କାର୍ତ୍ତିକ ପୂର୍ଣ୍ଣିମା ( 19 November ) ଏହି 6ଟି ରାଶିର ଭାଗ୍ୟ ଚମକିବ | Odia Horoscope tips

ଚଳିତ ବର୍ଷ ନଭେମ୍ବର 19ତାରିଖରେ ପଡିବାକୁପ ଯାଉଛି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ।ଏହା କାର୍ତ୍ତିକ ପୂର୍ଣ୍ଣିମା ପର ଠାରୁ ଏହି ଛଅଟି ରାଶିର ଭାଗ୍ୟ ବଦଳିବାକୁ ଯାଉଛି ।ଏହି ଛିଅଟି ରାଶି ରେ ଲୋକମାନଙ୍କ ଉପରେ ଭଗବାନ ବିଷ୍ଣୁଙ୍କର ଆଶୀର୍ବାଦ ରହିବ ।କରିବେ ସବୁ ଦୁଃଖର ଅନ୍ତ ।ତାହା ସହିତ ମାତା ଲକ୍ଷ୍ମୀ ଛିଅଟି ରାଶିର ଲୋକମାନଙ୍କ ଉପରେ କୃପା ବର୍ଷାଇବେ ।ଏମାନଙ୍କୁ ଭାଗ୍ୟର ପୂର୍ଣ୍ଣ ସମର୍ଥନ ମିଳିବ ।

କାର୍ତ୍ତିକ ପୂର୍ଣ୍ଣିମା ପରଠାରୁ ହିଁ ଏହି ଛିଅଟି ରାଶିର ଲୋକମାନଙ୍କୁ ମାତା ଲକ୍ଷ୍ମୀ ମାଆ ତୁଳସୀ ଏବଂ ଭଗବାନ ବିଷ୍ଣୁଙ୍କର କୃପା ମିଳିବ । ତେବେ ଚାଲନ୍ତୁ ଜାଣିବା ସେହି ଭାଗ୍ୟଶାଳୀ ରାଶି ମାନଙ୍କ ବିଷୟରେ ।

1- ବୃଷ ରାଶି-

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆସନ୍ତାକାଲି ଠାରୁ ବୃଷ ରାଶିର ଲୋକମାନଙ୍କର ଭାଗ୍ୟ ସମ୍ପୂର୍ଣ୍ଣ ରୂପେ ବଦଳିବାକୁ ଯାଉଛି ।ଫଳରେ ଏମନାଙ୍କର ଜୀବନ ରେ ସୁଖଶାନ୍ତି ଏବଂ ସମୃଦ୍ଧି ଆସିଯିବ ।ବାଗ୍ୟ ସହ ତାଙ୍କ ଜୀବନରେ ମଧ୍ୟ ବଡ ବଡ ସଫଳତା ମିଳିପାରେ ।ଏହି ରାଶିର ଜାତକ ଥିବା ବ୍ୟକ୍ତି ଏକ ସଫଳ ଜୀବନ ଅତିବାହିତ କରିବେ ।ଏମାନଙ୍କର ଘରେ ସକରାତ୍ମକ ଶକ୍ତି ର ପ୍ରଭାବ ପଡିବ ।

2- କନ୍ୟା ରାଶି-

ଆସନ୍ତା କାଲି ଠାରୁ କନ୍ୟା ରାଶି ର ଲୋକମାନଙ୍କର ଭାଗ୍ୟ ଖୋଲିବାକୁ ଯାଉଛି ।ଏମାନଙ୍କ ପାଇଁ ଶୁଭ ସମୟ ଆସିବାକୁ ଯାଉଛି ।ଫଳରେ ଅନ୍ୟ ରାଶି ର ବ୍ୟକ୍ତିଙ୍କ ଭାଗ୍ୟ ବଦଳିବାକୁ ଯାଉଛି ।ଏମାନଙ୍କୁ ସମସ୍ତ କାର୍ଯ୍ୟରୁ ସଫଳତା ମିଳିବ ।ପ୍ରେମ ଓ ଆର୍ଥିକ କ୍ଷେତ୍ରରେ ତାଙ୍କୁ ସଫଳତା ମିଳିବ ।ଏମାନଙ୍କର ଘରେ ସମୃଦ୍ଧି ଆସିବ ।ଜୀବନସାଥୀ ଙ୍କ ସହଯୋଗ ତାଙ୍କୁ ସଫଳତା ଆଣିଦେବ ।

3- ସିଂହ ରାଶି

 

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆସନ୍ତାକାଲି ଠାରୁ ସିଂହ ରାଶିର ଜାତକ ଥିବା ବ୍ୟକ୍ତିଙ୍କ ଜାତକରେ ଶୁଭ ସମୟ ଆସୁଅଛି ।ଏହି ଶୁଭ ସମୟରେ ଏମାନଙ୍କର ଭାଗ୍ୟ ଉଦୟ ହୋଇପାରେ । ଏମାନଙ୍କୁ ସମସ୍ତ କାର୍ଯ୍ୟରେ ସଫଳତା ମିଳିପାରେ ।ବ୍ୟବସାୟରେ ଏମନାଙ୍କୁ ଦୁଇଗୁଣା ଧନ ଲାଭ ହେବ ।

4- ତୁଳା ରାଶି-

ଏହି ରାଶିର ଲୋକମାନେ ମାଆ ଲକ୍ଷ୍ମୀ ଏବଂ ମାଆ ତୁଳସୀ ଙ୍କର କୃପା ପାଇବେ ।ଆପଣଙ୍କ ପାଇଁ ସମୟ ଅତ୍ୟନ୍ତ ଶୁଭମୟ ହେବାକୁ ଯାଉଛି । ଆପଣଙ୍କର ଜାୀତକରେ ଅନେକ ପରିବର୍ତ୍ତନ ହେବ ।ସେଥିପାଇଁ ଆପଣ ଙ୍କୁ କୌଣସି କରଜରୁ ମୁକ୍ତି ମିଳିବ । ଆପଣଙ୍କୁ କୌଣସି ବ୍ୟବସାୟରେ ଧ୍ୟାନ କେନ୍ଦ୍ରିତ ହୋଇବେ ।ଆପଣଙ୍କୁ ଅନେକ ଲାଭ ମିଳିବ ।

5- ମକର ରାଶି- ମକର ରାଶିର ବ୍ୟକ୍ତି ମାନଙ୍କୁ ଭଗବାନ ବିଷ୍ଣୁଙ୍କ କୃପା ରୁ ନିଜ ବ୍ୟବସାୟରେ ଲାଭ ମିଳିବାର ଅଛି । ଆପଣ କୌଣସି ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ କରିବେ ।ପିତାମାତାଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିବ । ଭୌତିକ ସୁଖ ସୁବିଧା ବୃଦ୍ଧି ହେବାକର ଯୋଗ ଅଛି ।ଆପଣ ବିଭିନ୍ନ ସମସ୍ୟାର ସମାଧାନ କରିବେ ।ଆପଣ ଜମି ଏବଂ ଯାନବାହାନ କିଣିବାର ବିଚାର ମଧ୍ୟ କରିବେ ।

6- କୁମ୍ଭ ରାଶି- ଏହି ରାଶିର ବ୍ୟକ୍ତି ମାନଙ୍କୁ ଭଗବାନ ବିଷ୍ଣୁଙ୍ କୃପା ରୁ ଚାକିରି କ୍ଷେତ୍ରରେ ଉନ୍ନତି ମିଳିବାର ଅଛି ।ଆପଣ କୌଣସି ନୂଆ ବ୍ୟବସାୟ ଆରମ୍ଭ କରିପାରିବେ । କାର୍ଯ୍ୟ ସହିତ ଜଡିତ ସମସ୍ୟା ଆପଣଙ୍କର ସମାପ୍ତ ହେବ ।କହିବାକୁ ଗଲେ ଆପଣଙ୍କ ପାଇଁ ଆସୁଥିବା ସମୟ ଅତ୍ୟନ୍ତ ଭଲ ।ବୈବାହିକ ଜୀବନ ଭଲ ରହିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।