ପାର୍ଲିଆମେଣ୍ଟରୁ ଆସିଲା ନୂଆ ନିୟମ,ଏବେ ଆଉ ହେବନି ଦୁଷ୍କର୍ମ –

କଳିଯୁଗ ସରିବାକୁ ବସି ଲାଣି କିନ୍ତୁ ଆଜି ବି ଲୋକ ମାନେ ଲୋଭ ମୋହ ମାୟା ଛାଡି ପାରି ନାହାନ୍ତି । ଆଜି ବି ଲୋକ ମାନେ କଳୁଷିତ ପାପରେ ବୁଡି ମରୁଛନ୍ତି । ଏବେ ଯୁଗ ଏମିତି ହେଲାଣି ଗୋଟେ ନିରୀହ ଝିଅ ଏକା ପଦାକୁ ଗୋଡ କାଢି ବାହାରକୁ ଯାଇ ପାରୁ ନାହିଁ । ଏକା ବାହାରିଲେ ବାହାରେ ଥିବା ରାକ୍ଷସ ତା କଞ୍ଚା ମାଂସ କୁ ଝୁଣୀ ଖାଇ ଯିବେ ।କିନ୍ତୁ ଏଭଳି କେତେ ଦିନ ଏମିତି ନାରୀ ମାନଙ୍କୁ ରେପ ମଡ଼ର କରା ଯାଉ ଥିବା । ସେଇଥି ପାଇଁ ଆଜି ପାକିସ୍ତାନ ସରକାର ଗୋଟେ ନୂଆ ନିଅମ ଲାଗୁ କରି ଛନ୍ତି । ଯାହା କି ଗୋଟେ ଦାଷୀ ଦୋଷ କରିବା ପୂର୍ବରୁ ଶହେ ଥର ଭାବିବ ଯେ ମୁଁ ଏହି ଭୁଲ କଣ ପାଇଁ କଲି । ତେବେ ବନ୍ଧୁ ମାନେ ଆସନ୍ତୁ ଜାଣିବା ସେହି ପାକିସ୍ତାନ ର ସେହି ନୂଆ ନିଅମ ଟି କଣ ।

ତେବେ ପାକିସ୍ତାନ ରେ ନାରୀ ମାନକୁ ଦୁଷ୍କର୍ମ କରିବା ପୂର୍ବରୁ ଜଣେ ଶହେ ଥର ଭାବିବ । ଏହାର କାରଣ ହେଉଛି , ଏବେ ଗୋଟେ ନୂଆ ନିଅମ ଲାଗୁ ହେଇଚି । ପାକିସ୍ତାନ ରେ ଯଦି ଝିଅ କୁ ଦୁଷ୍କର୍ମ କରା ଯାଉଛି ତାହାଲେ ଦାଷୀକୁ ନପୁଂଷଙ୍କ କରି ଦିଆ ଯିବ । ଏହି ନିୟମ ଟି ଆଜି ପାକିସ୍ତାନ ର ପ୍ରଧାନ ମନ୍ତ୍ରୀ ଇମ୍ରାନ ଜଣେଇ ଦେଇ ଛନ୍ତି । ଦେଖିବାକୁ ଗଲେ ଏହି ନିୟମ ଟି ବହୁତ ଭଲ କାମ କରିବ ।

ଏବେ ଦୋଷୀ ଦୋଷ କରିବା ପୂର୍ବରୁ ଶହେ ଥର ଭାବିବ । ତେବେ ପାକିସ୍ତାନ ର ଏଭଳି ନିୟମ କରିବା ଶୁଣି ନିକଟରେ ତାଲିବାନ ମାନେ ଏହାକୁ ସମର୍ଥନ କରିବା ସହିତ ଚୀନ , ଉତ୍ତର କରିଆ ଏଭଳି କିଛି ଦେଶ ମଧ୍ୟ ତାଙ୍କ ଦେଶରେ ଲାଗୁ କରିବେ ବୋଲି ଶୁଣା ଯାଇଛି । ଏଭଳି ନିୟମ ଆଉ କୋଉ ଦେଶରେ ଲାଗୁ ହେଇ ନାହିଁ ପ୍ରଥମ ଥର ପାଇଁ ଏହି ନିୟମ ଟି ଲାଗୁ କରିଛି ।

ତେବେ ବନ୍ଧୁ ମାନେ ଆମ ଭାରତରେ ମଧ୍ୟ ବହୁତ ନାରୀ ଅଛନ୍ତି ଯେଉଁ ମାନେ କି ଦୁଷ୍କର୍ମ ରେ ଶିକାର ହୋଇ ଆଜିବି ସେମାନେ ନିଆୟ ପାଇ ନାହାନ୍ତି । ଦେଖି ବାକୁ ଗଲେ ଭାରତରେ ବହୁତ ରେପ ହେଉଛି , ଦୋଷୀ ମଧ୍ୟ ଦଣ୍ଡ ପାଉଛି ହେଲେ କଣ ହେବ । ଆଜି ବି ନାରୀ ମାନେ ବାହାରକୁ ବାହାରି ପାରୁ ନାହାନ୍ତି । ଆଜିବି ଭାରତରେ ପ୍ରତେକ ଦିନ ନାରୀ ମାନେ ଦୁଷ୍କର୍ମ ର ଶିକାର ହେଉ ଛନ୍ତି । ତେବେ ବନ୍ଧୁ ମାନେ ପାକିସ୍ତାନ ରେ ଯେଉଁ ଭଳି ନିୟମ ହେଇଚି ଆମ ଭାରତରେ ହେବା ଉଚିତ କି । ଯଦି ଏହି ଭଳି ନିୟମ ହେବ ତାହାଲେ ଭରତ ଏକ ସୁନାର ଦେଶ ପାଲଟି ଯିବ । ତେବେ ବନ୍ଧୁ ମାନେ ଏହା ଥିଲା ପାକିସ୍ତାନ ର ନୂଆ ନିୟମ

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।