ଦେଖନ୍ତୁ ଭିଡିଓ .. ଆଜି ହିରୋଇନ୍ ସୋମାଲିନ୍ ଙ୍କ ମଙ୍ଗନ ..ଦେଖନ୍ତୁ କେମିତି ସଜେଇ ହୋଇଛନ୍ତି Somalin..

ଚଳଚ୍ଚିତ୍ର ଦୁନିଆ ରେ ଅଭିନୟ କରୁଥିବା ସବୁ କଳାକାର ମନ ଙ୍କ ଜୀବନ ଶୈଳୀ ଅନେକ ଅଲଗା ହେଇଥାଏ। ସେମାନଙ୍କ ରହିବା ଖାଇବା ଏବଂ ସବୁ କାମ ର କାର୍ଯ୍ୟ କରିବାର ଶୈଳୀ ଅନେକ ଅଲଗା ହେଇଥାଏ। ଅନେକ କଳାକାର ତାଙ୍କ ନିଜ ଜୀବନ ପାଇଁ ଚର୍ଚ୍ଚା ରେ ମଧ୍ୟ ରହୁଛନ୍ତି। କିନ୍ତୁ ଆଜି ବି ଏମିତି କିଛି କଳାକାର ଅଛନ୍ତି ଯାହା ଙ୍କ ଚେହେରା ସୋସିଆଲ ମିଡିଆରେ ବହୁ ଅଳ୍ପ ଦେଖିବା କୁ ମିଳେ। ଯେଉଁ ମାନ ଙ୍କ ଜୀବନ ଶୈଳୀ ଜାଣିବାକୁ ଇଛା ଜାଗ୍ରତ ହୁଏ। ଯାହା କି ତାଙ୍କ ଫେନ୍ ମାନ ଙ୍କ ର ଜିଜ୍ଞାସା କୁ ବଢ଼ାଇ ଥାଏ।

ଆଜି ଆମେ ସେହି ପରି କଳାଜଗତ ର ଜଣେ ତାରକା ଙ୍କ ବିଷୟ ରେ କହିବାକୁ ଯାଉଛୁ । ସେ ତାଙ୍କ କଳାକାର ଦୁନିଆ ରେ ବେଶ୍ ଖୁ ସି ରେ ରହୁଥିଲେ। ତେବେ ଆସନ୍ତୁ ଜାଣିବା ଏହି ନାୟିକା ଜଣକ କିଏ ।

ତେବେ ଓଡିଆ ସିରିଏଲ ଜଗତର ହିରୋଇନ ସୋମାଲିନ୍ ମହାପାତ୍ରଙ୍କୁ ତ ଆପଣ ମାନେ ଜାଣିଥିବେ । ସୋମାଲିନ୍ ଙ୍କ ଜଣେ ଭଉଣୀ ଅଛନ୍ତି ଜାଙ୍କଲିନ୍ । ଆଉ ଜାଙ୍କଲିନ ଏବଂ ସୋମାଲିନ ହେଉଛନ୍ତି ଦୁଇ ଯାଆଁଳା ଭଉଣୀ ଏବଂ ସେମାନେ ଦେଖିବା ପାଇଁ ସଂମ୍ପୂର୍ଣ୍ଣ ଏକା ପରି ।

ପ୍ରଥମେ ସେମାନେ ନିଜର ଯାତ୍ରା କିଏ ହେବ ମୋ ହିରୋଇନରୁ ଆରମ୍ଭ କରିଥିଲେ ଏହା ପରେ ସେହିଠାରୁ ହିଁ ସେମାନଙ୍କର ଭାଗ୍ୟ ବଦଳି ଯାଇଥିଲା ଅର୍ଥାତ ସେହି ଷ୍ଟେଜ ପରଠାରୁ ସେମାନଙ୍କୁ ମିଳିଥିଲା ବହୁତ ସାରା ଅଫର ।


ତେବେ ଆପଣ ମାନଙ୍କ ର ପ୍ରିୟ ହିରୋଇନ୍ ସୋମାଲିନ୍ । ଆଉ ଆପଣ ମାନେ ଏକଥା ମଧ୍ୟ ନିଶ୍ଚିତ ଭାବରେ ଜାଣିଥିବୋ ସୋମାଲିନ୍ ବିବାହ କରିବାକୁ ଯାଉଛନ୍ତି । ଆଉ ଏହି କିଛି ଦିନ ପୂର୍ବ ରୁ ତାଙ୍କର ନିର୍ବନ୍ଧ ହୋଇ ଥିଲା ।

ଯାହାର ସମସ୍ତ ଫୋଟ ଏବଂ ଭିଡିଓ ସେ ତାଙ୍କର ସୋସିଆଲ ମିଡିଆ ଆକାଉଣ୍ଡ ରେ ସେୟାର କରି ଥିଲେ ତାଙ୍କର ଫ୍ୟାନ୍ସ ମାନଙ୍କ ପାଇଁ । ସେ ତାଙ୍କର ଭାବି ସ୍ବାମୀ ଙ୍କ ସହିତ ବହୁତ ସାରା ଫୋଟ ତଥା ଭିଡିଓ କରୁଥିବାର ମଧ୍ୟ ନଜର ଆସି ଥିଲେ । ତେବେ ସବୁ ଅପେକ୍ଷା ର ଅନ୍ତ ଘଟିଛି ।

କାହିଁକି ନାଁ ଆସନ୍ତା କାଲି ହେଉଛି ସୋମାଲିନ୍ ଙ୍କ ବାହାଘର । ଆଉ ଆଜି ହେଉଛି ତାଙ୍କର ମଙ୍ଗନ । ତେବେ ମଙ୍ଗନ ପାଇଁ ସୋମାଲିନ୍ ବହୁତ ସୁନ୍ଦର ଭାବରେ ସଜବାଜ ହୋଇ ପ୍ରସ୍ତୁତ ହୋଇଛନ୍ତି । ଯାହାର ସମସ୍ତ ଫୋଟ ଏବଂ ଭିଡିଓ ସେ ତାଙ୍କର ଫ୍ୟାନ୍ ମାନଙ୍କ ପାଇଁ ସୋସିଆଲ ମିଡିଆ ରେ ସେୟାର କରିଛନ୍ତି । ଯେଉଁ ଥିରେ ସେ ବହୁତ ସୁନ୍ଦର ଦେଖା ଯାଉଛନ୍ତି ଏବଂ ଲୋକ ମାନେ ମଧ୍ୟ ତାହାକୁ ବହୁତ ପସନ୍ଦ କରିଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।