ଦେଖନ୍ତୁ ଭିଡିଓ ପ୍ରଥମ ଥର ପାଇଁ ଶୁଭାଷିଶ ଏବଂ ଅନିଶା ଙ୍କ ଝିଅ ପିୟନା କୁ ଭଲ ଗିଫ୍ଟ ଦେଲେ ମାମୁଁ ଅମ୍ଲାନ..ollywood news

ବାସ୍ତବିକ ଭାବରେ ଯେତେବେଳେ ଓଡ଼ିଆ ସିନେମା ବା ଅଭିନୟ ଜଗତର କଥା ଆସେ ସେତେବେଳେ ସମସ୍ତେ ଖୁସି ହୋଇଯାଆନ୍ତି। ସେମାନଙ୍କର ପ୍ରିୟ ନାୟକ ଓ ନାୟିକା ବିଷୟରେ ଜାଣିବା ପାଇଁ। ସମସ୍ତେ ଚକିତ ମଧ୍ୟ ହୋଇଯାଆନ୍ତି।ଅଭିନୟ ଜଗତର କଳାକାର ମାନେ ସାଧାରଣତଃ ସୋସିଆଲ ମିଡ଼ିଆ ସହିତ ଯୋଡ଼ିତ ରହିଥାନ୍ତି।କଳାକାର ସେମାନଙ୍କ ର ପ୍ରତିଦିନ ର କାର୍ଯ୍ୟ କଳାପ କୁ ୟୁ ଟୁବ୍, ଫେସବୁକ ଏବଂ ଇନଷ୍ଟାଗ୍ରାମ୍ ସେମାନଙ୍କ ଫ୍ୟାନ୍ ଙ୍କ ସହିତ ସେୟାର କରିଥାନ୍ତି।ସେମାନେ ତାଙ୍କ ଜୀବନ ଶୈଳୀକୁ ନେଇ ବେଶ୍ ଚର୍ଚ୍ଚାରେ ରହିଥାନ୍ତି।

କାରଣ ସେମାନଙ୍କ ଜୀବନ ଶୈଳୀ ସାଧାରଣ ଲୋକଙ୍କ ଠାରୁ ଅଲଗା ହୋଇଥାଏ। ନିଜର କଠିନ ପରିଶ୍ରମ ଏବଂ ଅଧ୍ୟବସାୟ ବଳରେ ସେମାନେ ସମସ୍ତଙ୍କର ପ୍ରିୟ ହୋଇପାରିଛନ୍ତି ଏବଂ ଲୋକପ୍ରିୟ ମଧ୍ୟ ହୋଇପାରିଛି।

ତେବେ ଆପଣ ମାନେ ତ ସମସ୍ତେ ସୁପରହିଟ୍ ଯୋଡି ଆନିଶା ଓ ଶିଭାଶିଷ ଙ୍କୁ ତ ଜାଣିଥିବେ । ସେମାନେ ଦୁଇ ଜଣଙ୍କର ଝିଅ ଜନ୍ମ ହୋଇଥିଲା । ଯେବେ ଠାରୁ ଶୁଭାଷିଶ ଏବଂ ଅନିଶା ଙ୍କ ଝିଅ ପିୟନା ଜନ୍ମ ନେଇଛି ଅନେକ ସେଲିବ୍ରିଟି ମାନେ ଅନେକ ଗିଫ୍ଟ ଦେଇଛନ୍ତି ଏବଂ ଅନେକ ବନ୍ଧୁ ବାନ୍ଧବ ମଧ୍ୟ ଅନେକ ଗିଫ୍ଟ ଦେଇଛନ୍ତି ।। ଗିଫ୍ଟ ରେ ପୁରି ଉଠିଛି ପିୟନା ଙ୍କ ପାଦ ,ହାତ, ଗୋଡ ଓ ପୂରା ଶରୀର ।କାହିଁକି ନା ସମସ୍ତେ ଦେଉଛନ୍ତି ଗିଫ୍ଟ ।

ତେବେ ଏଥିରୁ କେମିତି ବା ବାଦ ପଡିବେ ପିଅନା ଙ୍କ ନିଜ ମାମୁଁ ଅମ୍ଳାନ ଦାସ୍ । ଅମ୍ଳାନ ଦାସ୍ ବି ଦେଇଛନ୍ତି କିଛି ଏମିତି ଗିଫ୍ଟ ।ଯାହାକୁ ଦେଖିଲେ ଆପଣ ନିଜ ଚକିତ ହୋଇ ଯିବେ ।

ତେବେ ଅମ୍ଳାନ ଦାସ୍ ହେଉଛନ୍ତି ଅନିଶା ଙ୍କ ଭାଇ ।ଆନିଶା ଅମ୍ଳାନ ଙ୍କୁ ଭାଇ କରିଛନ୍ତି । ପ୍ରତିବର୍ଷ ରାକ୍ଷୀ ପୂର୍ଣ୍ଣିମା ରେ ଆନିଶା ଅମ୍ଳାନ ଙ୍କୁ ରାକ୍ଷୀ ବାନ୍ଧି ଥିବାର ଦେଖି ଥିବେ । ତେବେ ଅମ୍ଳାନ ଦାସ୍ ଭାଣଜୀ ପାଇଁ ଆଣିଛନ୍ତି ଏକ ରୂପା ର ପାଉଁଜି ।ଯାହାକି ସେ ନିଜ ଭାଣଜୀ ଙ୍କୁ ଗିଫ୍ଟ କରିଛନ୍ତି ଏବଂ ସେଥି ବଦଳରେ ଆନିଶା ନିଜ ଭାଇ ଅମ୍ଳାନ ଦାସ୍ ଙ୍କୁ ଧନ୍ୟବାଦ ମଧ୍ୟ କହିଥିବାର ନଜର ଆସିଛନ୍ତି ।


ଆନିଶା ଏବଂ ଶୁଭାଶିଷ ଙ୍କ ଝିଅ ପିଅନା ଗତ ବର୍ଷ ଜନ୍ମ ଗ୍ରହଣ କରିଥିଲା ।ତେବେ ଜନ୍ମ ହେବା ପରେ ଅନେକ ସେଲିବ୍ରିଟି ଙ୍କ ସହିତ ବନ୍ଧୁ ବାନ୍ଧବ ମଧ୍ୟ ଅନେକ ଗିଫ୍ଟ ଦେଇଥିଲେ ଏବଂ ଏଥିରୁ ଅମ୍ଳାନ ମଧ୍ୟ ଏକ ସୁନ୍ଦର ଉପହାର ଦେଇଥିବାରୁ ତାଙ୍କୁ ଧନ୍ୟବାଦ ଜଣେଇଛନ୍ତି ଆନିଶା ଏବଂ ଶିଭାଶିଷ ।

ଓଡିଆ ସିନେମା କିମ୍ବା ସିରିଏଲ୍ ଜଗତରେ ଆନିଶା ଓ ଶୁଭାଶିଷ ଙ୍କ ଯୋଡିକୁ ସମସ୍ତେ ପସନ୍ଦ କରନ୍ତି । ସେମାନେ ଦୁହେଁ ପ୍ରଥମେ ତରଙ୍ଗ ଚ୍ୟାନେଲ ରେ ପ୍ରସାରିତ ହେଉଥିବା ସ୍ୱାଭିମାନ ଧାରାବାହିକ ରେ ପ୍ରଥମେ ଏକାଠି ଅଭିନୟ କରିଥିଲେ ଓ ସେହି ଠାରୁ ହିଁ ତାଙ୍କର ପ୍ରେମ ସମ୍ପର୍କ ବଢି ଉଠି ଥିଲା ଓ ପରେ ସେମାନେ ବିବାହ ବନ୍ଧନରେ ବାନ୍ଧି ହୋଇ ଥିଲେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।