ନାହାଁନ୍ତି । ଆଉ ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆ ରେ ବେଶ୍ ଭାଇରାଲ ହେବାରେ ଲାଗିଛି ।

ଭିଡିଓକୁ ଆଇଏଫଏସ୍ ଅଧିକାରୀ ଫରବେନ୍ କାସୱା ତାଙ୍କ ଟୁଇଟର୍ ପେଜ୍ ରେ ସେୟାର କରିଛନ୍ତି । ଏଥି ସହିତ ଏକ ମଜାଳିଆ କ୍ୟାପସନ୍ ବି ଲେଖିଛନ୍ତି , ହାତୀ ଏହି ଘଟଣା କୁ ଦେଖି କଣ ଭାବୁ ଥିବ, ବୋଧ ହୁଏ ଯୁବକ ଜଣଙ୍କ ହାତୀ କୁ ଦେଖି ଅତ୍ୟଧିକ ଭୟଭୀତ ହୋଇ ପଡି ଥିଲେ , ଯେଉଁଥି ରାଇଁ ହାତୀକୁ ଅତିକ୍ରମ କରିବା ପରେ ଗାଡି ଉପରୁ ନିୟନ୍ତ୍ରଣ ହରାଇ ଥିଲେ ଆଉ ରାସ୍ତା ଉପରେ ଗାଡି ସହ ପଡି ଯାଇଥିଲେ । ତେବେ ସୋସିଆଲ ମିଡିଆରେ ଏହି ଭିଡ଼ିଓ ଟି ଖୁବ୍ ଭାଇରାଲ୍ ହୋଇଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।