ବିବାହ ନକରି Kangana ପ୍ରେଗ୍ନେଣ୍ଟ ! “କଙ୍ଗନା ଙ୍କ ପ୍ରେଗ୍ନେନ୍ସି ପାଇଁ ମୋଦୀ ଦାୟୀ…! କାହିଁକି ଏମିତି କହିଲେ ବିଧାୟକ ସୁର ରାଉତରାୟ

ଆପଣ ମାନେ ସମସ୍ତେ ଜାଣିଥିବେ ଆମ ଓଡ଼ିଶାର ନାମୀଦାମୀ ରାଜନେତା ଭାବେ ପରିଚିତ। ସେ ନିଜର ପାରଦର୍ଶିତା ଏବଂ ଲୋକଙ୍କ ସପକ୍ଷରେ ନ୍ୟାୟ ପାଇଁ ସ୍ବର ଉତ୍ତୋଳନ କରି ବେଶ୍ ଲୋକପ୍ରିୟତା ହାସଲ କରିଛନ୍ତି। କଂଗ୍ରେସ ଦଳର ନେତା ସୁର ରାଉତରାୟ ଙ୍କ ବିଷୟରେ ଅପଣ ମାନେ ଅଳ୍ପ ବହୁତ ଜାଣିଥିବେ। ସମସ୍ତେ ତାଙ୍କୁ ସମ୍ମାନ କରନ୍ତି ଓ ଭଲ ପାଆନ୍ତି। ସେ ତାଙ୍କର ନିର୍ଭୀକ, ସାହାସ ଏବଂ ରୋକଠୋକ ବୟାନ ପାଇଁ ସେ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି। ଜଣେ ସଚ୍ଚୋଟ ନେତା ଭାବରେ ଜନସାଧାରଣଙ୍କ ପାଇଁ ସେ ସବୁବେଳେ ତାଙ୍କର କର୍ମକୁ ଜାରି ରଖିଥାନ୍ତି।

ସୁର ରାଉତରାୟ କୌଣସି ଭୁଲ୍ କୁ ଗ୍ରହଣ ନ କରି ବାସ୍ତବରେ ଯେଉଁ ଘଟଣା ଘଟିଥାଏ, ସେ ତାହାହିଁ କହିଥାନ୍ତି। ତାଙ୍କର ଶାସନ ସାଙ୍ଗକୁ ତାଙ୍କର ଡାଇଲଗ୍, ମିଡ଼ିଆ ଆଗରେ ଦେଉଥିବା ବିଟ୍ ପାଇଁ ସେ ବେଶ୍ ପରିଚିତ। ସେ ଦଳ ବଳ ନିର୍ବିଶେଷରେ ଲୋକଙ୍କ ପାଇଁ କାମ କରିବା ପାଇଁ ଆଗେଇ ଆସିଥାନ୍ତି।

କଂଗ୍ରେସ ଦଳ ର ଏହି ନେତାଙ୍କ ଲୋକପ୍ରିୟତା ବହୁତ ଅଧିକ। ସାଧାରଣ ଲୋକଙ୍କ ସ୍ୱାର୍ଥ ପାଇଁ ସେ ଅନେକ କିଛି କାମ କରିଥାନ୍ତି। ଯେଉଁଥିପାଇଁ ସେ ଆଜି ବେଶ୍ ଲୋକପ୍ରିୟ ହୋଇପାରିଛି।

ଅନେକ ବର୍ଷ ଧରି ସେ ରାଜନୀତିରେ ପାଦ ଥାପି ଜଣେ ସଫଳ ରାଜନେତା ହୋଇପାରିଛନ୍ତି। ଏହି ସାହାସୀ, ପରାକ୍ରମଶାଳୀ ନେତା ଜଣଙ୍କ ଲୋକଙ୍କ ସହିତ ବହୁତ ଯୋଡ଼ିତ। ଲୋକଙ୍କ ସମସ୍ତ କଥାକୁ ପ୍ରତ୍ୟକ୍ଷ ଭାବେ ବୁଝିଥାନ୍ତି। ବେଳେବେଳେ ତାଙ୍କର କିଛି ବୟାନ ମଧ୍ୟ ତାଙ୍କୁ ଅଡୁଆରେ ପକାଇଥାଏ। କିନ୍ତୁ କୌଣସି ପ୍ରସଙ୍ଗ ଉଠିଲେ ଗଣମାଧ୍ୟମ ପ୍ରତିନିଧିମାନେ ବାଇଟ୍ ପାଇଁ ତାଙ୍କ ପାଖକୁ ଚାଲି ଯାଇଥାନ୍ତି।

ଏହି ରାଜନେତା ଜଣକ ବର୍ତ୍ତମାନ ଗୋଟିଏ ପ୍ରସଙ୍ଗ କୁ ନେଇ ମୁହଁ ଖୋଲିଛନ୍ତି। ସେ କହିଛନ୍ତି, ଫିଲ୍ମ ହିରୋଇନ୍ କଙ୍ଗନା ନିଜକୁ ନିଜେ କଣ ଭାବୁଛନ୍ତି । ୨୦୧୪ ମସିହା ପୂର୍ବରୁ ଯେଉଁ ସ୍ୱାଧୀନତା ମିଳିଛି ତାହା ହେଉଛି ଭିକାରୀ ସ୍ୱାଧୀନତା। ତେଣୁ ସୁର ରାଉତରାୟ ପ୍ରଶ୍ନ ଉଠାଇଛନ୍ତି ଯେ, ୨୦୧୪ ମସିହା ପୂର୍ବରୁ ଯେଉଁମାନେ ଥିଲେ ସେମାନେ କଣ ଭିକାରୀ ? ଏ କଙ୍ଗନା କହୁଛି ସମସ୍ତେ ଭିକାରୀ। ମୋଦୀ ପାଖରୁ କଙ୍ଗନା କଣ ପାଉଛନ୍ତି ତାହା ସୁର ରାଉତରାୟ ଜାଣିପାରୁନାହୁଁ ବୋଲି କହିଛନ୍ତି।

ମୋଦୀ ଓ କଙ୍ଗନା ଙ୍କ ଉପରେ ସନ୍ଦେହ କରି କହିଛନ୍ତି ସୁର। ବିବାହିତ ନ ହୋଇ କଙ୍ଗନା ଗର୍ଭବତୀ ଥିବା କୁହାଯାଇଛି। କଙ୍ଗନା କେମିତି ଗର୍ଭବତୀ ହେଲେ ବୋଲି ସେ କଟାକ୍ଷ କରିଛନ୍ତି। କଙ୍ଗନା ରାଣାୱାତ୍ ଙ୍କୁ ପଦ୍ମଶ୍ରୀ ଦିଆଯିବାକୁ ନେଇ ମଧ୍ୟ ସେ ତାଙ୍କୁ ଓ ମୋଦୀ ଙ୍କୁ କଟାକ୍ଷ କରିଛନ୍ତି।

ସେ ନିଶା ଖାଇ ବଡ଼ ବଡ଼ ନେତା ଙ୍କୁ ଅବମାନନା କରିଛନ୍ତି ବୋଲି କହିଛି। ମହାତ୍ମା ଗାନ୍ଧୀଙ୍କ ଭଳି ନେତା ଙ୍କ ପାଇଁ ପରୋକ୍ଷରେ ଏପରି ମନ୍ତବ୍ୟ ଦେଇଥିବାରୁ ତାଙ୍କୁ ଆରେଷ୍ଟ କରାଯାଉ ବୋଲି ସୁର ରାଉତରାୟ କହିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।