ଦେଖନ୍ତୁ ଭିଡ଼ିଓ : ରାତି ଅଧରେ ଭାଉଜ ଙ୍କୁ ଦେଖା କରିବା ପାଡ଼ିଲା ମହଙ୍ଗା, ଭାଇରାଲ ହେଉଛି ଲଜ୍ୟାଜନକ ଘଟଣା…..

ପ୍ରେମ ସମ୍ପର୍କ କୁ ଆମେ ପବିତ୍ର ଏବଂ ନିସ୍ଵାର୍ଥପର ବୋଲି କହି ଥାଉ, ପ୍ରେମ କରିବା ଲୋକ ମଧ୍ୟ ଆଗ ପଛ କିଛି ବିଚାର କରି ନଥାଏ | ଆଗ କାଳ ରେ ମଧ୍ୟ ପ୍ରେମ ସେତିକି ନିସ୍ଵାର୍ଥପର ଥିଲା ଏବଂ ଭଲ ପାଇବା ରେ ଏକ ମଧୁରତା ଥିଲା କିନ୍ତୁ ଆଜି କାଲି ର ଏହି ସମାଜ ରେ ପ୍ରେମ କୁ ହିଁ ନେଇ ଠକାମୀ ଆରମ୍ଭ କରି ସାରିଲେଣି, ଯାହାକୁ ପ୍ରେମ କରୁଛନ୍ତି କେଵଳ ନିଜ ସ୍ୱାର୍ଥ ହାସଲ କରିବାରେ ଲାଗି ପଡ଼ୁଛନ୍ତି | ସ୍ୱାମୀ ସ୍ତ୍ରୀ ର ସମ୍ପର୍କ ମଧ୍ୟ କେତେ ଯେ ପବିତ୍ର ହୋଇ ଥାଏ କିନ୍ତୁ ଆଜି କାଲି ର ଯୁଗ ରେ ବିବାହ ହୋଇ ସାରି ମଧ୍ୟ ଅନ୍ୟ କାହା ସହ ସମ୍ପର୍କ ରଖିବାକୁ ପଛାଉ ନାହାଁନ୍ତି ଯାହାକି ଏକ ବଡ଼ ଲଜ୍ୟା ଜନକ କଥା | ଦୁନିଆଁ ଯଦି ଏହିପରି ଚାଲିବ ତେବେ ଆଗାମୀ ପିଢ଼ି ଙ୍କ ଉପରେ କିପରି ଯେ ପ୍ରଭାବ ପଡ଼ିବ ତାହା ଭାବି ମଧ୍ୟ ହେଉ ନାହିଁ |

ତେବେ ସେଭଳି ଏକ ଘଟଣା ଦେଖିବା ପାଇଁ ମିଳିଛି ଯାହାକୁ ଶୁଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବା ସହିତ ଲଜ୍ୟା ଅନୁଭବ କରିବେ | ଘଟଣା ଟି ହେଉଛି ଦିଅର ଓ ଭାଉଜ ଶାରୀରିକ ସମ୍ପର୍କ ରଖିବା ସମୟ ରେ ଧରା ପଡିଛନ୍ତି ଯାହାକି ଏକ ନିନ୍ଦନୀୟ ଘଟଣା ଅଟେ |

ଭାଉଜ ଓ ଦିଅର ର ସମ୍ପର୍କ ମା ପୁଅ ର ସମ୍ପର୍କ ହୋଇ ଥାଏ କିନ୍ତୁ ଆଜି କାଲି ଦୁନିଆଁ ରେ ଏହି ସମ୍ପର୍କ କୁ ମଧ୍ୟ କଳଙ୍କିତ କରି ସାରିଲେଣି | ଘଟଣା ଟି ଦେଖିବା ପାଇଁ ମିଳିଛି ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ କସ୍ତା ଗ୍ରାମରେ | ସୂଚନା ଅନୁଯାଇ ସେହି ଗ୍ରାମ ର ଜଣେ ଯୁବକ ସମ୍ପର୍କୀୟ ଭାଉଜ ଙ୍କ ସହିତ ଶାରୀରିକ ସମ୍ପର୍କ ରଖିବା ସମୟ ରେ ତାଙ୍କ ପରିବାର ଲୋକ ଧରି ନେଇ ଥିଲେ |

ଏହା ପରେ ଯୁବକ ଜଣଙ୍କୁ ନିସ୍ତୁକ ଭାବରେ ମାଡ଼ ମାରି ଥିଲେ ଓ ଖୁଣ୍ଟ ରେ ବାନ୍ଧି ଦେଇ ଥିଲେ | ଏହା ପରେ ଯୁବକ ଙ୍କ ପରିବାର ଲୋକ ଘଟଣା କୁ ପୋଲିସ କୁ ଜଣାଇ ଥିଲେ ଆଉ ପୋଲିସ ଘଟଣା ସ୍ଥଳ କୁ ଆସି ଯୁବକ ଙ୍କୁ ସେଠାରୁ ଉଦ୍ଧାର କରି ଥିଲେ |

ଅନ୍ୟ ପକ୍ଷରେ ମହିଳା ଜଣଙ୍କ କହିଛନ୍ତି ଯେ ମୋ ସ୍ୱାମୀ ଘରେ ନଥିବା ବେଳେ ମୁଁ ଏକୁଟିଆ ଶୋଇ ଥିଲି ଆଉ ଏ ଯୁବକ ଆସି ମୋ ସହ ଜୋର ଜବରଦସ୍ତ କରି ଥିଲା ଫଳରେ ମୁଁ ଚିତ୍କାର କରିବା ପରେ ମତେ ଘର ଲୋକ ଆସି ସେଠାରୁ ଉଦ୍ଧାର କରି ଥିଲେ | ଏହା ସହିତ ମହିଳା ଜଣଙ୍କ ଯୁବକ ଙ୍କ ନାଁ ରେ ଦୁଷ୍କର୍ମ କରିବାର କେସ ରୁଜୁ କରିଛନ୍ତି | ତେବେ ଏହି ଘଟଣା ଟି ଏବେ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେବାରେ ଲାଗିଛି |