ନିଛାଟିଆ ଜଙ୍ଗଲରେ ସ୍କୁଲ ଛାତ୍ରୀ ପ୍ରେମ କରିଲା ସମୟରେ ଧରି ନେଲେ କିଛି ଟୋକା, ଆଉ ତା’ ପରେ…ଦେଖନ୍ତୁ ଭିଡ଼ିଓ

ପ୍ରେମ ଏକ ପବିତ୍ର ସଂପର୍କ ବୋଲି ଆମେ କହିଥାଉ , କିନ୍ତୁ ଏହି ପ୍ରେମ ପାଇଁ ଯଦି ଆମେ ନିମ୍ନସ୍ତରକୁ ଖସି ଯିବା ତେବେ ତାହା ସମାଜ ପାଇଁ ଲଜ୍ଜାକର ହୋଇପଡିବ । ଆଜିକାଲିର ଯୁବକ ଯୁବତୀ ମାନେ ପ୍ରେମ ସଂପର୍କକୁ ପରିବାର ଠାରୁ ଅଧିକ ଗୁରୁତ୍ବ ବୋଲି ଭାବିନେଇଛନ୍ତି । କିନ୍ତୁ ଆଜିର ସମାଜରେ ପ୍ରେମର ସଂଜ୍ଞା କିଛି ବି ନାହିଁ । ଏହାର ସଂଜ୍ଞା ହେଉଛି କେବଳ କାମନା ବାସନା । ଲୋକେ ନିଜର ମନର ଆକାଂକ୍ଷାକୁ ପୂରଣ କରିବା ପାଇଁ ପ୍ରେମ କରୁଛନ୍ତି ।

ପ୍ରେମ ହେଉଛି ଶାସତ୍ବ , ନିଃସ୍ବାର୍ଥପର, ଅମର କିନ୍ତୁ ଆଜିର ପ୍ରେମର ଏସବୁ ନାହିଁ ଅଛି ତ କେବଳ ପ୍ରେମ, କାମନା, ସେକ୍ସ ଆଉ ତାପରେ ଧୋକା ଏବଂ ପ୍ରତାରଣ । ପ୍ରେମ ନାଁରେ ମିଛ, ଛଳନା ଭଳି କାର୍ଯ୍ୟ କରୁଛନ୍ତି ଏଥିରେ ତିଳେ ହେଲେ ସନ୍ଦେହ ନାହିଁ । ଆଜିର ଭଲପାଇବା ଚିରସ୍ଥାୟୀ ହେଉନାହିଁ ।

ତେବେ ବର୍ତ୍ତମାନ ସମୟରେ ପ୍ରେମର ଆଉ କୌଣସି ସମୟ ସୀମା ନାହିଁ କହିଲେ ଚଳେ । ସ୍କୁଲରେ ପଢୁଥିବା ତଥା 14-15 ବର୍ଷରୁ ପିଲାମାନେ ପ୍ରେମ କରି ବସୁଛନ୍ତି । ଯେଉଁ ସମୟରେ କି ସେମାନେ ଜାଣିନାହାଁନ୍ତି ପ୍ରେମର ପ୍ରକୃତ ଅର୍ଥ କଣ କିନ୍ତୁ କେବଳ ପ୍ରେମକୁ କାମନା ବାସନାର ଆଧାର ଭାବି ପ୍ରେମ କରୁଛନ୍ତି ଏବଂ ପରେ ବହୁତ ସାରା ଭୂଲ କାର୍ଯ୍ୟ ମଧ୍ୟ କରୁଛନ୍ତି । ଯାହା ପାଇଂ ପରେ ସେମାନଙ୍କୁ ବହୁତ ଅନୁତାପ ମଧ୍ୟ କରିବାକୁ ପଡୁଛି ଏବଂ କୌଣସି କୌଣସି କ୍ଷେତ୍ରରେ କେହିକେହି ନିଜ ଜୀବନକୁ ମଧ୍ୟ ହାରିବାକୁ ବାଧ୍ୟ ହେଉଛନ୍ତି ।

ଏମିତି ବହୁତ ସାରା ଘଟଣା ସୋସିଆଲ ମିଡିଆରେ ପ୍ରତିଦିନ ଦେଖିବା ପାଇଁ ମିଳୁଛି ଆଜିର ସମୟରେ । ବର୍ତ୍ତମାନ ସେହିପରି ଗୋଟିଏ ଘଟଣା ଆମ ପାଖରେ ଆସି ପହଞ୍ଚି । ଯାହା ଜାଣିବା ପରେ ଆପଣଙ୍କ ମୁଣ୍ଡ ମଧ୍ୟ ଲାଜରେ ତଳକୁ ନଇଁ ଯିବ ।

ଘଟଣା ଅନୁସାରେ ଜଣେ ସ୍କୁଲ ଛାତ୍ରୀ ଜଣେ ଯୁବକଙ୍କ ସହ ନିଛାଟିଆ ଜାଗାରେ ପ୍ରେମ କରୁ ଥିବା ସମୟରେ ସେମାନଙ୍କୁ ଅନ୍ୟ ଜଣେ ଯୁବକ ଧରି ନେଇଥିଲେ ଏବଂ ସେମାନଙ୍କର ଭିଡିଓ ମଧ୍ୟ କରି ଥିଲେ । ତେବେ ସ୍କୁଲ ଛାତ୍ରୀ ଏବଂ ଯୁବକ ଜଣଙ୍କ ସେମାନଙ୍କର ଭିଡିଓ ରେକର୍ଡ କରିବା ପାଇଂ ମନା କରିଥିଲେ କିନ୍ତୁ ସେମାନେ ଭିଡିଓ ରେକର୍ଡ କରିଥିଲେ ।

ତେବେ ଏଠାରୁ ସ୍ପଷ୍ଟ ଜଣା ପଡିଯାଉଛି ସେମାନେ ପ୍ରମକୁ କେତେ ବୁଝିଛନ୍ତି ଏବଂ ତାହାକୁ ହୃଦଯଙ୍ଗମ କରିଛନ୍ତି । ସେମାନେ ପ୍ରେମ ପରି ପବିତ୍ର ସଂପର୍କରେ କଳଙ୍କର ଦାଗ ଲଗେଇ ସାରିଲେଣି କିଛି ମନ୍ଦ ତଥା ହୀନପ୍ରକୃତିର ଲୋକମାନେ । ଯାହା ପାଇଁ ପ୍ରେମ ଆଜି ସମସ୍ତ ଆଖିରେ ତାହାର ସଂଜ୍ଞା ହରାଇ ବସିଛି ଏବଂ ଏହାକୁ ସମସ୍ତେ ଘୃର୍ଣ୍ୟ ନଜରରେ ଦେଖୁଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।