ଓଃ କି ଡ୍ୟାନ୍ସ ! ପୁଣି ଆଜି ସୋସିଆଲ ମିଡିଆରେ ନିଜର ସୁନ୍ଦର ଲୁକ୍ ରେ ଭାଇରାଲ ହେଲେ Prakruti mishra…ଏହି ଭିଡିଓ ସେୟାର ହେବା ମାତ୍ରେ ଏହା କିଛି ସମୟ ମଧ୍ୟରେ ଭାଇରାଲ ହେବାରେ ଲାଗିଛି

ଆପଣ ମାନେ ତ ଜାଣିଛନ୍ତି ଯେ ଆଜିର କାଲି ର ପ୍ରତେକ ବ୍ୟକ୍ତି ସୋସିଆଲ ମିଡ଼ିଆ ସହିତ ଜଡ଼ିତ ଏବଂ ଏହି ସୋସିଆଲ ମିଡ଼ିଆ ରେ ଅନେକ ଲୋକ ଅନେକ ଭିଡ଼ିଓ ଉପଲୋଡ କରି ଥାଆନ୍ତି | ତେବେ ସାଧାରଣ ଲୋକ ଙ୍କ ଠାରୁ ସେଲିବ୍ରେଟି ମାନଙ୍କର ଭିଡ଼ିଓ କିଛି ନିଆରା ଲାଗି ଥାଏ | ଆମ ଓଡ଼ିଆ ଜଗତ ରେ ଅନେକ ସେଲିବ୍ରେଟି ମାନେ ଅଛନ୍ତି ଯେଉଁ ମାନଙ୍କୁ ଆମେ ବେସ ଭଲ ମଧ୍ୟ ପାଇ ଥାଉ | ଏହି ସେଲିବ୍ରେଟି ଙ୍କ ଜୀବନ ସାଧାରଣ ଲୋକ ଙ୍କ ଠାରୁ କିଛି ଭିନ୍ନ ହୋଇ ଥାଏ, ଅର୍ଥାତ ଟିକେ ଷ୍ଟାଇଲିସ ଜୀବନ ଯାପନ ସେମାନେ କରି ଥାଆନ୍ତି |

ତାଙ୍କ ରହିବା ଖାଇବା ଓ ପିନ୍ଧିବା ରେ ଆମକୁ କିଛି ଅଲଗା ଭାବରେ ନଜର ଆସି ଥାଏ | ତେବେ ତାଙ୍କର କିଛି କିଛି ମୁହୂର୍ତ୍ତ କି ସେମାନେ ସୋସିଆଲ ମିଡ଼ିଆ ରେ ହିଁ ସେୟାର କରି ଥାଆନ୍ତି ଯାହାକୁ ତାଙ୍କର ଫ୍ୟାନ ମାନେ ଦେଖିବା ପାଇଁ ଚାହିଁ ରହି ଥାଆନ୍ତି |

ତେବେ ଆମ ଓଡ଼ିଆ ସିନେ ଜଗତ ର ପ୍ରକୃତି ମିଶ୍ର ଙ୍କୁ ତ ଆପଣ ବେସ ଭଲ ଭାବରେ ଜାଣି ଥିବେ | ଯିଏ କି ଶିଶୁ କଳାକାର ଭାବରେ ମଧ୍ୟ ଅଭିନୟ ରେ କାର୍ଯ୍ୟ କରିଛନ୍ତି | ସେ ପ୍ରଥମେ ଏକ ଧାରାବାହିକ ରୁ ତାଙ୍କ କ୍ୟାରିୟର ଆରମ୍ଭ କରି ଥିଲେ ଏହା ପରେ ପରେ ଅନେକ ଫିଲ୍ମ ରେ ଅଭିନୟ କରି ଥିଲେ ଯାହାକି ସୁପରହିଟ ମଧ୍ୟ ହୋଇଛି |

ଆପଣ ମାନେ ତ ଜାଣନ୍ତି ପ୍ରକୃତି ମିଶ୍ର ଅଭିନୟ ସହିତ ଭଲ ଗୀତ ମଧ୍ୟ ଗାଆନ୍ତି ଓ ଭଲ ଡ୍ୟାନ୍ସ ମଧ୍ୟ କରନ୍ତି | ଏହା ସହିତ ସେ ତାଙ୍କ ଡ୍ୟାନ୍ସ ଜରିଆରେ ହିଁ ହିନ୍ଦୀ ଧାରାବାହିକ ରେ କାର୍ଯ୍ୟ କରି ପାରି ଥିଲେ |


ତେବେ କିଛି ଦିନ ତଳେ ତାଙ୍କର ଏକ ଡ୍ୟାନ୍ସ ଭିଡ଼ିଓ ଖୁବ ଭାଇରାଲ ହୋଇ ଥିଲା ଯେଉଁଥିରେ ସେ ବହୁତ ହଟ ଦେଖା ଯାଉ ଥିଲେ | ତେବେ ପୁଣି କିଛି ସେଭଳି ଭିଡ଼ିଓ ଦେଖିବାକୁ ମିଳିଛି ଯାହାକୁ ନେଇ ସେ ଏବେ ଖୁବ ଚର୍ଚ୍ଚା ରେ ଅଛନ୍ତି | ତେବେ ଏକ ଭିଡ଼ିଓ ରେ ଦେଖିବାକୁ ମିଳି ଥିଲା ଯେ ସେ ଏକ ସୁଇମିଙ୍ଗ ଫୁଲ ରେ ଏକ ହଟ ଡ୍ରେସ ପିନ୍ଧି ପାଣିରେ ପହଁରୁ ଥିଲେ ଯାହାକୁ ଦେଖି ଅନେକ ଲୋକ ସେହି ଭିଡ଼ିଓ ଟିକୁ ପସନ୍ଦ କରିଛନ୍ତି |


ସେହିଭଳି ଆଉ ଏକ ଭିଡ଼ିଓ ରେ ତାଙ୍କ ଡ୍ୟାନ୍ସ ର ଜଲବା ଦେଖିବାକୁ ମିଳି ଥିଲା ଯେଉଁଥିରେ ସେ ଏକ ସୁନ୍ଦର ଲେହେଙ୍ଗା ପିନ୍ଧି ଡ୍ୟାନ୍ସ କରୁ ଥିଲେ | ତେବେ ସେ ଯେପରି ମନ କୁ ଝୁମେଇ ସୁନ୍ଦର ଭାବରେ ନାଚୁ ଥିଲେ ତାହା ସବୁଠୁ ହିଁ ମନଲୋଭା ଦୃଶ୍ୟ ଥିଲା | ତେବେ ପ୍ରକୃତି ମିଶ୍ର ଏବେ ତାଙ୍କର ଏହି ହଟ ଡ୍ୟାନ୍ସ ଭିଡ଼ିଓ କୁ ନେଇ ଖୁବ ଚର୍ଚ୍ଚା ରେ ଅଛନ୍ତି ଏବଂ ଲୋକ ଏହାକୁ ପସନ୍ଦ କରିବା ସହ ଅନେକ ଭଲ ଭଲ ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।