ଦେଖନ୍ତୁ shoking vedio କ୍ୟାମେରାରେ ରେକର୍ଡ ହେଲା ଲଜ୍ୟାଜନକ ଘଟଣା,… ଡ୍ୟୁଟି ସମୟରେ ମଦପିଇ ବଟି ମାଗୁଛନ୍ତି ପୋଲିସ .. Video ଦେଖିବା ପରେ ଆପଣଙ୍କ ହୋସ ରହିବନି ଛିଃ ଛିଃ

ଆଜିକାଲି ସୋସିାଆଲ୍ ମିଡିଆ ରେ ଆମେ ସେହି ସବୁ ଘଟଣା ବିଷୟରେ ଅବଗତ ହୋଇ ପାରୁଛୁ । ସେଥିପାଇଁ ସୋସିଆଲ୍ ମିଡିଆ ସମାଜରେ ବର୍ତ୍ତମାନ ଏକ ଗୁରୁତ୍ୱ ପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ।ନିଜ ମୋବାଇଲ୍ ରେ ଘରେ ବସି ସକାଳୁ ଉଠି ସନ୍ଧ୍ୟା ପର୍ଯ୍ୟନ୍ତ ହେଉଥିବା ଘଟଣା ବିଷୟରେ ଟିକିନିଖି ଖବର ସବୁ ଜାଣିବାକୁ ପାଇ ଥାଉ ।ପ୍ରତିଦିନ ସମାଜରେ ଘଟୁଥିବା ସମସ୍ତ ଘଟଣା ଶୁଣିବାକୁ ପାଇ ଥାଉ ଏବଂ ଦେଖୁ ମଧ୍ୟ । କିନ୍ତୁ ବେଳେ ବେଳେ ସୋସିଆଲ୍ ମିଡିଆରେ ଏଭଳି କିଛି କିଛି ଭିଡିଓ ସାମ୍ନାକୁ ଆସିଥାଏ । ଯାହା ଆମକୁ ବିଶ୍ୱାସ ହୋଇ ନ ଥାଏ , କିନ୍ତୁ ବିଶ୍ୱାସ ନ ହେଲେ କଥା ଟି ସତ ହୋଇଥାଏ ।

ଆପଣ ସୋସିାଲ୍ ମିଡିଆରେ ଅନେକ ଭିଡିଓ , ଫୋଟ, ଗୀତ ସବୁ ଦେଖୁଥିବେ ।ତେବେ ସେଥି ମଧ୍ୟରୁ କିଛ ିଭିଡିଓ ଅଛି ଯାହା ଅନ୍ୟ ଭିଡିଓ ଠାରୁ ଟିକେ ଅଲଗା ।ତେବେ ଆଜି ଆମେ ଆପଣଙ୍କୁ ଏମିତି ଏକ ଘଟଣା ବିଷୟରେ ଜଣାଇବୁ ଯାହା କି ଦେଖି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ।

ଏମିତି ବହୁତ କିଛି ଘଟଣା ସବୁ ଅଛି ଯାହାକୁ ଆମେ ହେୟ ଜ୍ଞାନ କରିଥାଉ । କିନ୍ତୁ ବାସ୍ତବରେ ତାର କାରଣ ଆମକୁ ଆଶ୍ଚର୍ଯ୍ୟ କରିଥାଏ । କାରଣ ଏପରି କିଛି ଘଟଣା ଆମକୁ ଭାବିବାକୁ ବାଧ୍ୟ କରିଥାଏ ଯେ ଏହା କିପରି ସମ୍ଭବ ଅଟେ ।


ତେବେ ସେହିଭଳି ଏକ ଭିଡିଓ ଭାଇରାଲ୍ ହେବାରେ ଲାଗିଛି ଯେଉଁଠାରେ ପୋଲିସ୍ କର୍ମଚାରୀ ର କଳା କାରନାମା ଦେଖିବାକୁ ମିଳୁଛି ।ଭାଇରାଲ୍ ହୋଇଥିବା ଏହି ଭିଡିଓ ରେ ପୋଲିସ୍ ବାବୁ ସିଧା ସଳଖ ମଦ ବେପାରୀ ଙ୍କ ସହ ମଦ ପିଉଥିବାର ମଧ୍ୟ ଦେଖିବାକୁ ମିଳୁଥିଲା ।

ଡ୍ୟୁଟି ସମୟରେ ମଦ ପିଇ ବଟି ମାଗୁଥିବାର ଭିଡିଓ ରେ ଦେଖିବାକୁ ମିଳିଥିଲା ।ତେବେ ଯାହା ସୂଚନା ମିଳିଛି ଏ ପୋଲିସ୍ ବାବୁ ହେଉଛନ୍ତି ବାଲେଶ୍ୱର ଜିଲ୍ଲା ରାଇବଣିଆ ଥାନା ର କନଷ୍ଟେବଲ ଧନଞ୍ଜୟ ପାତ୍ର ।

ତେେବ ଭିଡିଓ ଟିକୁ ସମ୍ପୂର୍ଣ୍ଣ ଦେଖି ଆପଣ ମାନେ ଜାଣି ପାରିଥିବେ ଯେ ପୋଲିସ୍ ଅଧିକାରୀ ଓ ପୋଲିସ୍ କର୍ମଚାରୀ ମାନଙ୍କ ପାଇଁ ସବୁଆଡେ ମଦ ବେପାର ଝୋର ସୋର ବଢି ଚାଲିଛି ।କାହିଁକି ନା ପୋଲିସ୍ ବାାବୁ ମାନେ ହିଁ ନୂଆ ନୂଆ ମଦ ବେପାରୀ ତିଆରି କରୁଛନ୍ତି ।ଆଉ ମାସକୁ ମାସ ବଟି ନେଇ ଚୋରା ମଦ ବିକ୍ରି କରିବାରେ ସାହାଯ୍ୟ କରୁଛନ୍ତି ।ତେଣୁ ସେହି ପୋଲିସ୍ କର୍ମଚାରୀ ଙ୍କ ଭିଡିଓ ପରେ ମଦ ବେପାରୀ ଙ୍କ ସହ ମଧ୍ୟ ହେଉଥିବା କଥା ବାର୍ତ୍ତା ଓଡିଓ ରେକର୍ଡିଂ ହୋଇଛି ।

ଏଥିରେ ପୋଲିସ୍ କର୍ମଚାରୀ ଚୋରା ମଦ ବେପାରୀ ଙ୍କୁ କହୁଛନ୍ତି ଆମର କୋଟା ଆମକୁ ପୂରଣ କରିବାକୁ ହେବ ଏବଂ କାଗଜ ପତ୍ରରେ ଚୋରା ମଦ ବେପାରୀ ଙ୍କୁ ଧରିଛୁ ବୋଲି ଦେଖେଇବାକୁ ପଡିବ ।ସେପଟେ ଏହି ଅସାଧୁ ପୋଲିସ୍ କର୍ମଚାରୀ ମାନଙ୍କ ପାଇଁ ଚୋରା ନିଶା କାରବାର ଦିନକୁ ଦିନ ବଢିବାରେ ଲାଗିଛି ।ତେଣୁ ଖାଲି ଦେଖିବାକୁ ବାକି ରହିଲା ଯେ ,ଏହିପରି ଲାଞ୍ଚଖୋର ପୋଲିସ କର୍ମଚାରୀ ଙ୍କ ଉପରେ ଜିଲ୍ଲା ପୋଲିସ୍ ଅଧିକାରୀ କ ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।