ଛିଃ ଛିଃ ! କି ଲଜ୍ଜା ମହିଳା ପୋଲିସଙ୍କ ର ଭାଇରାଲ ହେଉଛି Secret ଫଟୋ ଓ ଭିଡିଓ….

ପ୍ରେମ ଏକ ପବିତ୍ର ସମ୍ପର୍କ । ପ୍ରେମ ଆଗରେ ବୟସ , ଧର୍ମ ,ଜାତି , ବର୍ଣ୍ଣ , ଉଚ୍ଚ ,ନୀଚଚ୍, ଭେଦ ଭାବ ଦେଖା ଯାଇନ ଥାଏ । ପ୍ରେମରେ ଧନୀ କି ଗରିବ ମଧ୍ୟ ବିଚାର କରା ଯାଇନଥାଏ । ପ୍ରେମ ହେଉଛି ଶାଶ୍ୱତ । ପ୍ରେମ ପରି ପବିତ୍ର ସମ୍ପର୍କ କେଉଁ ଠାରେ ଖୋଜିଲେ ମଧ୍ୟ ମିଳି ନ ଥାଏ । ପୁରାଣ ଯୁଗରେ ରାଧା , କୃଷ୍ଣ , ରାମ ସୀତା ମଧ୍ୟରେ ପ୍ରେମ ଥିଲା ସାତ୍ୱିକ , ଚିରନ୍ତନ , ମଧୁର , ନିଜକୁ ଉତ୍ସର୍ଗୀକୃତ ,ନୈତିକତା ଆଦି । କିନ୍ତୁ ଏ ଯୁଗର ପ୍ରେମ ରେ ରହିଛି କାମନା ,ବାସନା , ପାଇବାର ଇଚ୍ଚା , ସ୍ୱାର୍ଥ , ଧୋକା ,ପ୍ରତାରଣା , ମିଛ , ଅନୈତିକ ଶାରିରୀରକ ସମ୍ପର୍କ ସ୍ଥାପନ ଆଦି ଅନେକ କିଛି ।

ଆଜିକାଲି ର ଯୁବପିଢୀ ମାନେ ପ୍ରେମର ବାସ୍ତବ ସଂଜ୍ଞା କୁ ପରିବର୍ତ୍ତନ କରି ଦେଇ ସାରିଲେଣି । ସେମାନେ ପ୍ରେମକୁ ଯେଉଁ ଭଳି ଭାବରେ ଭାବୁଛନ୍ତି ତାହା ସମାଜ ର ଏକ କଳୁଷିତ ଧାରାକୁ ବୁଝାଉଛି ।

ପ୍ରେମ ପାଇଁ ଅନେକ ଆଚମ୍ବିତ ଘଟଣା ଘଟୁଥିବାର ଆପଣମାନେ ଦେଖିବାକୁ ପାଉଥିବେ । କିନ୍ତୁ ଆଜିକାଲି ର ଯୁବପିଢୀ ପ୍ରେମର ବାସ୍ତବିକ ସଂଜ୍ଞା ଓ ରୂପରେଖ ଭୁଲି ଅନ୍ୟ ଦିଶାରେ ନିଜକୁ ପରିଚାଳିତ କରୁଛନ୍ତି । ଯେଉଁ କାର୍ଯ୍ୟ ଦ୍ୱାରା ସେମାନେ ପରେ ବହୁ ନିନ୍ଦିତ ଓ ଅପମାନିତ ହେଉଛନ୍ତି । ଯାହାର ପ୍ରଭାବ ସେମାନଙ୍କ ଉପରେ ପଡିବା ସହ ତାଙ୍କ ପରିବାର ଉପରେ ଓ ସାରା ସମାଜ ଉପରେ ପଡିଥାଏ ।

ଆଜିର ଘଟଣାରେ ଜଣେ ମହିଳା ପୋଲିସ୍ ଜଣେ ପୁରୁଷ ସବଇନ୍ସପେକ୍ଟର ଙ୍କ ନାମ ରେ ଅଭିଯୋଗ ଆଣିଛନ୍ତି । ସେ ନ୍ୟାୟ ପାଇବା ପାଇଁ ସରକାରଙ୍କୁ ନିବେଦନ କରିଛନ୍ତି । ପୂର୍ବରୁ ସେହି ସବ ଇନ୍ସପେକ୍ଟର ସେ ମହିଳାହ୍କୁ ଏକ ତରଫା ଭଲ ପାଉଥିଲେ । ପରେ ଯୁବତୀ ଜଣକ ଯେତେବେଳେ 2017 ମସିହାରେ ପୋଲିସ୍ ହୋଇ ଟ୍ରେନିଂ ନେଉଥିଲେ ସେତେବେଳେ ସେ ଇନ୍ସପେକ୍ଟର ଆସି ତାଙ୍କ ସହ ଜୋର ଜବରଦସ୍ତ ଶାରିରୀକ ସମ୍ପର୍କ ସ୍ଥାପନ କରିଥିଲେ ।

ମହିଳା ପୋଲିସ୍ ଜଣକ ଏ ନେଇ ଅଭିଯୋଗ କରିବା ପାଇଁ କହିଥିଲେ ହେଁ ଇନ୍ସପେକ୍ଟର ତାଙ୍କୁ ବିବାହ ର ପ୍ରଲୋଭନ ଦେଖାଇ ଅଭିଯୋଗ ନ କରିବା ପାଇଁ କହିଥିଲେ । ପରେ ବହୁଥର ସେମାନଙ୍କ ଭିତରେ ଶାରିରୀକ ସମ୍ପର୍କ ସ୍ଥାପନ ହୋଇଥିଲା । କିନ୍ତୁ ଗତ ବର୍ଷ ଯୁବକ ଜଣକ ଅନ୍ୟ ଜଣଙ୍କୁ ବିବାହ କରିବା ପାଇଁ ଯାଉଥିଲେ । ସେ ନେଇ ମହିଳା ଜଣକ ପଚାରିବାରୁ ସେ କହିଥିଲେ କି ହରିଜନ ଜାତିର ଝିଅକୁ ସେ ବିବାହ କରିପାରିବେ ନାହିଁ ।


ତେଣୁ ମହିଳା ଜଣକ ସାରଙ୍ଗଗଡ ଥାନା ରେ ଏ ନେଇ ଅଭିଯୋଗ କରିଥିଲେ ଓ ପୋଲିସ୍ ଯୁବକଙ୍କୁ 4 ଦିନ ଥାନାରେ ରଖିଥିଲେ । ପରେ ଯୁବକ ଙ୍କ ପରିବାର ଲୋକ ଝିଅକୁ ବୁଝାଇ ସୁଝାଇ ମହିଳାଙ୍କ ଦ୍ୱାରା ସ୍ଟେଟମେଣ୍ଟ ଚେଞ୍ଜ କରାଇଥିଲେ । ପରେ ଯୁବକ ଥାନା ରୁ ଆସି ଯୁବତୀହ୍କୁ ଏକ ମନ୍ଦିରରେ ବିବାହ କରାଇଥିଲେ । ଏବେ ଯୁବକ ଜଣକ ଖୋଲିଖଟ ଥାନାରେ ସବ ଇନ୍ସପେକ୍ଟର ଭାବେ କାର୍ଯ୍ୟରତ ଅଛନ୍ତି ।

ଏବେ ସେ ମହିଳାଙ୍କୁ ଛାଡି ଦେଇ ପଳାଇଛନ୍ତି ଓ ଆଉ କେସ୍ କଲେ ଜୀବନରୁ ମାରି ଦେବା ଧମକ ଦେଇଛନ୍ତି । ତେଣୁ ନ୍ୟାୟ ପାଇବା ପାଇଁ ମହିଳା ପୋଲିସ୍ ଜଣକ ଏବେ ଦାରିଙଗ୍ବାଡି ଥାନାରେ ଆଉ ଥରେ ଅଭିଯୋଗ କରିବା ସହିତ ସରକାରଙ୍କୁ ଦେଖା କରିଛନ୍ତି । ତେବେ ଉଭୟ ପୋଲିସ୍ ଅଫିସରଙ୍କ ଏହି କାଣ୍ଡ କାରନାମା ଏବେ ସୋସିଆଲ୍ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।